Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାମ ମନ୍ଦିର ନେଇ ଲୋକଙ୍କ ଉତ୍ସାହ ବଢ଼ୁଛି, କୁଇଟାଂଲରୁ ଊର୍ଦ୍ଧ୍ୱ ରୂପା ଦାନ ବାବଦକୁ ଆସିଲାଣି

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ନେଇ ଲୋକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି । ୧୦୦ କୋଟି ଟଙ୍କାର ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ସ୍ୱତଃ ଦାନ ଦେବା ଆରମ୍ଭ କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷଙ୍କ ମତରେ କୁଇଟାଂଲରୁ ଊର୍ଦ୍ଧ୍ୱ ରୂପା…

ରହସ୍ୟ: ରାକ୍ଷୀ ସାଜିଛି ରାକ୍ଷସ !

ଉତ୍ତରପ୍ରଦେଶ: ଗତକାଲି ଥିଲା ରକ୍ଷା ବନ୍ଧନ । ସାନଠୁ ବଡ, ନିଜଠୁ ଆରମ୍ଭ କରି ଧରମ ଭାଇଙ୍କୁ ରାକ୍ଷୀ ବାନ୍ଧି ଅନେକ ଭଉଣୀ ଦିନଟିକୁ ଖୁସୀରେ କାଟିଥିଲେ । ପ୍ରତିବର୍ଷ ଲୋକେ ରକ୍ଷା ବନ୍ଧନ ପାଳି ଆସୁଥିଲାବେଳେ ଭାରତର ଏମିତି ବି ଏକ ସ୍ଥାନ ଅଛି ଯେଉଁଠି ରକ୍ଷା ବନ୍ଧନର ନାଁ ଶୁଣିବା ମାତ୍ରେ…

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ ! ସୁପାରିଶ କଲେ ବିହାର ସରକାର

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି । ତାଙ୍କ ମୃତ୍ୟୁ ଉପରୁ ଏବେବି ପରଦା ହଟୁନି । ତେବେ ଏହି ମାମଲାରେ ଆସିଛି ଆଉ ଏକ ନୂଆମୋଡ । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାର ସୁପାରିଶ କରିଛନ୍ତି । ସୁୁଶାନ୍ତ ସିଂଙ୍କ ବାପା…

ଆସୁଛି ଖିଲାଡି ଷ୍ଟାର ଅକ୍ଷୟଙ୍କ ନୂଆ ଫିଲ୍ମ !

ମୁମ୍ବାଇ: ଆଗାମୀ ଦିନରେ ଆସୁଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ରକ୍ଷା ବନ୍ଧନ । ଏ ନେଇ ଖୋଦ ଅକ୍କି ସୋସିଆଲ୍ ମିଡିଆରେ କନଫର୍ମ କରିଛନ୍ତି । ଏହି ଫିଲ୍ମଟିକୁ ସେ ନିଜ ଭଉଣୀ ଅଳକାଙ୍କୁ ଡେଡିକେଟ୍ କରିଛନ୍ତି । View this post on Instagram…

କଂସେଇ ସାଜିଲା ମଣିଷ, ନିଆଁରେ ଜଳିଲା ମାନବିକତା !

ତାମିଲନାଡୁ: କରୋନା କହରରେ ଥରହର ସାରା ବିଶ୍ୱ । ଏଥିରୁ ଭାରତ ବାଦ୍ ପଡିବ ବା କେମିତି ? । ଭଡାଟିଆଙ୍କୁ କିଛି ମାତ୍ରାରେ ରିହାତି ଦେବାକୁ ଭାରତ ସରକାର ଘର ମାଲିକଙ୍କୁ ପରାମର୍ଶ ଦେଇଥିଲେ । ହେଲେ ଚେନ୍ନାଇରେ କିଛି ବ୍ୟତିକ୍ରମ ହେବା ପରେ ଜଣେ ବ୍ୟକ୍ତି ଆମଦାହ କରିବାକୁ ଉଚିତ ମଣିଥିଲେ ।…

ସିବିଆଇ ତଦନ୍ତ ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସୁଶାନ୍ତଙ୍କ ବାପା

ପାଟନା: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରୁଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ. କେ. ସିଂ । ପୁଅର ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି ।…

ଦେଶରେ ୨୪ ଘଣ୍ଟାରେ ୫୨ ହଜାର ନୂଆ ଆକ୍ରାନ୍ତ, ୮୦୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୮ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହନଟ ହୋଇଛନ୍ତି ୫୨ ହଜାର ୫୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଆଉ ୮୦୩ ମୁଣ୍ଡ ନେଇଛି କରୋନା । ଦେଶରେ…

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା କରୋନା ପଜିଟିଭ୍‌

ବେଙ୍ଗାଳୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୟା । । ଏ ନେଇ ସେ ଟ୍ୱିଟ୍ କରିଛନ୍ତି । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି । I have…

ପରିବାରର ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ସଙ୍ଗରୋଧରେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ସଙ୍ଗରୋଧରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ । ପରିବାରର ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ସେ ସଙ୍ଗରୋଧରେ ରହିଛନ୍ତି । ଏ ନେଇ ସେ ଏକ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । Two of my family members found COVID19 POSITIVE.Other family members found…

କାଲି ରାମମନ୍ଦିର ଭୂମିପୂଜନ, ଅଯୋଧ୍ୟାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଅଯୋଧ୍ୟା: ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ହେବ । ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଚାରିଆଡ ସୁନ୍ଦର ଆଲୋକମାଳାରେ ସଜ୍ଜା ଯାଇଛି । ଏ ଭିତରେ କୋଭିଡ ନିୟମର କିପରି ପାଳନ କରାଯିବ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ଭୂମି ପୂଜନ…