Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିରଳ ପ୍ରଜାତିର ଦୁଇ ମୁଣ୍ଡିଆ ସାର୍କ ଛୁଆ ଠାବ

ନୂଆଦିଲ୍ଲୀ: ପ୍ରକୃତି ସହିତ ଜଡ଼ିତ ଏଭଳି ଅନେକ ଜିନିଷ ଅଛି ଯାହାକୁ ଦେଖିଲେ ମଣିଷ ବେଳେ ବେଳେ ଆଶ୍ଚର୍ଯ୍ୟଚକିତ ହୋଇପଡେ। ସେହିଭଳି ଏକ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଠାରେ। ଜଣେ ସ୍ଥାନୀୟ ମତ୍ସ୍ୟଜୀବୀ ଦୁଇ ମୁଣ୍ଡିଆ ସାର୍କ ଶିଶୁକୁ ଠାବ କରିଛନ୍ତି ଯାହା…

ଜନ୍ମ ହେଉ ହେଉ ଡାକ୍ତରଙ୍କ ମୁହଁରୁ ମାସ୍କ କାଢି ଆଣିଲା ନବଜାତ ଶିଶୁ; ଲୋକେ କହିଲେ ଏହା କରୋନା କମିବାର ଶୁଭ ସଂକେତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ସମଗ୍ର ବିଶ୍ୱ‌ବାସୀ ଏହାକୁ ଚିନ୍ତିତ ରହିଥିବା ବେଳେ ଏହା ଭିତରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଦୁବାଇର ଜଣେ ଡାକ୍ତର ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଜଣେ ନବଜାତ ଶିଶୁ…

ନଭେମ୍ବର ୧୦ରେ ନିଲାମ ହେବ ଦାଉଦର ସମ୍ପତ୍ତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଅନେକ ସମ୍ପତ୍ତି ନିଲାମ ହେବ ବୋଲି ସୂଚନା ମିଳିଛି । ସ୍ମଗଲର୍ସ ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମେନିପୁଲେଟର୍ସ ଏଜେନ୍ସି ଦାଉଦର ରତ୍ନଗିରି ସ୍ଥିତ ସମ୍ପତ୍ତି ନିଲାମ କରିବା ଲାଗି ନିଷ୍ପତ୍ତି ନେଇଛି । ସୂଚନାନୁଯାୟୀ ଆସନ୍ତା ନଭେମ୍ବର ୧୦…

ପାଞ୍ଚ ମହଲା ବିଲଡିଂରେ ନିଆଁ, ୧୨ ବର୍ଷର ଶିଶୁ ସମେତ ଦୁଇ ମୃତ

କୋଲକାତା: ପାଞ୍ଚ ମହଲା ବିଲଡିଂରେ ରାତିରେ ଲାଗିଲା ନିଆଁ । ପୋଡ଼ି ହୋଇ ଜଣେ ୧୨ ବର୍ଷର ନାବାଳକ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି କୋଲକାତାର ଗଣେଶ ଚନ୍ଦ୍ର ଏଭିନ୍ୟୁରେ । ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଗତକାଲି ରାତିରେ ଗଣେଶ ଚନ୍ଦ୍ର…

ଭାରତରେ ୨୪ ଘଣ୍ଟାରେ ୬୨ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୮୩୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୭୪,୩୨,୬୮୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଆଜିଠୁ ନବରାତ୍ର, ଶକ୍ତିପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା । ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ୟ୍ୟନ୍ତ ୯ଦିନ ଧରି ଚାଲିବ । ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ କୁହାଯାଏ ନବରାତ୍ରି । ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା…

ଅନନ୍ତନାଗରେ ସେନା ଏନକାଉଣ୍ଟର, ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାର ଲାରନୁ ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସୁତ୍ରରୁ ପ୍ରକାଶ ଯେ ଅନନ୍ତନାଗ ଜିଲ୍ଲାର ଲାରନୁ ଅଞ୍ଚଳରେ କେତେକ ଆତଙ୍କବାଦୀମାନେ ଛପି ରହିଥିବା ନେଇ…

ବସ୍-ବୋଲେରୋ ଧକ୍କାରେ ୭ ମୃତ ଓ ୩୦ରୁ ଅଧିକ ଆହତ

ଲକ୍ଷ୍ନୌ: ନବରାତ୍ରିରେ ଉତ୍ତରପ୍ରଦେଶ ପିଲଭିଟ୍ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩୨ ଜଣ । ଆଜି ଭୋରରୁ ପିଲଭିଟ ଜିଲ୍ଲା ପୁରନପୁରରେ ଏହି ଦୁର୍ଘଟଣା ହୋଇଛି । ଲକ୍ଷ୍ନୌର ବସଟି ଯାତ୍ରୀଙ୍କୁ ନେଇ…

ଝିଅଙ୍କ ବିବାହର ସର୍ବନିମ୍ନ ବୟସ ଶୀଘ୍ର ସ୍ଥିର କରିବେ ସରକାର: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କମିଟିର ରିପୋର୍ଟ ଆସିବା ପରେ ଖୁବ୍ ଶୀଘ୍ର ସରକାର ଝିଅ ମାନଙ୍କ ବିବାହର ସର୍ବନିମ୍ନ ବୟସ ସ୍ଥିର କରିପାରନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଖାଦ୍ୟ ଓ କୃଷି ସଙ୍ଗଠନର ୭୫ତମ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ…

“ଦ ହ୍ୱାଇଟ୍ ଟାଇଗର”ରେ ଆସୁଛନ୍ତି ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: ନୂଆ ପ୍ରୋଜେକ୍ଟରେ ନଜର ଆସିବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ଫିଲ୍ମର ଟାଇଟଲ ରହିଛି 'ଦ ହ୍ୱାଇଟ୍ ଟାଇଗର' । ଏ ନେଇ ଖୋଦ ପ୍ରିୟଙ୍କା ସୋସିଆଲ ମିଡିଆରେ କନଫର୍ମ କରିବା ସହ ଫିଲ୍ମର ପୋଷ୍ଟର ବି ଶେୟାର କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି…