Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ୱିଇଟରରେ ଟ୍ରେଣ୍ଡ କରୁଛି #NationalUnemploymentDay

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ଦିବସ । ଏହି ଅବସରରେ ତାଙ୍କ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ କିଛି ଯୁବପିଢ଼ି ଟୁଇଟରରେ #NationalUnemployment ଅଭିଯାନ ଆରମ୍ଭ କରିଛନ୍ତି। ଯାହା ଏବେ ଟୁଇଟରରେ ଟ୍ରେଣ୍ଡ କରୁଛି । କିଛି ଟ୍ୱିଟର…

ଧାର୍ମିକ ସ୍ଥାନ ଗୁଡିକୁ ‘ମହା ତୀର୍ଥ ଭୂମି’ ରୂପେ ଚିହ୍ନଟ କରିବାକୁ ନିର୍ଦେଶ ଦେଲେ ମମତା

କୋଲକାତା: ପଶ୍ଚିମବଙ୍ଗର ଧାର୍ମିକ ସ୍ଥାନ ଗୁଡିକୁ 'ମହା ତୀର୍ଥ ଭୂମି' ବୋଲି ନାମିତ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୁଲିଆର ଡୁଲଘାଟାର ମନ୍ଦିର ଠାରୁ ଆରମ୍ଭ କରି ମାଲଦା ଜିଲ୍ଲା ବଙ୍ଗଳାର ହଜରତ ପାଣ୍ଡୁଆରେ ସାଧୁ ନୁର କୁଟ ବାଲାମଙ୍କ ସମାଧି ପର୍ଯ୍ୟନ୍ତ…

୨୦୨୧ ଆରମ୍ଭ ସୁଦ୍ଧା ଭାରତରେ ଉପଲବ୍ଧ ହେବ କରୋନା ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୨୦୨୧ ମସିହା ଆରମ୍ଭ ବେଳକୁ ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ରାଜ୍ୟସଭାରେ ପ୍ରକାଶ କରିଛନ୍ତି। “ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ କରୋନା ଟିକା ପାଇଁ ଉଦ୍ୟମ କରୁଛି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ…

ସଂସଦରେ ଗର୍ଜିଲେ ରାଜନାଥ, କହିଲେ “ବିଶ୍ୱର କୌଣସି ଶକ୍ତି ସେନାକୁ ପେଟ୍ରୋଲିଂରୁ ରୋକିପାରିବେନି”

ନୂଆଦିଲ୍ଲୀ: ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଚୀନ୍ ସହ ବିବାଦ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସଂସଦ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ ପୃଥିବୀରେ କୌଣସି ଶକ୍ତି ଭାରତୀୟ ସେନାକୁ ପାଟ୍ରୋଲିଂରୁ ରୋକି ପାରିବ ନାହିଁ। ଭାରତୀୟ ସୈନିକମାନଙ୍କୁ…

ଡିଜିଟାଲ୍ ମିଡିଆ ପାଇଁ ନିୟମ ମାନକ ବହୁତ ଜରୁରୀ: କେନ୍ଦ୍ର

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ମିଡିଆ ପୂର୍ବରୁ ସୁପ୍ରିମକୋର୍ଟ ପ୍ରଥମେ ଡିଜିଟାଲ୍ ମିଡିଆ ପାଇଁ ନିୟାମକ ମାନକ ଗଠନ କରିବାକୁ ବିଚାର କରିବେ କାରଣ ଏହାର ପ୍ରଭାବ ଅଧିକ ରହିଛି ବୋଲି ସରକାର କହିଛନ୍ତି। ଗୁରୁବାର ଦିନ ଶୁଣାଣି ପୂର୍ବରୁ ବୈଦ୍ୟୁତିକ ଗଣମାଧ୍ୟମର ମାନଦଣ୍ଡ ଉପରେ ସର୍ବୋଚ୍ଚ…

ଚୀନ୍‌କୁ ଚେତାଇଲେ ରାଜନାଥ, କହିଲେ ସୀମା ଚୁକ୍ତି ଉଲ୍ଲଙ୍ଘନ କଲେ ଜବାବ ଦେବ ଭାରତ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଭିତରେ ଚୀନ୍‌କୁ ଚେତାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ଚୀନ୍‌କୁ କଡା ସନ୍ଦେଶ ଦେଇ କହିଛନ୍ତି ଯେ, ଯଦି ଚୀନ୍ ସୀମା ଚୁକ୍ତି ଉଲ୍ଲଂଘନ କରେ ତେବେ ଭାରତ ଉଚିତ ଜବାବ ଦେବ । ଏବଂ ଆମେ ସବୁ ପ୍ରକାରର ମୁକାବିଲା ପ୍ରସ୍ତୁତ ଅଛି । ଆଜି…

GCV ପାୱାରଲିଷ୍ଟ ୨୦୨୦ ଶ୍ରେଷ୍ଠ ୨୫ ପୁଞ୍ଜିପତିଙ୍କ ମଧ୍ୟରେ ୫ଜଣ ଭାରତୀୟ

ମୁମ୍ବାଇ: ଗୁରୁବାର ପ୍ରକାଶ ପାଇଥିବା ଗ୍ଲୋବାଲ୍ କର୍ପୋରେଟ୍ ଭେଞ୍ଚରିଂ (ଜିସିଭି) ପାୱାର୍ଲିଷ୍ଟ ୨୦୨୦ରେ ପାଞ୍ଚ ଜଣ ଭାରତୀୟ ପୁଞ୍ଜିପତି ସ୍ଥାନିତ ହୋଇଛନ୍ତି । ସେମାନେ ଶ୍ରେଷ୍ଠ ୨୫ ଭେଞ୍ଚର ପୁଞ୍ଜିପତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହି ପାଞ୍ଚ ଜଣ ଭାରତୀୟ ହେଲେ, ଶଙ୍କର…

ଜନ୍ମଦିନ ଅବସରରେ କହିଲେ ଅମିତ ଶାହ- “ମୋଦିଙ୍କ ଅଧୀନରେ ମା’ ଭାରତୀଙ୍କ ସେବା କରି ମୁଁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କୁ "ଦେଶର ସବୁଠାରୁ ଲୋକପ୍ରିୟ ନେତା" ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଦେଶ ସେବା କରିବା ପାଇଁ ସେ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି।…

ବାଲୁକା କଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପୁରୀ ବେଳାଭୂମିରେ ବାଲୁକାକଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।…

ଦେଶରେ ୫୧ ଲକ୍ଷ ଟପିଲା କରୋନା ମାମଲା; ୧୦ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୪ ହଜାର ପାଖାପାଖି…