Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନଭେମ୍ବରରେ ଭାରତୀୟ ବାୟୁସେନାରେ ଆଉ ୩/୪ ରାଫାଲ ବିମାନ ସାମିଲ ହେବ

ନୂଆଦିଲ୍ଲୀ: ଚୀନ ବିପକ୍ଷରେ ଭାରତ ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ଏହି ଅବସରରେ ନଭେମ୍ବରରେ ଭାରତୀୟ ବାୟୁସେନାରେ ଆଉ ୩-୪ ରାଫାଲ ବିମାନ ସାମିଲ ହେବ । ରିପୋର୍ଟ ମୁତାବକ ନଭେମ୍ବର ପ୍ରଥମ ସପ୍ତାହରେ ଏହା ହରିୟାଣାର ଅମ୍ବାଲା ଏୟାରବେସରେ ପହଂଚିବ । ଜୁଲାଇ…

ମହିଳାଙ୍କ ପାଇଁ ଉତ୍ତରପ୍ରଦେଶ ଅସୁରକ୍ଷିତ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ଦିନ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗତ ସପ୍ତାହରେ ମହିଳାଙ୍କ ପ୍ରତି ୧୩ଟି ଭୟଙ୍କର ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୯ ରୁ ୧୫…

୭୫ ଟଙ୍କିଆ କଏନ ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଖାଦ୍ୟ ଓ କୃଷି ସଂଗଠନର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ଟଙ୍କିଆ କଏନ ଜାରି କରିଛନ୍ତି । ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ଦିଆଯାଇଛି । ଏଥିପାଇଁ ଏହି ସ୍ମୃତି କଏନ ଜାରି କରାଯାଇଛି । ସାଧାରଣ ଜନତା ଏହାକୁ…

ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅଙ୍କୁ ଲୋକେ କଲେ ବିରୋଧ, ଆଉ ତାପରେ..

ହାଇଦ୍ରାବାଦ: ରିଲିଫ କାର୍ଯ୍ୟର ସମୀକ୍ଷା କରିବା ପାଇଁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସମୟରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ କେ.ଟି.ଆରଙ୍କୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ସେ ବର୍ତ୍ତମାନ ତେଲେଙ୍ଗାନାର ପୌରପାଳିକା ଏବଂ ନଗର ଉନ୍ନୟନ ମନ୍ତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି…

ପୋଲିସ ନିଯୁକ୍ତି ପ୍ରଶ୍ନପତ୍ର ଲିକ ମାମଲା: ପୋଲିସ ଏସପି ଗିରଫ

ଆସାମ: CID ଗୁରୁବାର ଦିନ ସବ ଇନ୍ସପେକ୍ଟର ନିଯୁକ୍ତି ପ୍ରଶ୍ନପତ୍ର ଲିକ ଘଟଣାରେ ଜଣେ ପୋଲିସ ଅଧୀକ୍ଷକ(ଏସପି)ଙ୍କୁ ଗିରଫ କରିଛି । ଆସାମର ବାରପେଟା ଜିଲ୍ଲାର ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ରେ ଏସପି ଭାବରେ ପୋଷ୍ଟ ହୋଇଥିବା କୁମାର ସଞ୍ଜିତ କୃଷ୍ଣଙ୍କୁ ଗୁରୁବାର…

KGF-2′ ର ସୁଟିଂ ସେଟ୍‌ରେ ସକ୍ରିୟ ସଂଜୟ ଦତ୍ତ !

ମୁମ୍ବାଇ: ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ । ତଥାପି ହାର ମାନିନାହାନ୍ତି ଅନ୍‌ସ୍କ୍ରିନ୍ ମୁନ୍ନାଭାଇ ଓରଫ ସଂଜୟ ଦତ୍ତ । କେତେବେଳେ ଏୟାରପୋର୍ଟରେ ତାଙ୍କ ଫଟୋ ଭାଇରାଲ୍ ତ ପୁଣି କେତେବେଳେ ହେୟାର କଟିଂକୁ ନେଇ ଚର୍ଚ୍ଚା । ଏବେ ଫିଲ୍ମ କେଜିଏଫ୍‌-୨ର ସୁଟିଂ ଆରମ୍ଭ କରି ନିଜ ଫ୍ୟାନମାନଙ୍କୁ…

କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଟ୍ୱିଟ କରି ଲେଖିଛନ୍ତି, "ମୁଁ କୋଭିଡ-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଛି। ମୁଁ ଘର କ୍ବାରାଣ୍ଟାଇନରେ ଅଛି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗ କରିଥିଲେ ସେମାନେ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନକଲି ଖବର ପ୍ରଚାର ଅଭିଯୋଗରେ ‘ଆଡଭୋକେଟ୍’ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଦିଲ୍ଲୀର ଜଣେ ଓକିଲଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ନିଜକୁ ଓକିଲ ବୋଲି ଦାବି କରୁଥିବା ଏହି ବ୍ୟକ୍ତିଙ୍କୁ ଗିରଫ କରି ମୁମ୍ବାଇ ଅଣାଯାଇଛି। ଏନଡିଟିଭିରେ ପ୍ରକାଶିତ…

ଭାରତଠାରୁ ପାକିସ୍ତାନ ଭଲ କୋଭିଡ ମୁକାବିଲା କରିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଇଏମଏଫଙ୍କ ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ରସରକାର ଉପରେ ବର୍ଷିଛନ୍ତି । ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୧୦.୩ ପ୍ରତିଶତ ତଳକୁ ଖସିବାକୁ ଥିବା ବେଳେ, ଆଇଏମଏଫର ଆକଳନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି- ଏହା ସରକାରଙ୍କ ଅନ୍ୟ ଏକ 'ଦୃଢ଼ ସଫଳତା'…

ବିନା ଓଟିପିରେ ମିଳିବନି ଏଲପିଜି ଗ୍ୟାସ, ଜାଣନ୍ତୁ କେବେଠୁ ?

ନୂଆଦିଲ୍ଲୀ: ଏଣିକି କେବଳ ଅନଲାଇନ୍ କିମ୍ବା ଫୋନରେ ବୁକିଂ କଲେ ମିଳିବନି ଏଲପିଜି ଗ୍ୟାସ । ବଦଳିବ ଗ୍ୟାସ ହୋମ୍ ଡେଲିଭରି ସିଷ୍ଟମ୍ । ଆଗାମୀ ଦିନରେ ଖୁବଶୀଘ୍ର ଓଟିପି ଦେଲେ ହିଁ ଘରେ ପହଂଚିବ ଗ୍ୟାସ । ଏଥିପାଇଁ ଏବେଠୁ ନିଜ ଫୋନ୍ ନମ୍ବର ଅପଡେଟ୍ କରାଇନିଅନ୍ତୁ । ରିପୋର୍ଟ ଅନୁୂଯାୟୀ…