Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତୁ ଜାଣିବା ମାଙ୍କଡ ଯୋଗୁ କେଉଁ ଗ୍ରାମରେ ଝିଅମାନେ ଅବିବାହିତ ରହିଯାଉଛନ୍ତି

ପାଟନା: ବିଶ୍ୱାସ ନ ହେଲେ ବି ସତ । ଭୋଜପୁରୀ ଜିଲାର ରତନପୁର ଗ୍ରାମରେ ମାଙ୍କଡ ସାଜିଛି ଭିଲିଆନ୍ । ମାଙ୍କଡ ଉପଦ୍ରବ ଯୋଗୁ ଏଠାକାର ଝିଅମାନେ ଅବିବାହିତ ରହିବାକୁ ବାଧ୍ୟ ହେଉଛନ୍ତି । ବିବାହ ପ୍ରସ୍ତାବ ପଡିଲେ ମଧ୍ୟ ରତପୁରକୁ ବରଯାତ୍ରୀ ନେଇ ଆସିବାକୁ ଡରୁଛନ୍ତି ପୁଅ ଘରର ଲୋକମାନେ ।…

କୃଷକ ଆନ୍ଦୋଳନରେ ନୂଆ ମୋଡ; ଆଜି ସନ୍ଧ୍ୟା ୭ଟାରେ ଚାଷୀଙ୍କୁ ଭେଟିବେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଆଜି କୃଷକ ସଂଗଠନ କୃଷି ନିୟମ ବିରୁଦ୍ଧରେ ଭାରତ ବନ୍ଦ ଡାକରା ଘୋଷଣା କରିଥିଲେ। ଭରତ ବନ୍ଦ ଅବଧି ଶେଷ ହେବା ମାତ୍ରେ ଏହି ଆନ୍ଦୋଳନ ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଅର୍ଥାତ୍‌ ଆଜି ସନ୍ଧ୍ୟା ୭ ଟାରେ କୃଷକ ନେତାଙ୍କୁ ଭେଟିବେ।…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଭଉଣୀ !

କୋଡରମା: ଝାଡଖଣ୍ଡ କୋଡରମାର ଏକ ସମଲିଙ୍ଗୀ ବିବାହ ଏବେ ଚର୍ଚ୍ଚାର କାରଣ ସାଜିଛି । ପ୍ରେମ ଯେତେବେଳେ ତାର ପଙ୍ଖ ଖୋଲେ ସେ କିଛି ଦେଖେନି । କେବଳ ତାର ନିଜର ଲୋକଙ୍କୁ କେବଳ ଖୋଜେ । ଏହି ଦୁଇ ଭଉଣୀ ପରିବାର ଓ ସମାଜର ଡରରେ ଦୀର୍ଘ ଦିନ ରହି ଲୁଚି କରି ଏକତ୍ର ରହୁଥିଲେ । ଏମାନଙ୍କ ବୟସ ୨୪ ଓ ୨୦…

ରେକର୍ଡ ଭାଙ୍ଗିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଟୁଇଟ୍; ରାଜନୀତିରେ କରାଯାଇଛି ସର୍ବାଧିକ ରିଟ୍ୱିଟ୍‌

ନୂଆଦିଲ୍ଲୀ: କୋଭିଡ -୧୯ ମହାମାରୀ ସମୟରେ ଭଲ ସ୍ୱାସ୍ଥ୍ୟ ଆଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀପ ଜାଳିବାକୁ ଅନୁରୋଧ କରିଥିବା ଏକ ଟୁଇଟ୍‌ ଏବେ ଟ୍ୱିଟରରେ ରିଟ୍ୱିଟ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଟୁଇଟ୍ ରାଜନୀତିରେ ସବୁଠାରୁ ରିଟ୍ୱିଟ୍‌ ହୋଇଥିବା ଟୁଇଟ୍ ହୋଇଛି। ମଙ୍ଗଳବାର…

ସ୍ତ୍ରୀକୁ ହତ୍ୟାକରି ସ୍ୱାମୀ ଖେଳୁଥିଲା ଭିଡିଓ ଗେମ୍

ରାଜସ୍ଥାନ: ବିଶ୍ୱାସରେ ବିଷ ଦେଇଥିଲା ସ୍ୱାମୀ । ସାତଜନ୍ମ ପାଇଁ ସୁରକ୍ଷା ଦେବା ବଦଳରେ ଅତି ନିର୍ମମ ଭାବେ ସ୍ତ୍ରୀକୁ ହତ୍ୟା କରିଥିଲା । ହେଲେ ହତ୍ୟାକାଣ୍ଡ ପଛର କାରଣଠୁ ଅଧିକ ହତ୍ୟା ପରେ ସ୍ୱାମୀର ଆଚରଣ ପୋଲିସକୁ ତାଜୁବ କରିଥିଲା । କାହିଁକି ନା ସ୍ତ୍ରୀର ରକ୍ତ ଜୁଡୁବୁଡୁ ଶରୀର ନିକଟରେ…

ମାଂଉଟ ଏଭେରେଷ୍ଟ ଉଚ୍ଚତା ବଢ଼ିଲା !

ନୂଆଦିଲ୍ଲୀ: ଚୀନ ଓ ନେପାଳ ମଙ୍ଗଳବାର ମାଂଉଟ ଏଭେରେଷ୍ଟର ଉଚ୍ଚତା ମାପିଛନ୍ତି । ପୂର୍ବଥର ଏହାର ଉଚ୍ଚତା ୮୮୪୮ ମିଟର ଥିବା ବେଳେ ଏଥର ୮୮୪୮.୮୬ ମିଟର ରହିଛି । ୧୩ ଅକ୍ଟୋବର ୨୦୧୯ରେ ମାଂଉଠ ଏଭେରେଷ୍ଟ ଉଚ୍ଚତା ମାପିବା ନେଇ ଚୀନ ଓ ନେପାଳ ମଧ୍ୟରେ ବୁଝାମଣା ହୋଇଥିଲା । ୧୯୫୪ରେ ଭାରତ ଏହାର…

ବ୍ରିଟେନ୍:‌ କୋଭିଡ୍‌ ଟିକାକରଣରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସାମିଲ୍‌ ହୋଇଛନ୍ତି ଏହି ୮୭ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: ଇଂଲଣ୍ଡର ଉତ୍ତର ପୂର୍ବ ଅଞ୍ଚଳରେ ରହୁଥିବା ଭାରତୀୟ ମୂଳର ୮୭ ବର୍ଷିୟ ବ୍ରିଟିଶ ନାଗରିକ ହରି ଶୁକ୍ଲା ସେହି ଲୋକମାନଙ୍କ ମଧ୍ୟରେ ସାମିଲ୍‌ ହେବାକୁ ଯାଉଛନ୍ତି ଯେଉଁମାନଙ୍କୁ କରୋନାର ପ୍ରଥମ ବିକଶିତ ଟିକା ଦିଆଯାଉଛି। ହରି ଶୁକ୍ଲାଙ୍କୁ ଆଜି ଆମେରିକାର କମ୍ପାନୀ ଫିଫାଇଜର ଦ୍ବାରା…

[ଭିଡିଓ] କୋଭିଡ୍ ସେଣ୍ଟରରେ ପିପିଇ କିଟ୍ ପିନ୍ଧି ବିବାହ

ରାଜସ୍ଥାନ: ପିପିଇ କିଟ୍ ପିନ୍ଧି କୋଭିଡ୍ ସେଣ୍ଟରରେ ବିବାହ କଲେ ଦମ୍ପତ୍ତି । ରବିବାର ରାଜସ୍ଥାନର ବାରା ଅଂଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବିବାହ ଦିନ କନ୍ୟାର କରୋନା ରିପୋର୍ଟ ପଜିଟିଭ ବାହାରିବା ପରେ କିଛି ଏପରି ବ୍ୟବସ୍ଥା ସହ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମାରୋହଟି…

ବାଇଡେନ୍‌ଙ୍କ ସ୍ୱାସ୍ଥ୍ୟ ଦଳରେ ଭାରତୀୟ ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତୀଙ୍କୁ ସର୍ଜନ ଜେନେରାଲ ଭାବେ ନିଯୁକ୍ତି

ୱାଶିଂଟନ୍: କୋଭିଡ -୧୯ ରେସପନ୍ସ ଦଳର ନେତୃତ୍ୱ ନେଉଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସ୍ୱାସ୍ଥ୍ୟ ଦଳରେ ଭାରତୀୟ ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତୀଙ୍କୁ ସର୍ଜନ ଜେନେରାଲ ଭାବରେ ନିଯୁକ୍ତ କରାଯାଇଛି। ସେ ଓବାମାଙ୍କ ପ୍ରଶାସନରେ ମଧ୍ୟ ଏହି ପଦବୀରେ ରହିଥିଲେ। ଟ୍ରମ୍ପ ପ୍ରଶାସନ…

ଭାଙ୍ଗିଲେ କ୍ୱାରେଣ୍ଟାଇନ୍ ନିୟମ, ଗଣିଲେ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଜରିମାନା

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବା ଜଣେ ବ୍ୟକ୍ତିଙ୍କୁ ଅତିରିକ୍ତ ମହଙ୍ଗା ପଡିଛି । ଘଟଣା ୧୦୦କି ୨୦୦ ଟଙ୍କାରେ ତୁଟିନଥିଲା । ବରଂ ଜରିମାନା ଭାବେ ସେହି ବ୍ୟକ୍ତିଙ୍କୁ ୨ଲକ୍ଷ ୫୮ହଜାର ୩୨୯ ଟଙ୍କା ଦେବାକୁ ନୋଟିସ୍ ଜାରି ହୋଇଛି । ଏହି ଘଟଣାଟି ଘଟିଛି ତାଇୱାନର କାଓସିଙ୍ଗ୍ ସହରରେ ।…