Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପରମାଣୁ କ୍ଷମତା ସମ୍ପନ୍ନ ବମ୍ବର ଜେଟ ମୁତୟନ କଲା ଚୀନ

ନୂଆଦିଲ୍ଲୀ: ଚୀନ ଚାଲାକି କରିବା ଛାଡୁ ନାହିଁ । ଏ ପଟେ ଶାନ୍ତି ପାଇଁ ଆଲୋଚନା ଅନ୍ୟ ପଟେ ଯୁଦ୍ଧ ପାଇଁ ପ୍ରସ୍ତୁତି । ମିଳିଥିବା ରିପୋର୍ଟ ମୁତାବକ ଚୀନ କାଶଗର ବିମାନ ବନ୍ଦରରେ ପରମାଣୁ କ୍ଷମତାସମ୍ପନ୍ନ ବମ୍ବର ଜେଟ ନିୟୋଜିତ କରିଛି । ସାଟେଲାଇଟ ଇମେଜରୁ ଏହା ଜଣାପଡିଛି । ଲଦ୍ଦାଖ ଅଂଚଳର…

ସୁସ୍ଥ ହୋଇ ଘରକୁ ଫେରିଲେ ଅମିତାଭ ବଚ୍ଚନ

ମୁମ୍ବାଇ: ସୁସ୍ଥ ହେଲେ ବିଗ୍ ବି ତଥା ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଆଜି ତାଙ୍କ ଟେଷ୍ଟ ନେଗେଟିଭ ଆସିଛି । ଏବେ ସେ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ସହ ଘରକୁ ଫେରିଛନ୍ତି । ଏନେଇ ତାଙ୍କ ପୁଅ ଅଭିଷେକ ବଚ୍ଚନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମୁମ୍ବାଇର ନାନାବତୀ…

ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक…

ଏଥର ଚୀନ ସହିତ ସମ୍ପର୍କ ରଖୁଥିବା ଶିକ୍ଷାସଂସ୍ଥା ଗୁଡିକ ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ:ଭାରତ ସରକାର ଏବେ ଚୀନ ସହିତ ସମ୍ପର୍କ ରଖୁଥିବା ଶିକ୍ଷାସଂସ୍ଥା ଗୁଡିକ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ ୧୦୦ରୁ ଊର୍ଦ୍ଧ୍ୱ ଚୀନ ଆପ୍ ବ୍ୟାନ କରିବା ଏବଂ କମ୍ପାନୀ ଠିକା ରଦ୍ଦ କରିବା ଭଳି କଠୋର ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କରୋନା ସଂକ୍ରମିତ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଅଯୋଧ୍ୟା ଗସ୍ତ ବାତିଲ କଲେ ଯୋଗୀ

ଲକ୍ଷ୍ନୌ: କ୍ୟାବିନେଟର ଜଣେ ମନ୍ତ୍ରୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି । ୟୁପି ସରକାରରେ ଵୈଷୟିକ ଶିକ୍ଷା ମନ୍ତ୍ରୀ ଥିବା କମଲା ରାଣୀ ବରୁଣଙ୍କର ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି । ୬୨…

ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ କଥାରେ ଆତ୍ମସମର୍ପଣ କଲେ ନକ୍ସଲ ମଲ୍ଲା

ଦାନ୍ତେୱାଡ: ରାକ୍ଷୀର ମହତ ରଖିଲା ଦୁର୍ଦ୍ଦାନ୍ତ ନକ୍ସଲ ମଲ୍ଲା । ଭଉଣୀ କଥାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ମଲ୍ଲା । ୧୨ ବର୍ଷ ତଳେ କକା କଥାରେ ବନ୍ଧୁକ ଧରିଥିବା ଏହତ ନକ୍ସଲ ଯେ, ମୁଖ୍ୟ ସ୍ରୋତକୁ ଫେରିବ ତାହା କେହି ଭାବି ନ ଥିଲେ । ରାକ୍ଷୀ ବାନ୍ଧିବା ପାଇଁ ମଲ୍ଲା ଭଉଣୀ ଲିଙ୍ଗେ…

କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଲା ରାଣୀ ବରୁଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଲା ବରୁଣଙ୍କର ଦେହାନ୍ତ ଘଟିଛି। ତାଙ୍କର ସମ୍ପୂର୍ଣ୍ଣ ନାମ କମଳା ରାଣୀ ବରୁଣ ଅଟେ । ସେ ୟୁପି ବିଧାନସଭା ସଦସ୍ୟା ଥିଲେ। ଏହାପୂର୍ବରୁ ସେ ସାଂସଦ ମଧ୍ୟ ରହିଛନ୍ତି। କମଲା ବରୁଣ ୟୁପି ସରକାରରେ ଵୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। କମଲା ବରୁଣ…

ଉପରମୁଁହା କୋଭିଡ ଗ୍ରାଫ: ୨୪ ଘଣ୍ଟା, ୫୪ ହଜାର ଆକ୍ରାନ୍ତ, ୮୫୩ ମୃତ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୪,୭୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ୮୫୩ ଜଣଙ୍କର ଜୀବନ ଯାଇଛି । ହୁ…

ଆଜି ବନ୍ଧୁତ୍ୱ ଦିବସ; ବନ୍ଧୁ ପାଇଁ ଦିନ ଟିଏ

ଭୁବନେଶ୍ୱର: ଆଜି ହେଉଛି ବନ୍ଧୁତ୍ୱ ଦିବସ । ଇଂରାଜୀରେ କହିଲେ ‘ଫ୍ରେଣ୍ଡସିପ୍‌ ଡେ’ । ଜୀବନରେ ବନ୍ଧୁତ୍ୱର ମହତ୍ତ୍ୱ ଅନେକ ବେଶୀ । ଏନେଇ ଅନେକ ଉଦାହରଣ ମଧ୍ୟ ରହିଛି । ବନ୍ଧୁତ୍ୱର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ‘କୃଷ୍ଣ ଓ ସୁଦାମା’ । କେବେଠୁ ହୁଏ ପାଳନ: କୁହାଯାଏ ୧୯୩୫ ମସିହା…

ଏହି ମୁସଲିମ ଦେଶରେ ରହିଛି ବିଷ୍ଣୁଦେବଙ୍କ ଉଚ୍ଚତମ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁଧର୍ମର ଆରାଧ୍ୟ ଦେବତା ଭଗବାନ ବିଷ୍ଣୁ । ତାଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଭଗବାନ ବିଷ୍ଣୁଙ୍କ ମନ୍ଦିର । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ବିଶ୍ୱର ଉଚ୍ଚତମ ବିଷ୍ଣୁ ମନ୍ଦିର ସମ୍ପର୍କରେ । ଆପଣ…