Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାଜ ଗଟ୍ ଟାଲେଣ୍ଟ ସିଜିନ-୧୫ ଫାଇନାଲରେ ଓଡିଆ ପୁଅ ସୁମନ୍ତ

ଭୁବନେଶ୍ୱର: ଆମେରିକାଜ ଗଟ୍ ଟାଲେଣ୍ଟରେ ସାଲସା ଓ ହିପ୍‌ହପ୍ ଡ୍ୟାନ୍ସ ପ୍ରଦର୍ଶନ କରି ଚର୍ଚ୍ଚାରେ ଓଡିଆ ପୁଅ ସୁମନ୍ତ ଓ ପଶ୍ଟିବଙ୍ଗର ଝିଅ ସୋନାଲି । ଏବେ ସେମାନେ ଫାଇନାଲରେ ପହଞ୍ଚିଛନ୍ତି । ଫାଇନାଲ ପାଇଁ ସେମାନେ ଶନିବାର ମୁମ୍ବାଇରୁ ଆମେରିକା ଅଭିମୁଖେ ଯାତ୍ରା କରିବେ । ପ୍ରଥମ ଥର…

ନୂତନ ଚାଷ ବିଲକୁ ଅକାଳୀ ଦଳର ବିରୋଧ, ଇସ୍ତଫା ଦେଲେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ

ନୂଆଦିଲ୍ଲୀ: ନୂତନ ଚାଷ ବିଲକୁ ନେଇ ବିଜେପି ଅଡୁଆରେ ପଡିଛି । ଏହି ବିଲକୁ ସହଯୋଗୀ ଶିରୋମଣୀ ଅକାଳୀ ଦଳ ବିରୋଧ କରିଛି । ଏପରିକି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ବାଦଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଏହି ବିଲକୁ ଆକଳୀ ଦଳ ସମର୍ଥନ କରୁଥିଲେ ମଧ୍ୟ ପଞ୍ଜାବ ଓ…

କ’ଣ ପାମ୍ପଡ ଖାଇକି ସୁସ୍ଥ ହୋଇଛନ୍ତି ସବୁ କରୋନା ରୋଗୀ? କାହିଁକି କହିଲେ ସଞ୍ଜୟ ରାଉତ…

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବଢୁଥିବା କରୋନା ମାମଲାକୁ ନେଇ ଶିବସେନା ସରକାରଙ୍କୁ ଗୁରୁବାର ଦିନ ଘେରିଲେ ସଂସଦର ଅନ୍ୟ ସଦସ୍ୟମାନେ । ଏଭଳି ପ୍ରଶ୍ନରେ ଚିହିଁକି ପଡି ସଞ୍ଜୟ ରାଉତ ଓଲଟା ପ୍ରଶ୍ନ କରିଛନ୍ତି ଯେ “ମୁଁ ସମସ୍ତ ସଦସ୍ୟ ମାନଙ୍କୁ ପଚାରିବାକୁ ଚାହୁଁଛି ଯେ ଏତେ ଲୋକ କେମିତି ସୁସ୍ଥ…

ହସ୍ପିଟାଲରୁ ଡିସଚାର୍ଜ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ଏମସରୁ ଡିସ୍ ଚାର୍ଜ ହୋଇଛନ୍ତି । ଗତ ରବିବାର ଦ୍ୱିତୀୟ ଥର ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…

ଏଥର ବିମାନଯାତ୍ରା କଲେ ମିଳିବ ଏହି ସୁବିଧା!!

ନୂଆଦିଲ୍ଲୀ: ଅଧିକ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ବିମାନସେବା ଏବେ କିଛି ନୂଆ ଅଫର ପ୍ରଦାନ କରୁଛି । ଦେଶର ବୃହତ୍ତମ ବିମାନ କମ୍ପାନୀ ଇଣ୍ଡିଗୋ ଏକ ଯୋଜନା ପ୍ରସ୍ତୁତ କରିଛି । ଯାହା ପ୍ରତ୍ୟେକ ମିଲିୟନ୍ ଯାତ୍ରୀରେ ଜଣଙ୍କୁ ଦୁଇଟି ମାଗଣା ରାଉଣ୍ଡ ଟ୍ରିପ୍ ଟିକେଟ୍ ପ୍ରଦାନ କରିବ ବୋଲି…

ଜୟାଙ୍କୁ ସମର୍ଥନ କରିବାରୁ ଉର୍ମିଲାଙ୍କୁ ଏମିତି କହିଲେ କଙ୍ଗନା

ମୁମ୍ବାଇ: ସଂସଦରେ ରବି କିଷନ ଓ ଜୟା ବଚ୍ଚନଙ୍କ ବୟାନ ପରେ ବଲିଉଡ ଏବେ ଦୁଇ ଫାଳ । କିଛି ସେଲିବ୍ରିଟି ଜୟାଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି ରବି କିଷନଙ୍କୁ । ତେବେ ଏହାରି ଭିତରେ ଏକ ସାକ୍ଷାତକାରେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଜୟା ବଚ୍ଚନଙ୍କୁ ସମର୍ଥନ କଲା ଭଳି କିଛି…

କଷ୍ଟ ଦୂର ପାଇଁ ଲୋକେ ଡ୍ରଗ୍ସ ନିଅନ୍ତି: ପୂଜା ଭଟ୍ଟ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କାରବାର ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହି କଥାରେ ଏବେ ସଂସଦରେ ଯାଇ ପହଂଚିଛି । ସେପଟେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଦୁଇ ଫାଳ ହୋଇଯାଇଛି । ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଲୋକଙ୍କ ଟାର୍ଗେଟ ଅଛି ପୁରା ଭଟ୍ଟ ପାରିବାର । ସୁଶାନ୍ତ ମାମଲାରେ…

ଚୀନ୍‌ର ନୂଆ ଚାଲ: ସୀମାରେ ମାଇକ ଲଗାଇ ବଜାଉଛି ପଞ୍ଜାବୀ ଗୀତ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତୀୟ ସେନା ଠାରୁ ବାରମ୍ୱାର ମାତ୍ ଖାଇବା ପରେ ବି କିଛି ଶିଖୁନି ଚୀନ୍ । ଏବେ ଭାରତୀୟ ସେନାକୁ ଉସୁକାଇବାକୁ ନୂଆ ଚାଲ୍ ଚଲାଇଛି ଚୀନ୍ । ଲଦାଖର ଏଲଏସିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଉତେଜନାପୁର୍ଣ୍ଣ ସ୍ଥିତି ଲାଗି ରହିଛି । ଏହି ଅବସରରେ ପ୍ରତିଦିନ ଭାରତ…

ସିଭିଲ ସର୍ଭିସ ପରୀକ୍ଷାରୁ ହଟିବ ନାଇଁ ଦକ୍ଷତା ପରୀକ୍ଷା (CSAT): ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷାରୁ ସିଭିଲ ସର୍ଭିସ ଆପଟିଟୁଡ଼ ଟେଷ୍ଟ (CSAT) କୁ ବାଦ ଦେବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ସରକାର ଗୁରୁବାର କହିଛନ୍ତି। CSAT ସିଭିଲ୍ ସର୍ଭିସ୍ ପ୍ରାଥମିକ ପରୀକ୍ଷାର ଏକ ଅଂଶ | CSAT ଛାଡିବାକୁ ଯୋଜନା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନ ଉପରେ…

ସରିଲା ଅନଲାଇନ ସର୍ଭେ, ପ୍ରସ୍ତୁତ ହେଲା ବିକଳ୍ପ ଏକାଡେମିକ କ୍ୟାଲେଣ୍ଡର: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ଶିକ୍ଷାର ପରିସ୍ଥିତିକୁ ବୁଝିବା ପାଇଁ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ଏକ ଅନଲାଇନ୍ ସର୍ଭେ କରିଛି ବୋଲି ଗୁରୁବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ସୂଚନା…