Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାର ନିର୍ବାଚନ: ୫୦-୫୦ ଫର୍ମୁଲାରେ ରାଜି ବିଜେପି-ଜେଡିୟୁ

ନୂଆଦିଲ୍ଲୀ: ବିହାର ବିଧାନସଭା ପାଇଁ ବାଜି ସାରିଛି ବିଗୁଲ । ସମସ୍ତ ରାଜନୈତିକ ଦଳ ଗୁଡିକ ଏଥିପାଇଁ ଆରମ୍ଭ କରିଦେଇଛନ୍ତି ଅଙ୍କକଷା । ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୫୦-୫୦ ଫର୍ମୁଲାରେ ରାଜି ହୋଇଛନ୍ତି । ଜେଡିୟୁ ଏବଂ ବିଜେପି ୫୦-୫୦ ଆସନ ବାଂଟିବା ଫର୍ମୁଲାକୁ…

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ଏବଂ ତାଙ୍କର ବ୍ୟକ୍ତିଗତ ପରାମର୍ଶଦାତା କରୋନା ସଂକ୍ରମଣର ଶିକାର ହୋଇଛନ୍ତି। କେବଳ ସେତିକି ନୁହେଁ ନେପାଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଦାୟିତ୍ବରେ ଥିବା ୭୬ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସୂଚନା ମୁତାବକ…

ଦୀପିକା ପାଦୁକୋନଙ୍କୁ ଜେରା କରିଥିବା NCB ଅଫିସର କରୋନା ସଂକ୍ରମିତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡେପୁଟୀ ଡାଇରେକ୍ଟରଙ୍କୁ କରୋନା । ଏନସିବି ଡେପୁଟୀ ଡାଇରେକ୍ଟର କେ.ପି.ଏସ୍ ମାଲହୋତ୍ରା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସବୁଠୁ ବଡ଼ କଥା ହେଲେ ସେ ଡ୍ରଗ୍ସ ଚାଟ୍…

ହାଥରାସ ଘଟଣା: ଅଧରାତିରେ କାହାର ହୋଇଥିଲା ଶବସତ୍କାର? ଅସ୍ଥିର DNA ପରୀକ୍ଷା ପାଇଁ ଦାବି କଲା ପରିବାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରାସ ଗଣଦୁଷ୍କର୍ମ ଘଟଣାରେ ଦିନକୁ ଦିନ ନୂଆ ମୋଡା ସାମ୍ନାକୁ ଆସୁଛି । ଏବେ ପୀଡିତାଙ୍କ ପରିବାର ଲୋକେ ପୋଲିସ ଅଧରାତିରେ ଶବସତ୍କାର କରିଥିବା ଅସ୍ଥିର ଡିଏନ୍‌ଏ ପରୀକ୍ଷା ପାଇଁ ଦାବି କରିଛନ୍ତି । ରାତିଅଧରେ ପୋଲିସ କାହାର ଅନ୍ତିମ ସଂସ୍କାର କରିଥିଲା । ସେ ମୋ…

ହସ୍ପିଟାଲରୁ ଟ୍ରମ୍ପଙ୍କ ଭିଡିଓ ବାର୍ତ୍ତା: ଶୀଘ୍ର ଫେରୁଛି, ଆଗକୁ ରିଅଲ ଟେଷ୍ଟ

ଓ୍ୱାଶିଂଟନ୍: ସୁଧୁରୁଛି କରୋନା ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା । ସେ ଏବେ ସୁସ୍ଥ ଅନୁଭବ କରୁଛନ୍ତି । ଦେଶବାସୀ ଓ ଶୁଭେଚ୍ଛୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସେ ଖୁବ ଶୀଘ୍ର ଫେରୁଛନ୍ତି । ଆଗାମୀ କିଛି ଦିନ ତାଙ୍କ ପାଇଁ ଅସଲ ପରୀକ୍ଷାର ଦିନ ।…

ଆଜି ବିଶ୍ବ ପଶୁ କଲ୍ୟାଣ ଦିବସ; କାହିକିଁ ପାଳନ କରାଯାଏ ଏହି ଦିନ; ଜାଣନ୍ତୁ କଣ ଏହାର ଉଦ୍ଦେଶ୍ୟ

ଆଜି ହେଉଛି ବିଶ୍ବ ପଶୁ କଲ୍ୟାଣ ଦିବସ। ଏହା ପ୍ରତିବର୍ଷ  ଅକ୍ଟୋବରରେ ୪ ତାରିଖରେ ଏକ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଏ। ଏହି ଦିନଟି ଆସିସ୍‌ର ସେଣ୍ଟ ଫ୍ରାନ୍ସିସ୍‌ଙ୍କ ଜନ୍ମଦିବସ ମଧ୍ୟ। ସେ ପଶୁମାନଙ୍କର ଜଣେ ମହାନ ପୃଷ୍ଠପୋଷକ ଥିଲେ। ୧୯୩୧ ମସିହାରେ ଇଟାଲୀର ଫ୍ଲୋରେନ୍ସ ସହରରେ…

ଭାରତର ଟି-୯୦ ଭୀଷ୍ମ ଟ୍ୟାଙ୍କ ଆଗରେ ଚୀନର ହାଲୁକା ଯୁଦ୍ଧ ଟ୍ୟାଙ୍କଗୁଡ଼ିକ ତିଷ୍ଠି ପାରିବେ ନାହିଁ: ଟ୍ୟାଙ୍କ କମାଣ୍ଡର

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଲଦାଖରେ ସମ୍ମୁଖ ଯୁଦ୍ଧ ହୁଏ ଓ ସେଥିରେ ଟ୍ୟାଙ୍କର ବ୍ୟବହାର ହୁଏ, ତେବେ ଭାରତର ଟି-୯୦ ଭୀଷ୍ମ ଟ୍ୟାଙ୍କ ଆଗରେ ଚୀନର ହାଲୁକା ଯୁଦ୍ଧ ଟ୍ୟାଙ୍କଗୁଡ଼ିକ ତିଷ୍ଠି ପାରିବେ ନାହିଁ ବୋଲି ଭାରତୀୟ ସେନାର ଟ୍ୟାଙ୍କ କମାଣ୍ଡର ଦୃଢ଼ତା ସହକାରେ କହିଛନ୍ତି । ଏପରିକି…

ବାହାଘରର ୫୮ ବର୍ଷ ପରେ ନାତୁଣୀ ଉଠାଇଲା ଫଟୋ, ଝଡ ସୃଷ୍ଟି କରୁଛି ସୋସିଆଲ ସାଇଟରେ

ଝୁଡିକି: କେରଳର ଝୁଡିକ ଅଂଚଳର ଏକ ବୟସ୍କ ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ସାଇଟରେ ବେଶ୍ ପସନ୍ଦ କରାଯାଉଛି । ଚିନ୍ନାମା ଓ କୋଚୁକୁଟି ୫୮ ବର୍ଷ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ସେମାନଙ୍କ ନିକଟରେ ବିବାହ ସମୟର କୌଣସି ଫଟୋ ନ ଥିଲା । ଏହା ଦେଖି ନାତୁଣୀ ସେମାନଙ୍କୁ ବର, କନ୍ୟା…

ଏକାଠି ଆସୁଛନ୍ତି ସୁନିଲ ସେଟ୍ଟି ଓ କାଜଲ ଅଗ୍ରୱାଲ !

ତେଲେଙ୍ଗାନା: ପୋଲିସ ଅବତାରରେ ସୁନିଲ ସେଟ୍ଟି । ଭିଲେନ୍ ଅବତାରରେ ଟଲିଉଡ୍ ବ୍ୟୁଟି କାଜଲ ଅଗ୍ରୱାଲ । କେମିଷ୍ଟ୍ରୀ ଅଜବ ଥିଲେ ବି ଦୁହେଁ ପରସ୍ପରକୁ ଅନ୍‌ସ୍କ୍ରିନରେ କଡା ଟକ୍କର ଦେବେ । ଖୁବଶୀଘ୍ର ଏହି ଦୁଇ ଆକ୍ଟରଙ୍କୁ ଏକାଠି ବଡ ପରଦାରେ ଦେଖିବାକୁ ମିଳିବ । ତେଲୁଗୁ ଫିଲ୍ମ ମୋସାଗାଲୁରେ…

ହଠାତ୍ ଅସୁସ୍ଥ ହୋଇ ତଳେ ପଡିଗଲେ ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜପ୍ରତାପ

ପାଟନା: ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଶନିବାର ହଠାତ୍ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ । ପୂର୍ବତନ ମନ୍ତ୍ରୀ ତେଜପ୍ରତାପଙ୍କ ଅସୁସ୍ଥତା କାରଣ ଜଣାପଡି ନାହିଁ । ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି । ସେଠାରେ ମାଆ ରାବ୍ରି ଦେବୀ ଓ…