Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜରବୈଜାନର ଯୁଦ୍ଧବନ୍ଦୀ ନିୟମ ଉଲ୍ଲଂଘନ, ଆଇଏସଆଇଏସ ଶୈଳୀରେ ଆର୍ମେନିଆ ସୈନ୍ୟଙ୍କୁ ହତ୍ୟା କରୁଛି

ବାକୁ: ଥଣ୍ଡା ପଡି ଯାଇଥିବା ଆଜରବୈଜାନ ଓ ଆର୍ମେନିଆ ସଂଘର୍ଷ ଏବେ ନୃଶଂସ ରୂପ ନେଉଛି । ଏ ପର୍ଯ୍ୟନ୍ତ ୬୦୦ରୁ ଊଦ୍ଧ୍ୱର୍ ଜୀବନ ଯାଇ ସାରିଥିଲେ ମଧ୍ୟ ଯୁଦ୍ଧରେ ବିରାମ ଆସି ନାହିଁ । ଶୁକ୍ରବାର ଆର୍ମେନିଆ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଆଜରବୈଜାନ ଯୁଦ୍ଧବନ୍ଦୀ ନିୟମ ଉଲ୍ଲଂଘନ କରି…

ଇତିହାସ ରଚିଲେ ଓଡ଼ିଆ ପୁଅ ; ନିଟ୍ ପରୀକ୍ଷାରେ ରଖିଲେ ଶତ ପ୍ରତିଶତ ନମ୍ବର

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡିଶା ପାଇଁ ଗର୍ବ ଆଣିଦେଲେ ଓଡ଼ିଆ ପୁଅ ସୋଏବ ଆଫତାବ। ସର୍ବଭାରତୀୟ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ସୋଏବ। ପ୍ରାପ୍ତ ସୂଚନାନୁଯାୟୀ, ରାଉରକେଲାର ୧୮ ବର୍ଷୀୟ ଛାତ୍ର ସୋଏବ ଅଫତାବ ସମୁଦାୟ ୭୨୦ ରୁ ୭୨୦ ନମ୍ବର ରଖି…

ସ୍ୱଦେଶୀ ଅଭିଯାନ ଚୀନକୁ ଚେଙ୍କ ଦେଉଛି: ଦୀପାବଳୀରେ ୪୨ ହଜାର କୋଟି ଟଙ୍କାର କ୍ଷତି ସହିତ ଡ୍ରାଗନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସ୍ୱଦେଶୀ ଅଭିଯାନ ଚୀନକୁ ଅସୁବିଧାରେ ପକାଉଛି । ଭାରତ ମାର୍କେଟକୁ ଟାର୍ଗେଟ କରି କୋଟି କୋଟି ଟଙ୍କା ବ୍ୟାପାର କରୁଥିବା ଚୀନକୁ ଏବେ ଚେଙ୍କ ଲାଗିଛି । ରିପୋର୍ଟ ମୁତାବକ ଲଦାଖ ଓ ଗଲୱାନ ଘାଟି ବିବାଦ ପରେ ଚୀନ ସାମଗ୍ରୀ ପ୍ରତି ଭାରତୀୟଙ୍କ ଆଗ୍ରହ କମିଯାଇଛି ।…

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା: ୨୨ତମ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନିଷିଦ୍ଧ ନିଶା ଔଷଧ ସେବନ ଏବଂ ବିତରଣ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜଣେ ମ୍ୟାନେଜମେଣ୍ଟ ପ୍ରଫେସନାଲକୁ ଗିରଫ କରିଛନ୍ତି। ଏନସିବି ଅଧିକାରୀମାନେ ୧୬/୨୦ କେସ୍ ନମ୍ବର ସମ୍ପର୍କରେ ଗୁରୁବାର ସନ୍ଧ୍ୟାରେ ସାନ୍ତାକ୍ରୁଜ୍-ବାସିନ୍ଦା ଜୟ ମାଧୋକଙ୍କୁ ଗିରଫ…

‘ମୁଁ ମୋଦିଙ୍କ ହନୁମାନ,ମୋ ଛାତି ଚିରିଲେ ମୋଦି ଜୀ ବାହାରିବେ’: ଚିରାଗ ପାସୱାନ୍

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଲୋଚନାକୁ ନେଇ ସହଯୋଗୀ ବିଜେପି ଠାରୁ ବିମୁଖୀ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛନ୍ତି ଚିରାଗ ପାସୱାନ୍ । ଚିରାଗ ପାସୱାନ୍ ଆଜି କହିଛନ୍ତି ଯେ ବିଜେପି ନେତାଙ୍କ ମନ୍ତବ୍ୟ ତାଙ୍କୁ ଆଘାତ କରିଛି । କିନ୍ତୁ ତାଙ୍କ ଲକ୍ଷ୍ୟ ବିଜେପି ସହିତ…

ଆତଙ୍କବାଦୀଙ୍କ ଗୁଳିରେ ଶୌର୍ଯ୍ୟଚକ୍ର ବଲୱିନ୍ଦର ମୃତ, ପୂର୍ବରୁ ୪୨ ଥର ଆକ୍ରମଣ ହୋଇଥିଲା

ତରନତାରନ: ପଞ୍ଜାବର ତରନତାରନରେ ଶୁକ୍ରବାର ଶୌର୍ଯ୍ୟଚକ୍ର ସମ୍ମାନିତ ସମାଜସେବୀ ବଲୱିନ୍ଦର ସିଂଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି । ଅବଶ୍ୟ ପୋଲିସ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଆସି ନାହିଁ । ଶୁକ୍ରବାର ସକାଳ ୭ଟା ସମୟରେ କିଛି ଲୋକ ତାଙ୍କ ଘର ମଧ୍ୟରେ ପ୍ରବେଶ କରି ଗୁଳି…

ଚ୍ୟାନେଲ ଦେଖିବା ପାଇଁ ଲୋକଙ୍କୁ ଟଙ୍କା ଦେଉଥିଲା ରିପବ୍ଲିକ୍ ଟିଭି: ସାକ୍ଷୀ

ମୁମ୍ବାଇ: ଦିନକୁ ଦିନ ନୂଆ ମୋଡ଼ ନେଉଛି ରିପବ୍ଲିକ୍ ଟିଭିର ଟିଆରପି ସ୍କାମ ଘଟଣା । ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥାପିତ ହୋଇଥିବା ଚାରିଜଣ ସାକ୍ଷୀଙ୍କ ମଧ୍ୟରୁ ତିନିଜଣ ରଖିଛନ୍ତି ବିସ୍ଫୋରକ ବୟାନ। ସେମାନେ କହିଛନ୍ତି ଯେ ରିପବ୍ଲିକ୍ ଚ୍ୟାନେଲକୁ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦେଖିବା…

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୌହାଟିରେ ୧୪୪ ଧାରା ଜାରି

ଗୌହାଟି: ଆତଙ୍କବାଦୀ ଆକ୍ରମଣ ନେଇ ଗୋଇନ୍ଦା ବିଭାଗର ଆଲର୍ଟ ପରେ ଗୌହାଟୀର ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଗୌହାଟିରେ ୧୪୪ ଧାରା ଜାରି ହୋଇଛି। ଗୌହାଟିରେ ଡେପୁଟି କମିଶନର ରଣବୀର ଗୁରୁବାର ଏ ପ୍ରସଙ୍ଗରେ ଏକ ବିଜ୍ଞପ୍ତି ଜିଲ୍ଲାବାସୀଙ୍କ ପାଇଁ ଜାରି କରିଛନ୍ତି । ଯେତେପର‌୍ୟ୍ୟନ୍ତ…

ମୁମ୍ବାଇରୁ ଉତ୍ତରପ୍ରଦେଶ ସ୍ଥାନାନ୍ତରିତ ହେବ ଫିଲ୍ମ ସିଟି!!

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ମୁମ୍ବାଇରୁ ଉତ୍ତରପ୍ରଦେଶକୁ ସ୍ଥାନାନ୍ତର କରିବା ନେଇ ମହାରାଷ୍ଟ୍ରରେ ରାଜନୀତି ଆରମ୍ଭ ହୋଇଯାଇଛି । ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ବଦନାମ ତଥା…

ମଥୁରାରେ ହଟିବ ମସଜିଦ, ତିଆରି ହବ କୃଷ୍ଣ ମନ୍ଦିର!!

ମଥୁରା: ମଥୁରା କୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସହରର କୃଷ୍ଣ ଜନ୍ମଭୂମି ନିକଟରେ ଅବସ୍ଥିତ ଏକ ମସଜିଦ ହଟାଇବାକୁ ଏକ ନିବେଦନ ସ୍ୱୀକାର କରିଛନ୍ତି। ଗତ ମାସରେ, ମଥୁରା ସିଭିଲ କୋର୍ଟ ଇଦଗାହ ​​ମସଜିଦକୁ ହଟାଇବା ପାଇଁ ଦାଖଲ ହୋଇଥିବା ମକଦ୍ଦମାକୁ ଖାରଜ କରିଦେଇଥିଲେ। ଜିଲ୍ଲା ଜଜ୍ ସାଧନା…