Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୂଅ ଭିତରେ ଖସି ପଡ଼ିଲା କାର୍, ୬ ଜଣଙ୍କର ମୃତ୍ୟୁ

ଭୋପାଳ: ଏମିତି ବି ଆସେ ମୃତ୍ୟୁ । କୂଳ ଭିତରେ ଖସି ପଡ଼ିଲା କାର୍ । ଅକାଳରେ ଚାଲିଗଲା ୬ ଜଣଙ୍କର ଅମୂଲ୍ୟ ଜୀବନ । ଆଉ ୩ ଜଣ ଗୁରୁତର ହୋଇଛନ୍ତି । ମଧ୍ୟପ୍ରଦେଶରେ ଏଭଳ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶ ଛତରପୁର ଅନ୍ତର୍ଗତ ମହାରାଜପୁରରେ ଘଟିଛି ଏହି ଘଟଣା । ବାହାଘରୁ ଫେରୁଥିବା…

ଅଯୋଧ୍ୟା; ୧୫ ଡିସେମ୍ବର ପରେ ଆରମ୍ଭ ହୋଇପାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ସୂଚନା ଅନୁଯାୟୀ ଗତ ଦୁଇ ଦିନ ଧରି ରାମ ମନ୍ଦିର ନିର୍ମାଣ କମିଟିର ବୈଠକ ଚାଲିଥିଲା, ଯାହା ଶେଷ ହୋଇଛି। ଏହି ବୈଠକରେ ରାମ ମନ୍ଦିର ନିର୍ମାଣ କମିଟିର ସଭାପତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦେଶରେ ୨୪ ଘଣ୍ଟାରେ ୧୦ ଲକ୍ଷ କୋଭିଡ୍ ଟେଷ୍ଟ, ୩୨ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦିନକୁ ୧୦ ଲକ୍ଷ କୋଭିଡ୍ ଟେଷ୍ଟ । ଚିହ୍ନଟ ହେଉଛନ୍ତି ୪୦ ହଜାରରୁ କମ୍ କରୋନା ଆକ୍ରାନ୍ତ । ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୧୦ଲକ୍ଷ ୨୨ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୩୨ ହଜାର ୮୦ ସଂକ୍ରମିତ । ମୋଟ୍ ଆକ୍ରାନ୍ତଙ୍କ…

ଏକାଠି ଆସୁଛନ୍ତି ମନୋଜ, ପ୍ରାଚୀ ଦେଶାଇ ଓ ଅର୍ଜୁନ ମାଥୁର

ମୁମ୍ବାଇ: ଫିଲ୍ମର ଟାଇଟଲ୍ ରହିଛି "ସାଇଲେନ୍ସ" । ପ୍ରଥମ ଥର ପାଇଁ ପ୍ରମୁଖ ଭୂମିକାରେ ଏକାଠି ଅଭିନୟ କରିବେ ମନୋଜ ବାଜପାୟୀ, ପ୍ରାଚୀ ଦେଶାଇ ଓ ଅର୍ଜୁନ ମାଥୁର । ତା ଛଡା ଅନ୍ୟ ସପୋର୍ଟିଂ ରୋଲ୍‌ରେ ନଜର ଆସିବେ ସାହିଲ୍ ବୈଦ, ୱକାର୍ ସେଖ୍ ଓ ଶିଶିର ଶର୍ମା । ସେହିଭଳି ଫିଲ୍ମର କାହାଣୀ ଓ…

କରୋନା କବଳରେ ଆଉ ଜଣେ ଅଭିନେତା !

ମୁମ୍ବାଇ: ସତରେ ଯେମିତି ଏବେ ବଲିଉଡରେ ପଡିଛି କରୋନା ଚଡକ । ଜଣକ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହି ଧାରାରେ ଜଣେ ଜଣାଶୁଣା ଅଭିନେତା ବି ସାମିଲ ହୋଇଛନ୍ତି । ଅନ୍ୟ କେହି ନୁହେଁ ବରଂ ଅଭିନେତା ତଥା ହୋଷ୍ଟ ମନିଷ ପୌଲ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ…

ଇସ୍ରାଏଲ ପୂର୍ବତନ ପ୍ରଫେସରଙ୍କ ଚାଂଚଲ୍ୟକର ବୟାନ, ଏଲିୟନ ମାନେ ଗୁପ୍ତ ଭାବେ ଆମ ସହ କାମ କରୁଛନ୍ତି

ନୂଆଦିଲ୍ଲୀ: ଇସ୍ରାଏଲର ପୂର୍ବତନ ସ୍ପେଶ ସିକ୍ୟୁରିଟି ଚିଫ ହେମ ଇଶେଡ ମଙ୍ଗଳବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଏଲିୟନ ଅଛନ୍ତି ଏହା ପ୍ରମାଣିତ ହୋଇ ସାରିଛି । ସେମାନେ ଆମ ସରକାରଙ୍କ ସହ ଗୁପ୍ତ ଭାବେ କାମ କରୁଛନ୍ତି । ଏଲିୟନଙ୍କ ଅନେକ ଫର୍ଦ୍ଦ ଏବେ ବି ରହସ୍ୟାବୃତ ହୋଇ ରହିଛି…

ମୋବାଇଲରେ ଅନଲାଇନ କ୍ଲାସ୍; ଝିଅ ଆଗରେ ଖୋଲିଲା ବାପାର ଅନୈତିକ ସମ୍ପର୍କର ଗୁମର

ବେଙ୍ଗାଲୁରୁ: ଅନଲାଇନ କ୍ଲାସ୍ କରୁଥିବା ବେଳେ ଜଣେ ଝିଅ ମୋବାଇଲରେ ନିଜ ବାପା ଓ ତାଙ୍କ ପ୍ରେମିକାର ଅନ୍ତରଙ୍ଗ ଭିଡିଓ ଦେଖିବାକୁ ପାଇଛି। ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକରେ। ଏନେଇ ଝିଅ ନିଜ ମାଆଙ୍କୁ କହିବା ପରେ ସ୍ବାମୀଙ୍କ ଠାରୁ ଅଲଗା ହେବାକୁ ଚାହିଁଛନ୍ତି ସେ। ଏହାପରେ ମାଣ୍ଡିଆ…

ଇଣ୍ଟରନେଟ୍‌ରେ ଭାଇରାଲ୍ ପୌରଷପୁର ଟ୍ରେଲର୍‌

ମୁମ୍ବାଇ: ସାମ୍ନାକୁ ଆସିଛି ବହୁଚର୍ଚ୍ଚିତ ୱେବ୍ ସିରିଜ୍ ପୌରଷପୁର‌ର ଟ୍ରେଲର୍ । ଅଭିନେତା ଅନୁ କାପୁରଙ୍କ କ୍ୟାରେକ୍ଟର ରାଜା ଭଦ୍ରପ୍ରତାପ ସିଂଙ୍କଠାରୁ ଏହାର ଟ୍ରେଲର୍ ଆରମ୍ଭ ହୋଇଛି । ଏହି ୱେବ୍ ସିରିଜରେ ଶିଳ୍ପା ସିନ୍ଦେ, ସାହିର ସେଖ, ଅନନ୍ତ ଜୋଶୀ, ପୌଲମୀ ଦାସ ଓ ସାହିଲ୍ ସଲାଠିଆଙ୍କୁ…

“ଇଲେକ୍ଟ୍ରିକ୍ ବଲ୍‌ବ”ର ଦାମ୍ ୯ ଲକ୍ଷ ଟଙ୍କା !

ବରେଲି (ଉ.ପ୍ର): ବେଶ କିଛିଦିନ ପୂର୍ବରୁ ମିରଟ୍‌ରେ ଦୁଇ ଜଣ ବ୍ୟକ୍ତି ଆଲ୍ଲାଦିନର ଚିରାଗକୁ ଜଣେ ଡାକ୍ତରଙ୍କୁ ଅଢେଇ କୋଟି ଟଙ୍କାରେ ବିକ୍ରୟ କରିଥିଲେ । ତେବେ ପରବର୍ତ୍ତି ସମୟରେ ତାହା ନକଲି ବୋଲି ଜଣାପଡିଥିଲା । ଏବେ ଉତ୍ତରପ୍ରଦେଶର ବରେଲିରେ ସାମ୍ନାକୁ ଆସିଛି ଆଉ ଏକ ଚକିତକର ଘଟଣା । ଜଣେ…

ଧୋକା ଦେଲା ପ୍ରେମିକା: ଅଢେଇ କୋଟିର ଘର ବିକିଦେଲା ପ୍ରେମିକ, ହୋଇଗଲା ଲୁଟେରା

ଛତିଶଗଡ଼: ଦୁର୍ଗ ଜିଲ୍ଲାର ଏହି ଖବର ସମସ୍ତଙ୍କୁ ଚକିତ କଲା ଭଳି । ଦୁର୍ଗ ପୋଲିସ ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ ଗିରଫ କରିଛି । ଅଭିଷେକ ଯୋଶୀ ନାମକ ଏହି ଲୁଟେରା ୫୦ରୁ ଅଧିକ ଲୁଟରେ ସଂପୃକ୍ତ ‌ଥିବା କହିଛି ପୋଲିସ । ରାୟପୁରର ଦେବେନ୍ଦ୍ର ନଗରରେ ରହୁଥିବା ଅଭିଷେକକୁ ପୋଲିସ ଏକ ହୋଟେଲରୁ ଗିରଫ…