Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଥମ ପତ୍ନୀଙ୍କୁ ଅନ୍‌ଫଲୋ କରି ଟ୍ରୋଲ୍‌ ହେଲେ ପିଏମ୍‌ ଇମ୍ରାନ୍‌ ଖାନ୍‌

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିଥଙ୍କ ସମେତ ସମସ୍ତଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଅନୁସରଣ କରିବା ବନ୍ଦ କରିଛନ୍ତି ଅର୍ଥାତ୍‌ ଅନ୍‌ଫଲୋ କରିଦେଇଛନ୍ତି। ଏହା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।…

[ଭିଡିଓ] ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାମୀ ବିରୋଧରେ ଦେବୋଲିନାଙ୍କ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କର ଅଚାନକ ମୃତ୍ୟୁ ଅନେକଙ୍କୁ ଚକିତ କରିଥିଲା । ୟେ ରିସ୍ତା କ୍ୟା କେହଲାତା ହୈ ଭଳି ପପୁଲାର ସିରିଜରେ ଅଭିନୟ କରିଥିବା ଦିବ୍ୟାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲା ଟିଭି ଇଣ୍ଡଷ୍ଟ୍ରୀ । ଦୀର୍ଘ ୧୫ଦିନ ଧରି ସେ କରୋନା ଭାଇରସ୍ ସହ ଜୁଝୁଥିଲେ ।…

ଭାଇରାଲ୍ ହେଉଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କୃଷକ ସମର୍ଥନ ଆହ୍ୱାନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ଚାଷୀଙ୍କ ସମର୍ଥନରେ ଭାଷଣ ଦେଉଛନ୍ତି। ଭିଡିଓ ସହିତ, ରାଜନାଥ ସିଂ ଜାତୀୟ ରାଜଧାନୀ ଦିଲ୍ଲୀରେ ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନଙ୍କୁ ସମ୍ବୋଧିତ ଏବଂ ସମର୍ଥନ…

ସିଙ୍ଘୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଜଣେ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଶୀତଦିନେ ମଧ୍ୟ ଆନ୍ଦୋଳନକାରୀ କୃଷକମାନେ ଦିଲ୍ଲୀ ସୀମାରେ ଠିଆ ହୋଇରହିଛନ୍ତି। ସୋନିପତ ସିଙ୍ଘୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। କୃଷକ ଆନ୍ଦୋଳନରେ ଟିଡିଆଇ ସିଟି ସମ୍ମୁଖରେ ଚାଷୀଙ୍କ…

କନ୍ୟା ରାସ୍ତାର କଣ୍ଟା ସାଜିଲା କରୋନା

ସତନା(ମ.ପ୍ର): କରୋନରେ ସଂକ୍ରମିତ ହୋଇଥିଲା କନ୍ୟା । ସେପଟେ ସରିଥିଲା ବିବାହ । ଏପରି ସ୍ଥିତିରେ ବାଧ୍ୟ ହୋଇ ବିନା କନ୍ୟାରେ ଘରକୁ ବାହୁଡିଥିଲେ ବରପକ୍ଷ । ଏପରି ଏକ ଘଟଣାକୁ ନେଇ ବରପକ୍ଷ କୋକୁଆ ଭୟରେ ଥିବାବେଳେ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ସତନା ଜିଲ୍ଲା । ସତନା ଜିଲ୍ଲାର ବାବୁପୁର…

ମୋବାଇଲ୍‌ କଂଗ୍ରେସ: କରୋନା କାଳରେ ଟେଲିକମ୍ କ୍ଷେତ୍ର ପରସ୍ପରକୁ ଯୋଡ଼ି ରଖିବାରେ ସାହାଯ୍ୟ କରିଛି; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ଭାରତ ମୋବାଇଲ କଂଗ୍ରେସ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ର ଭାରତର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଆଜି ଏହି କାର୍ଯ୍ୟକ୍ରମରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗୃହବନ୍ଦୀ, ଅଭିଯୋଗ ଆଣିଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଅଭିଯୋଗ ଆଣିଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅପବିନ୍ଦ କେଜ୍ରିଓ୍ୱାଲଙ୍କୁ ଗୃହବନ୍ଦୀରେ ରଖାଯାଇଛି । କେନ୍ଦ୍ରୀୟ ପୁଲିସ୍‌ ବାହିନୀ‌ ତାଙ୍କୁ ଗୃହବନ୍ଦୀ କରି ରଖିଛି । ସେ ନିଜ ବାସ ଭବନରେ ଅଟକ ଅଛନ୍ତି । ଟ୍ୱିଟ୍‌ କରି ଏହି ସୂଚନା ଦେଇଛି ଆମ୍‌ ଆଦମୀ ପାର୍ଟି । ଦଳ…

ଆମେରିକାର ସ୍ୱତନ୍ତ୍ର ୱାଚ୍‌ ଲିଷ୍ଟରେ ଚୀନ୍‌ ଏବଂ ପାକିସ୍ତାନ ସମେତ ବିଶ୍ୱର ୧୦ ଦେଶ ସାମିଲ୍‌

ନୂଆଦିଲ୍ଲୀ: ଧାର୍ମିକ ସ୍ୱାଧୀନତାର ଉଲ୍ଲଂଘନ ମାମଲା ସାମ୍ନାକୁ ଆସିବା ପରେ ଚୀନ୍ ଏବଂ ପାକିସ୍ଥାନ ସମେତ ମୋଟ ୧୦ ଟି ଦେଶ ଉପରେ ଆମେରିକା କଡା ପଦକ୍ଷେପ ନେଇଛି। ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ ଚୀନ୍ ଏବଂ ପାକିସ୍ତାନକୁ ଆମେରିକା ଏକ ସ୍ୱତନ୍ତ୍ର…

ଏଥର ଜନ୍ମଦିନ ପାଳିବେନି ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ଜନ୍ମଦିନ ୯ ଡିସେମ୍ବରରେ ପାଳନ କରିବେ ନାହିଁ। କୃଷି ଆଇନ ଏବଂ ଦେଶରେ କରୋନା ଭୂତାଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। ଗତ ତିନି ଦିନ ଧରି ଦେଶର ତିନୋଟି କୃଷି ନିୟମକୁ ବିରୋଧ କରିଆସୁଥିବା କୃଷକମାନେ…

ଭାରତ ବାୟୋଟେକ୍ ମାଗିଲା ସ୍ୱଦେଶୀ ଟିକା ‘କୋଭାକ୍ସିନ’ର ଜରୁରୀକାଳିନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଭାରତରେ ଫାଇଜର ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରେ ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭରତ ବାୟୋଟେକ୍ ଏହାର ଆଣ୍ଟି-କୋଭିଡ୍-୧୯ ଟିକା ପାଇଁ ଲୋଡ଼ିଛି ଜରୁରୀକାଳୀନ ବ୍ୟବହାର ଅନୁମତି । କେନ୍ଦ୍ରୀୟ ଔଷଧ ନିୟାମକରେ ଆବେଦନ କରିଛି ଭାରତ ବାୟୋଟେକ୍ । ଭାରତରେ…