Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରିୟା ଚକ୍ରବର୍ତ୍ତୀଙ୍କୁ ଛାଡି ଦିଆଯାଉ: ସ୍ୱରା ଭାସ୍କର

ମୁମ୍ବାଇ: ଦୀର୍ଘ ୪ ମାସ ହେବ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଦ୍ଵନ୍ଦରେ ଏକ ପ୍ରକାରର ପୂର୍ଣ୍ଣଛେଦ ପକାଇଛି ଏମ୍ସର ଫରେନ୍ସିକ୍ ରିପୋର୍ଟ। ଏହି ଫରେନ୍ସିକ୍ ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ସ୍ପଷ୍ଟ ହେବା ପରେ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ…

ଆଜି ୱାର୍ଲଡ ହାବିଟାଟ୍‌ ଡେ; ଜାଣନ୍ତୁ କଣ ଏହାର ଉଦ୍ଦେଶ୍ୟ

ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସୋମବାର ‘ୱାର୍ଲଡ ହାବିଟାଟ୍ ଡେ’ ବା ବିଶ୍ବ ବାସସ୍ଥାନ ଦିବସ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ନିରନ୍ତର ବିକାଶ ବିଷୟରେ ଅବଗତ କରାଇବା। ଯାହା ଦ୍ବାରା ପ୍ରତ୍ୟେକ ମାନବ ବସତିର ମୌଳିକ ଅବସ୍ଥା ପୂରଣ ହୋଇପାରିବ। ପ୍ରତିବର୍ଷ ପରି ଏହି…

JEE ଆଡଭାନ୍ସ ରେଜଲ୍ଟ: ୪୩, ୨୦୪ ପାସ, ଚିରାଗ ଓ କନିଷ୍କା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲେ ଜେଇଇ ଆଡଭାନ୍ସ ରେଜଲ୍ଟ । ମୋଟ୍ ୧ଲକ୍ଷ ୫୦ ହଜାର ୮୩୮ ଛାତ୍ରଛାତ୍ରୀ ଜେଇଇ ଦେଇଥିଲେ । ପେପର-୧ ଓ ପେପର-୨ରୁ ମୋଟ୍ ୪୩ ହଜାର ୨୦୪ ଜଣ ଜେଇଇ ଆଡଭାନ୍ସରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ଭିତର ଅଛନ୍ତି ୬ ହଜାର ୭୦୭ ଜଣ ଛାତ୍ରୀ ଓ ୩୬ ହଜାର ୪୯୭ ଛାତ୍ର ।…

ଫୋର୍ବସରେ ସ୍ଥାନ ପାଇଥିବା ସବୁଠୁ ଦାମିକା ଅଭିନେତ୍ରୀ କିଏ; ଜାଣନ୍ତୁ

ସୋଫିଆ ଭର୍ଗାରା ଫୋର୍ବସରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୪୩ ମିଲିୟନ୍‌ ଡଲାର୍‌ ଆୟ ସହିତ ଫୋର୍ବସ୍‌ ତାଲିକାରେ ଶୀର୍ଷରେ ଅଛନ୍ତି। ସୋଫିଆଙ୍କ ଅଧିକାଂଶ ଆୟ ମର୍ଡନ୍‌ ଫ୍ୟାମିଲି ସୋ ଏବଂ ଆମେରିକା ଗଟ୍‌ ଟ୍ୟାଲେଣ୍ଟରୁ…

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାରଙ୍କ ଘରେ ସିବିଆଇ ରେଡ୍

ବେଙ୍ଗାଳୁରୁ: କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ. ଶିବକୁମାରଙ୍କ ଘରେ ସିବିଆଇର ରେଡ୍ । ଆଜି ସକାଳୁ ସକାଳୁ ସିବିଆଇ ଟିମ୍ ତାଙ୍କ ଘରେ ଚଢ଼ାଉ କରିଛି । ଏକକାଳୀନ ବେଙ୍ଗାଳୁରୁ, ମୁମ୍ୱାଇ ସମେତ ୧୫ଟି ସ୍ଥାନରେ ରେଡ୍ କରାଯାଉଛି । Karnataka: CBI raids underway at more than 15…

ଆଜି ଅନ୍ତର୍ଜାତୀୟ ଶିକ୍ଷକ ଦିବସ

୧୯୯୪ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୫ ତାରିଖରେ ୟୁନେସ୍କୋ ଓ ଏଜୁକେସନ୍‌ ଇଣ୍ଟର୍‌ନ୍ୟାସନାଲ୍‌ ଆନୁକୂଲ୍ୟରେ ବିଶ୍ବ ସ୍ତରରେ ଆନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ ହେଉଛି। ଆଗାମୀ ଭବିଷ୍ୟତକୁ ଗଢ଼ିବାରେ ଶିକ୍ଷକ ସମାଜର ଗରୁତ୍ବପୁର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଶିକ୍ଷକମାନଙ୍କ…

ଦେଶରେ ୬୬ ଲକ୍ଷ କରୋନା ଆକ୍ରାନ୍ତ, ସୁସ୍ଥ ହେଲେଣି ୫୫ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ସୁସ୍ଥ ସଂଖ୍ୟା ଦୈନିକ ବଢି ଚାଲିଛି । ୬୬ ଲକ୍ଷ ପାର କରିଛି ପିଜିଟିଭ କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୪ ହଜାର ୪୪୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୨୩ ହଜାର ୮୧୬କୁ ବୃଦ୍ଧି ପାଇଛି । ଜୀବନ…

ଆଜି ବିଶ୍ବ ସ୍ଥାପତ୍ୟ ଦିବସ। ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସୋମବାର ଦିନ ୟୁନିୟନ୍‌ ଇଣ୍ଟରନ୍ୟାସନାଲ୍‌ ଡେସ୍‌ ଆର୍କିଟେକ୍‌ସ ଆନୁକୂଲ୍ୟରେ ୨୦୦୫ ମସିହାରୁ ଏହି ଦିନ ପାଳିତ ହେଉଛି। ସ୍ଥପତି ଓ ସ୍ଥାପତ୍ୟ ସମ୍ପର୍କରେ ଚିନ୍ତା କରିବା ଏବଂ ଏହାର ବିକାଶ ଦିଗରେ ପ୍ରୟାସ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ବହୁ ପୁରାତନ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ଟ୍ରମ୍ପ

ୱାଶିଂଟନ: କରୋନାରୁ ସୁସ୍ଥ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ସୂଚନା ମିଳିଛି । ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗକୁ ନିର୍ବାଚନ…

ବିହାର ନିର୍ବାଚନ: ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛି ବିଜେପି । ଗତକାଲି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏନେଇ ବିଚାରବିମର୍ଶ ହୋଇଛି । ମେଣ୍ଟରେ ବିଜେପି ଭାଗରେ ପଡ଼ିଥିବା ୧୨୧ ଆସନ ପାଇଁ ମାନସମନ୍ଥନ ହୋଇଥିଲା । ୯୦ ଆସନରେ ପ୍ରାର୍ଥୀ ତାଲିକା…