Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିପକ୍ଷ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ପାଇଁ ଷଡଯନ୍ତ୍ର କରୁଛନ୍ତି : ଯୋଗୀ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ହାଥ୍ରାସ କେସ୍ ନେଇ ବିପକ୍ଷକୁ ଟାର୍ଗେଟ କରିଛନ୍ତି । ସମସ୍ତ ବିପକ୍ଷ ଦଳଗୁଡିକ ଏକତ୍ର ହୋଇ ଉରପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି । ସେମାନଙ୍କ ବିକାଶ ଭଲ ଲାଗୁ ନାହିଁ କିନ୍ତୁ ଆମକୁ ଆଗକୁ…

ରାଧେ ମା’ଙ୍କ ବିଗ୍‌ବସ୍‌ ନାଟକ, ଜାଣନ୍ତୁ କିଛି ଅଜଣା କଥା !

ମୁମ୍ବାଇ: ଆତ୍ମଘୋଷିତ ଭଗବାନ ରାଧେ ମା' ଓରଫ ସୁଖବିନ୍ଦର କୌର । ବୋଧ ହୁଏ ରାଧେ ମା'ଙ୍କ ବିଷୟରେ ଅନେକ ଅଳ୍ପ ବହୁତ ଜାଣିଥିବେ । ପୂର୍ବରୁ ଅନେକ ଥର ରିୟଲିଟି ସୋ' ବିଗ୍‌ବସ୍‌ରେ ତାଙ୍କ ନାଁ ଶୁଣିବାକୁ ମିଳିଥିଲା । ହେଲେ ଶେଷରେ ଶନିବାର ରାତିରେ ସିଜିନ୍‌-୧୪ର ପ୍ରିମିଅର ଏପିସୋଡରେ ତାଙ୍କୁ…

ଶୁଟର ଶ୍ରେୟାଶୀ ବିଜେପିରେ ସାମିଲ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଶୁଟର ଶ୍ରେୟାଶୀ ସିଂ ରବିବାର ବିଜେପିରେ ସାମିଲ ହୋଇଛନ୍ତି । ଶ୍ରେୟାଶୀ ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଯଥାକ୍ରବେ ରୌପ୍ୟ ଓ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୩ ଟ୍ରାପ ଶୁଟିଂ ବିଶ୍ୱକପରେ ସେ ଭାରତୀୟ ଦଳର ସଦସ୍ୟ ଥିଲେ । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ଆର୍ମି ଅଞ୍ଚଳର ଫୋଟୋ ଉଠାଇ ପାକିସ୍ତାନ ପଠାଉଥିଲେ ଯୁବକ; ଧରାପଡିଲା ପରେ କ’ଣ ହେଲା, ଜାଣନ୍ତୁ

ନାସିକ୍: ମହାରାଷ୍ଟ୍ରର ନାସିକ୍ ନିକଟସ୍ଥ ଦେଓଲାଲିରେ ଥିବା ସେନା ଅଧିକୃତ ଅଞ୍ଚଳର ଫଟୋ ଉଠାଇ ସେ ଫୋଟୋକୁ ପାକିସ୍ତାନର ହ୍ଵାଟସ୍ ଆପ୍ ଗ୍ରୁପକୁ ପଠାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ତେବେ ଏହି ବ୍ୟକ୍ତିଙ୍କ ନାମ ସଞ୍ଜୀବ କୁମାର ଏବଂ ସେ  ୨୧ ବର୍ଷ ବୋଲି ଜଣାପଡିଛି । ତେବେ ସଞ୍ଜିବ ତାଙ୍କ…

ପୁଅକୁ ହତ୍ୟା ପାଇଁ ବାପା ଦେଲା ସୁପାରୀ !

ଉତ୍ତରପ୍ରଦେଶ: ନିଜ ପୁଅ ବୋଲି ନିଜେ ହତ୍ୟା କରିପାରିନଥିଲା । ସେଥିପାଇଁ ସୁପାରୀ କିଲରଙ୍କୁ ଲଗାଇ ନିଜ ପୁଅକୁ ହତ୍ୟା କଲା ବାପା । ତେବେ ଅନ୍ୟ କୌଣସି କାରଣ ନୁହେଁ ବରଂ ନିଶା ପାଇଁ ଘଟିଛି ଏଭଳି ଅଭାବନୀୟ ଘଟଣା । ମିରଟ ବାଘପାତ ଜିଲ୍ଲାର ଜଣେ ବ୍ୟକ୍ତି ନିଜ ୨୮ ବର୍ଷୀୟ ପୁଅକୁ ହତ୍ୟା…

ମୋଜାମ୍ବିକରେ ପହଂଚିଲା ଆଇଏସଏସ, ମହିଳାଙ୍କୁ ଅପହରଣ କରି ସେକ୍ସ ସ୍ଲେଭ କରୁଛି

ମ୍ୟାପୁଟା: ସିରିୟାରୁ ବିଦା ହେବା ପରେ ଆତଙ୍କବାଦି ସଂଗଠନ ଆଇଏସଏସ ଏବେ ଆଫ୍ରିକାରେ ପହଂଚିଛି । ରିପୋର୍ଟ ମୁତାବକ ଆଫ୍ରିକାର ମୋଜାମ୍ବିକ ସହରରେ ଖଣିଜ ତୈଳ ପ୍ରଚୁର ପରିମାଣରେ ରହିଛି । ଏହାକୁ ଟାର୍ଗେଟରେ ରଖି ଆତଙ୍କବାଦୀମାନେ ସ୍ଥାନୀୟ ବାସିନ୍ଦାକୁ ହତ୍ୟା କରିବା ସହ ମହିଳାମାନଙ୍କୁ ଅପହରଣ…

‘ଝିଅ ସହ ଦୁଷ୍କର୍ମ ହେଲେ ପିତାମାତା ଦାୟୀ’ ବୋଲି କହିଲେ ବିଜେପି ବିଧାୟକ

ଲକ୍ଷ୍ନୌ: କୌଣସି ଝିଅ ସହ ଦୁଷ୍କର୍ମ ହେଲେ ସେଥିଲାଗି ତା’ର ବାପା ଓ ମା’ ଦାୟୀ ବୋଲି କହିଛନ୍ତି ଉତ୍ତରପ୍ରଦେଶ ବାଲିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ । ସୂଚନା ଅନୁଯାୟୀ, ହାଥରସ୍ ଦୁଷ୍କର୍ମ ଘଟଣା ଉପରେ ଶନିବାର ଦିନ ଚାନ୍ଦପୁରରେ ଗଣମାଧ୍ୟମ ଆଗରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ…

ସୋନୁ ସୁଦ୍‌ଙ୍କ ନାଁରେ ଖୋଲିଲା ଫାଷ୍ଟଫୁଡ୍ ଷ୍ଟଲ୍

ନୂଆଦିଲ୍ଲୀ: ଅସହାୟଙ୍କ ସାହାରା ସାଜିଥିବା ସୋନୁ ସୁଦ୍‌ ଏବେ ବି ଚର୍ଚ୍ଚାରେ। ହ୍ରାଇଦାବାଦ ଜଣେ ଫାଷ୍ଟଫୁଡ୍‌ ବେପାରୀ ତାଙ୍କ ଫାଷ୍ଟଫୁଡ୍ ଷ୍ଟଲ୍‌ ନାଁ ପରିବର୍ତ୍ତନ ସୋନୁଙ୍କ ନାଁ ଦେଇଛନ୍ତି। ହ୍ରାଇଦ୍ରାବାଦର ଅନିଲ୍ କୁମାରଙ୍କର ପୂର୍ବରୁ ଏକ ଚାଇନିଜ୍‌ ଫାଷ୍ଟଫୁଡ୍‌ ଷ୍ଟଲ ଥିଲା।…

ଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଲେ ଅନୁଷ୍କା ଶର୍ମା; କହିଲେ ପୁଅଙ୍କୁ ଶିଖାନ୍ତୁ ନାରୀଙ୍କ ସମ୍ମାନ କରିବା

ନୂଆଦିଲ୍ଲୀ: ଦିନକୁ ଦିନ ଦୁଷ୍କର୍ମ ଘଟଣା ଘଟୁଥିବା ବେଳେ ଏହାକୁ ନେଇ ଚାରିଆଡେ ଉତ୍ତେଜନା ଦେଖାଦେଉଛି । ଏପରିକି ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏହା ବିରୋଧରେ ସ୍ୱର ଉଠାଇଛନ୍ତି । ଏହି ଘଟଣାରେ ଏବେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ।…

ଗ୍ଲାଇଡର ବିମାନ ଦୁର୍ଘଟଣାଗ୍ରସ୍ତ, ୨ ନୌସେନା ଅଧିକାରୀ ମୃତ

କୋଚ୍ଚି: କେରଳର କୋଚ୍ଚି ଠାରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଏଥିରେ ଦୁଇ ନୌସେନା ଅଧିକାରୀ ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ହେଲେ ଲେଫ୍ଟନାଂଟ ରାଜୀବ ଝା ଓ ସୁନିଲ କୁମାର । ରବିବାର ସକାଳୁ ଗ୍ଲାଇଡର ନିୟନ୍ତ୍ରଣ ହରାଇ ସ୍ଥାନୀୟ ଥୋପୁପାଡି ପୋଲ ନିକଟରେ ଖସି ପଡିଥିଲା । ରୁଟିନ୍…