Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୫୦୦ବର୍ଷର ବିବାଦ ପରେ ଏଥର ଅଯୋଧ୍ୟାରେ ରାମଲାଲାଙ୍କ ରାଜୁତି

ଅଯୋଧ୍ୟା: ୫୦୦ ବର୍ଷର ବିବାଦର ଅନ୍ତ ଘଟିବାକୁ ଯାଉଛି । ଅଯୋଧ୍ୟା ଓ ଭାରତବାସୀଙ୍କ ସମ୍ମାନର ମୂଲ୍ୟ ମିଳିବ । ଏଠାରେ ରାମଲାଲାଙ୍କ ରାଜୁତି ହେବ । ରାମମନ୍ଦିରରେ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କ ଭୂମିକା ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ ଓ ପରେ ବିଜେପି ଏହି ବିବାଦର ଅନ୍ତ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ତାଙ୍କ କର୍ମଚାରୀ ପଜିଟିଭ ଆସିଥିଲେ । ସେ ଟୁଇଟ୍ କରି…

ନିର୍ମାଣ ପରେ ଏମିତି ଦେଖାଯିବ ରାମ ମନ୍ଦିର; ଫଟୋ ଜାରି କଲେ ଟ୍ରଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଟ୍ରଷ୍ଟ ପକ୍ଷରୁ ମନ୍ଦିରର କିଛି ମଡେଲ୍ ଜାରି କରାଯାଇଛି । ଏନେଇ ଟ୍ୱିଟ୍ କରିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ।…

ବିଚିତ୍ର ବିଶ୍ୱର ଅଭେଦ୍ୟ ରହସ୍ୟ !

ଭୁବନେଶ୍ୱର: ବିଚିତ୍ର ବିଶ୍ୱ । ତା ସୃଷ୍ଟିର ରହସ୍ୟ ବି ଅଭେଦ୍ୟ । ପ୍ରତ୍ୟେକ ଦିନ ଏହି ଧରାପୃଷ୍ଠରେ ସାମ୍ନାକୁ ଆସିଥାଏ କିଛି ନା କିଛି ଅଦ୍ଭୁତ । ଏଇ ଯେମିତି ସାମ୍ନାକୁ ଆସିଛି ଏହି ବିଚିତ୍ର ତଥା ମୃତ ସାମୁଦ୍ରିକ ଜୀବ । ସମୁଦ୍ର କୂଳରେ ଲାଗିଥିବା ଏହି ମୃତ ଜୀବ ଏବେ ସମସ୍ତଙ୍କ ମନରେ…

ରାମମନ୍ଦିର ଭୂମିପୂଜନ ପାଇଁ ଶୁଭ ମୁହୂର୍ତ୍ତ ସ୍ଥିର କରିଥିବା ପୂଜକଙ୍କୁ ଧମକ

ଅଯୋଧ୍ୟା: ରାମମନ୍ଦିର ଭୂମି ପୂଜନ ମୁହୂର୍ତ୍ତକୁ ନେଇ ଥମୁନି ବିବାଦ । ଭୂମି ପୂଜା ପାଇଁ ଶୁଭ ମୂହୁର୍ତ୍ତ ବାହାର କରିଥିବା ପୂଜକଙ୍କୁ ମିଳୁଛି ଧମକ । ଭୂମିପୂଜା ପୂର୍ବରୁ ଆରମ୍ଭ ହୋଇଥିବା ବିବାଦ ଭିତରେ ମନ୍ଦିର ନିର୍ମାଣ ପାଇଁ ବ୍ରାହ୍ମ ମୂହୁର୍ତ୍ତ ସ୍ଥିର କରିଥିବା ପୂଜକ ଏଭଳି ଅଭିଯୋଗ…

ରେଡମି ୯ ପ୍ରାଇମ ଭାରତରେ ଲଞ୍ଚ, ଆସନ୍ତୁ ଜାଣିବା କଣ ରହିଛି ଫିଚର୍ସ, ମୂଲ୍ୟ ଏବଂ ବିକ୍ରୟ ତାରିଖ ବିଷୟରେ

ନୂଆଦିଲ୍ଲୀ : ହ୍ୟାଣ୍ଡସେଟ୍ ନିର୍ମାତା ଜିଆଓମିର ସବ୍ ବ୍ରାଣ୍ଡର ସର୍ବଶେଷ ସ୍ମାର୍ଟଫୋନ୍ ରେଡମି ୯ ପ୍ରାଇମ୍ ଭାରତରେ ଲଞ୍ଚ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ଗୁଡିକ ବିଷୟରେ କହିବାକୁ ଗଲେ, ଏହି ସର୍ବଶେଷ ରେଡମି ମୋବାଇଲ୍ ଫୋନ୍ ମିଡିଆଟେକ୍ ହେଲିଓ G80 ପ୍ରୋସେସର ଏବଂ କ୍ୱାଡ୍ ରିୟର…

“ମୁଁ ବି ଷ୍ଟ୍ରଗଲ୍ କରିଛି” କରିନା କାପୁର ଖାନ୍ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମ୍‌କୁ ନେଇ ବଲିଉଡରେ ନିଆଁ ଲାଗିଥିଲା । ଏ ନେଇ କିଛି ଷ୍ଟାର୍ ସଫେଇ ରଖିଥିଲାବେଳେ ଅଧିକାଂଶ ଚୁପ୍ ରହିବାକୁ ପସନ୍ଦ କରିଥିଲେ । ତେବେ ଶେଷରେ ମୁହଁ ଖୋଲିଛନ୍ତି ପଟୌଦୀ ଖାନଦାନର ବୋହୁ କରିନା କାପୁର ଖାନ । ଏକ ଇଣ୍ଟରଭ୍ୟୁରେ ବେଶ…

ସବୁ ରେକର୍ଡ ଭାଙ୍ଗିଲା ଭାରତ, କରୋନାରୁ ଦିନକରେ ୪୪,୩୦୬ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କରୋନାର କୋପ ଜାରି ରହିଛି । ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ ସଂଖ୍ୟା । ତେବେ ସେହି ଅନୁସାରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିନକରେ ୪୪ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ରୋନାଲଡୋ କିଣିଲେ ଦୁନିଆର ସବୁଠୁ ଦାମୀ କାର ‘ବୁଗାଟୀ ଲା ଭଏଚର ନୋଇରେ ‘

ପର୍ତ୍ତୁଗାଲର ପ୍ରସିଦ୍ଧ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ଗ୍ୟାରେଜରେ ଆଉ ଏକ ବିଳାସପୂର୍ଣ୍ଣ କାର ଯୋଡିଛନ୍ତି। ଏଥର ରୋନାଲଡୋ ଦୁନିଆର ସବୁଠୁ ଦାମୀ କାର 'ବୁଗାଟୀ ଲା ଭଏଚର ନୋଇରେ ' କିଣିଛନ୍ତି। ମୂଲ୍ୟ ଏତେ ଯେ ଏହି ଦାମ ରେ ୭୫୦ ଟି ହୁଣ୍ଡାଇ କ୍ରେଟା ଏସୟୁଭି କିଣି ପାରିବେ | ଯାହାର…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ମହାରାଷ୍ଟ୍ର ସରକାରଙ୍କୁ ତଦନ୍ତ ରିପୋର୍ଟ ମାଗିବ କେନ୍ଦ୍ର ସରକାର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ମହାରାଷ୍ଟ୍ର ଓ ବିହାର ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି । ତାଜା ରିପୋର୍ଟ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁଶାନ୍ତ କେସର ରିପୋର୍ଟ ମହାରାଷ୍ଟ୍ର ସରକାରକୁ ମାଗିପାରେ । ତେବେ ଏଥିନେଇ କୌଣସି ଔପଚାରିକ ଘୋଷଣା ହୋଇ ନାହିଁ । ବିହାର…