Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଆରା ବିବାହ; କନ୍ୟାକୁ ୩୬, ବରକୁ ୭୨

କୋଲକାତା: ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏକ ନିଆରା ବିବାହ ସମ୍ପର୍କରେ । ଯେଉଁଠାରେ କନ୍ୟାକୁ ୩୬ ବର୍ଷ ହୋଇଥିବା ବେଳେ ବରର ବୟସ ୭୨ ବର୍ଷ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ସୂଚନା ଅନୁସାରେ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର କଲିକତା ସହର ସ୍ଥିତ ଶ୍ରରାମପୁର…

ଦେଢ଼ ମାସ ତଳେ ହୋଇଥିଲେ ସୁସ୍ଥ; ପୁଣି ଆକ୍ରାନ୍ତ ହେଲେ ୨ କରୋନା ରୋଗୀ

ନୂଆଦିଲ୍ଲୀ: ଦେଢ଼ମାସ ତଳେ କରୋନା କବଳରୁ ସୁସ୍ଥ ହୋଇ ଫେରିଥିଲେ । ଏବେ ପୁଣି ଏହି ମହାମାରୀରେ ହୋଇଛନ୍ତି ଆକ୍ରାନ୍ତ । ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀରେ। ମିଳିଥିବା ସୂଚନା ଅନୁସାରେ, ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରୁ ୨ ଜଣ ରୋଗୀ ଦେଢ଼ମାସ ତଳେ ସୁସ୍ଥ ହୋଇ ଘରକୁ…

ପୁଣି ମାନବିକତା ଦେଖାଇଲେ ସୋନୁ: ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ସମସ୍ତ ବ୍ୟବସ୍ଥା ସହ ଯୋଗାଇଦେଲେ ଆର୍ଥିକ ସହାୟତା

ମୁମ୍ବାଇ: ପୁଣି ମାନବିକତା ଦେଖାଇଛନ୍ତି ରିୟଲ ଲାଇଫ ହିରୋ ସୋନୁ ସୁଦ। ଲକଡାଉନରେ ପ୍ରବସୀଙ୍କ ପାଇଁ ହିରୋ ସାଜିଥିବା ସୋନୁ ଏବେବି ଜାରି ରଖିଛନ୍ତି ନିଜ କାମ । ଏହାପୂର୍ବରୁ ଜଣେ ଚାଷୀକୁ ସୋନୁ ଟ୍ରାକ୍ଟର ଉପହାରରେ ଦେଇଥିବା ବେଳେ ପୁଣି ଆଉ ଜଣେ ଅସହାୟଙ୍କୁ ସହାୟତା ଯୋଗାଇ ଚର୍ଚ୍ଚାରେ ଏହି…

କୋଭିଡ୧୯: ଦେଶରେ ୨୪ ଘଣ୍ଟାରେ ୬୭ ହଜାର ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ଡେଇଁଲା ୪୭ ହଜାର

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୬୬,୯୯୯ ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୨ ଜଣଙ୍କର ଜୀବନ ଯାଇଛି ।…

ସୋସିଆଲ୍ ମିଡ଼ିଆରେ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ନେଇ ମିଥ୍ୟା ଖବର ପୋଷ୍ଟ

ନୂଆଦିଲ୍ଲୀ: ବ୍ରେନ୍ ସର୍ଜରୀ ପରେ ଦିଲ୍ଲୀ ଆର୍ମି ହସ୍ପିଟାଲର ଭେଣ୍ଟିଲେଟରରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଆଜି ତାଙ୍କର ଦେହାନ୍ତ ହୋଇଥିବା ନେଇ ସୋସିଆଲ୍ ମିଡିଆରେ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପୋଷ୍ଟ କରାଯାଇଛି । ଜାତୀୟ ଗଣମାଧ୍ୟମର ଜଣେ ବରିଷ୍ଠ ସାମ୍ବାଦିକଙ୍କ…

ଦୁଇ ସପ୍ତାହ ଭିତରେ କରୋନା ଟିକାର ଉତ୍ପାଦନ ଆରମ୍ଭ କରିବ ଋଷିଆ

ମସ୍କୋ: ବିଶ୍ୱରେ ପ୍ରଥମ କରୋନା ଟିକା ନେଇ ଘୋଷଣା କରିଛି ଋଷ୍ । ନାଁ ରଖିଛି ସ୍ପୁଟନିକ୍-V । ଆସନ୍ତା ଦୁଇ ସପ୍ତାହ ଭିତରେ ଏହାର ଉତ୍ପାଦନ ଆରମ୍ଭ କରିବ । ଋଷ୍ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାସ୍କୋ ଏନେଇ ସୂଚନା ଦେଇଛନ୍ତି । ପର୍ଯ୍ୟାପ୍ତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ…

ଜନ୍ମ ଦିନରେ ସୋସିଆଲ ମିଡିଆରେ ପିଲା ବେଳ ଫଟୋ ସେୟାର କଲେ ସାରା ଅଲ୍ଲୀ ଖାନ

ମୁମ୍ବାଇ: ୨୫ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ଜନ୍ମଦିନ ସେଲିବ୍ରେଶନର କିଛି ସ୍ପେଶାଲ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସାରା । କେବଳ ସେତିକି ନୁହେଁ ନିଜ ପିଲା ବେଳର ଫଟୋକୁ ସେୟାର ବି କରିଛନ୍ତି । ଏହି ପିଲା ବେଳର ଫଟୋରେ କେଉଁଠି ରଙ୍ଗ…

ଆଉ ଜଣେ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ଓ ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କୁ କରୋନା । କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ଏବେ ହୋମ୍ ଆଇସୋଲେସନରେ ଅଛନ୍ତି ଶ୍ରୀପଦ ନାଏକ । କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି, ନିକଟ ଅତୀତରେ…

ସ୍ୱାଧୀନତା ସଂଗ୍ରାମ ଲଢ଼େଇରେ ଅଜଣା, ଅଶୁଣା ହୋଇ ରହି ଯାଇଥିବା ବୀରପୁରୁଷମାନେ

ପୁରୀ:କିଛି ହାତଗଣତି ମହାପୁରୁଷ ଭାରତକୁ ସ୍ୱାଧୀନ କରିଛନ୍ତି ଭାବିବା ଭୁଲ । ମହାତ୍ମା ଗାନ୍ଧୀ, ସୁବାସ ବୋଷ, ଜବାହାରଲାଲ ନେହେରୁଙ୍କ ପରି ମହାପୁରୁଷ ଆଢ଼ୁଆଳରେ ରହି ଯାଇଛନ୍ତି ଅନେକ ବୀର ପୁରୁଷ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ । ରାନୀ ଗାଇଡିନିଲୁ: ବ୍ରିଟିଶ ସରକାର ବିରୋଧରେ ରାନୀ…

ସ୍ୱାଧିନତା ଦିବସ ୨୦୨୦: ମହାନ ନାୟକଙ୍କ କାହାଣୀ !

ଭୁବନେଶ୍ୱର: ସାରା ଦେଶରେ କରୋନା ମହାମାରୀର ଚଡକ । ହେଲେ ବି ଅଣ୍ଟା ସଳଖି ଛିଡା ହୋଇ ଭାରତ ପ୍ରତିବର୍ଷ ଭଳି ପାଳିବ ସ୍ୱାଧିନତା ଦିବସ । ୧୯୪୭, ଅଗଷ୍ଟ୧୫ରେ ଭାରତ ହାସଲ କରିଥିଲା ସ୍ୱାଧିନତା । ହେଲେ ଏହି ଧାରାରେ ବଳିପଡିଥିଲେ ଅନେକ ମହାନ ନାୟକ, ବୀର ସୁପୁତ୍ର ଓ ସେନା ନାୟକ । ୨୦୦ ବର୍ଷର…