Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଦେଶ ଫେରନ୍ତା ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଏଣିକି ବିଦେଶରୁ ଫେରିଲେ ବିମାନଯାତ୍ରୀ ୭ ଦିନ ପେଡ୍ ଇନଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ପରେ ଆଉ ୭ ଦିନ ହୋମ୍ ଆଇସୋଲେସନପେ ରହିବେ । ଅଗଷ୍ଟ ୮ ତାରିଖରୁ ଲାଗୁ ହବେ ନୂଆ…

ପାଓ୍ୱାର କରିଡରରେ କରୋନା: ଆଉ ଜଣେ ମୁଖ୍ୟମନ୍ତ୍ରୀ ସଂକ୍ରମିତ

ବେଙ୍ଗାଳୁରୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ତାମିଲନାଡୁ ରାଜ୍ୟପାଳଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପା । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି । ଗତକାଲି ବିଳମ୍ବିତ ରାତିରେ ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି…

କାହିଁକି ଇଂଜିନିଅର ସ୍ୱାମୀକୁ ହତ୍ୟା କଲା ଶିକ୍ଷୟତ୍ରୀ ସ୍ତ୍ରୀ ?

ତାମିଲନାଡୁ: ସ୍ୱାମୀର ହାତ ଧରି ସାତଜନ୍ମ ପାଇଁ ସାଥି ହେବ ବୋଲି ପ୍ରଣ କରିଥିଲା । ହେଲେ ଶେଷରେ ସେହି ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲା ଜଣେ ଅଭାଗା ସ୍ତ୍ରୀ । ହେଲେ କାହିଁକି ? ତାମିଲନାଡୁ ଥିରୁମଙ୍ଗଳମ୍ ଅଂଚଳର ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ ଅପ୍ରାକୃତିକ ଶାରିରୀକ ସଂପର୍କ…

[ଭିଡିଓ] ସୋସିଆଲ୍ ମିଡିଆରେ ଭାଇରାଲ୍ ଟ୍ରପିକାଲ ଆଇସଲ୍ୟାଣ୍ଡ କେକ୍ !

ଭୁବନେଶ୍ୱର: ବିଶ୍ୱରେ ଫୁଡ୍ ଟ୍ରେଣ୍ଡ ପ୍ରତିଦନ ବଦଳିଥାଏ । ସେଥିମଧ୍ୟରୁ ଖାସ କରି କିଛି ସୋସିଆଲ ମିଡିଆ ପାଇଁ ଭାଇରାଲ୍ ହୋଇଥାଏ । ତେବେ ଏ କଥା କହିଲେ କିଛି ଭୁଲ ହେବନି ଯେ, ଏକ୍ସପରିମେଣ୍ଟ ଜରିଆରେ ହିଁ କିଛି ଖାସ୍ ଉଦ୍ଭାବନ ହୋଇଥାଏ । ତେବେ ତାଜା ସ୍ଥିତିରେ ଟ୍ରପିକାଲ୍ ଆଇସ୍‌ଲ୍ୟାଣ୍ଡ…

ଦିଲ୍ଲୀ ହିଂସା: ଚାଂଚଲ୍ୟକର ଖୁଲାସା କଲେ ତାହିର, ପିଏଫଆଇ ଅଫିସରେ ଷଡଯନ୍ତ୍ର ରଚାଯାଇଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଅଭିଯୁକ୍ତ ତାହିର ହୁସେନ ପୋଲିସ ଜେରାରେ ରବିବାର ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଖାଲିଦ ସୈଫି ଓ ପିଏଫଆଇ ସହ ମିଶି ସେମାନେ ଏହି ଷଡଯନ୍ତ୍ର ରଚିଥିଲେ । ଶାହୀନବାଗ ନିକଟରେ ଥିବା ପିଏଫଆଇ ଅଫିସରେ ଖାଲିଦ ମୋତେ ହିଂସା ପାଇଁ ପ୍ରବର୍ତାଇଥିଲା ।…

ଶାହାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ-ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ସଂକ୍ରମିତ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି । ଏଥିସହ ତାଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…

ଭାରତର ପ୍ରଥମ ସୌରଶକ୍ତି ପରିଚାଳିତ ନୌକା ଆଦିତ୍ୟକୁ ବିଶ୍ୱ ସମ୍ମାନ !

କେରଳ: ଆଦିତ୍ୟ, ଭାରତର ପ୍ରଥମ ସୌରଶକ୍ତି ପରିଚାଳିତ ନୌକା । ୨୦୧୭ରେ କେରଳର ଭେମ୍ବାନଦରେ ଲୋକାର୍ପିତ ହୋଇଥିବା ଏହି ନୌକା ସମ୍ମାନନୀୟ ଗୁସ୍ତାଭେ ଟ୍ରୁଭ୍ ପୁରଷ୍କାର ହାସଲ କରିଛି । ଇଲେକ୍ଟ୍ରିକ୍ ବୋଟ୍ ବିଭାଗରେ ଆଦିତ୍ୟକୁ ବିଶ୍ୱର ସର୍ବଶ୍ରେଷ୍ଠ ଯାତ୍ରିବାହୀ ନୌକାର ଆଖ୍ୟା ମିଳିଛି ।…

ଇଂଲଣ୍ଡରୁ ଭାରତ ଫେରିବ ୧୦ମ ଶତାବ୍ଦୀର ଭଗବାନ ନଟରାଜଙ୍କ ମୂର୍ତ୍ତି

ଲଣ୍ଡନ: ଇଂଲଣ୍ଡ ସରକାର ଭାରତର ୧୦ମ ଶତାବ୍ଦୀର ଭଗବାନ ନଟରାଜଙ୍କ ମୂର୍ତ୍ତି ଫେରାଇବା ପାଇଁ ରାଜି ହୋଇଛି । ଆସନ୍ତା ସପ୍ତାହରେ ଭଗବାନଙ୍କ ମୂର୍ତ୍ତି ଭାରତ ଆସିବ । ନଟରାଜଙ୍କ ଏହି ଅମୂଲ୍ୟ ମୂର୍ତି ୨୫ କୋଟି ଟଙ୍କାରେ ତସ୍କର ବାମନ ନାରାୟଣ ଧୀୟା ଏହାକୁ ବିକ୍ରି କରିଥିଲେ । ୧୯୯୮ରେ ଘାଟେଶ୍ୱର…

ରାମମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ପୂରଣ ହେବ ବହୁ ବର୍ଷର ସ୍ୱପ୍ନ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି। ତେବେ ଦେଶର…

ତାମିଲନାଡୁ ରାଜ୍ୟପାଳ କରୋନା ପଜିଟିଭ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୂରୋହିତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ଏବେ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିବେ । ଆଜି ସକାଳେ ବନୱାରିଲାଲ ହସ୍ପିଟାଲରେ ଭର୍ତ୍ତି…