Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡାକ୍ତରଙ୍କୁ ବିରୋଧ କରି କାହିଁକି ଜୀବନ ହାରିଲେ ନାବାଳିକା ?

ଗୁଜରାଟ: ପରିବାରରେ କାହାର ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଥାଏ, ତେବେ ଡାକ୍ତରଙ୍କ ଉପରେ ଆମେ ନିର୍ଭର କରୁ । ହେଲେ ଯଦି ଡାକ୍ତରଙ୍କ ପରାମର୍ଶକୁ ଏଡେଇ ଆମେ ଆତ୍ମହତ୍ୟା କରିବା । ତେବେ ଏହା କେତେଦୂର ଯୁକ୍ତିଯୁକ୍ତ ? ସୁରଟରେ ଡାକ୍ତରଙ୍କ ପରାମର୍ଶକୁ ବିରୋଧ କରି ଜଣେ ୧୬ବର୍ଷୀୟ ନାବାଳିକା…

ଅସିଲା ଅପସରାଙ୍କ ‘ଥ୍ରୀଲର’ର ଟ୍ରେଲର, ଦେଖନ୍ତୁ ଭିଡିଓ

ମୁୁମ୍ବାଇ: ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର । ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଓଡ଼ିଆ ଝିଅ ଅପସରା ରାଣୀ ଅଛନ୍ତି । ତାଙ୍କ ଅପଜିଟିରେ ଅଛନ୍ତି ଓଡ଼ିଆ ପୁଅ ରକ୍ କାଚି । ଟ୍ରେଲରରେ ଅଙ୍କିତା ମହାରଣା ଓରଫ ଅପସରା ରାଣୀଙ୍କ…

ବାପା ବନିଲେ ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା !

ଗୁଜରାଟ: ବାପା ହେଲେ ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା । ସର୍ବିଆନ୍ ଅଭିନେତ୍ରୀ ନତାଶାଙ୍କ ଔରସରୁ ଜନ୍ମ ନେଇଛି ଏକ ଶିଶୁପୁତ୍ର । ଖୋଦ ହାର୍ଦ୍ଦିକ ପାଣ୍ଡ୍ୟା ଇନ୍‌ଷ୍ଟାଗ୍ରାମରେ ନବଜନ୍ମିତ ଶିଶୁପୁତ୍ରର ଫଟୋ ଶେୟାର କରିଛନ୍ତି । …

କାହିଁକି ଫରହାନଙ୍କ ପାଇଁ ବିଦା ହେଲେ ଭିକି କୌଶଲ ?

ମୁମ୍ବାଇ: ଚଳଚଂଚଳ ବଲିଉଡ । ସାମ୍ନାକୁ ଆସୁଛି ନୂଆନୂଆ ଖବର । ଅଟକିପଡିଥିବା ପ୍ରୋଜେକ୍ଟ ବି ଏବେ ଆରମ୍ଭ ହେଲାଣି । ହେଲେ ଏକ ଅପକମିଂ ପ୍ରୋଜେକ୍ଟରେ ଭିକି କୌଶଲ ବାଦ ପଡିଥିଲାବେଳେ ତାଙ୍କୁ ରିପ୍ଲେସି କରିଛନ୍ତି ଫରହାନ୍ ଅଖତର । ଭାରତୀୟ ବୌଜ୍ଞାନିକ ରାକେଶ ଶର୍ମାଙ୍କୁ ନେଇ ନିର୍ମିତ ହେବ…

ଜୟାଲଳିତାଙ୍କ ଘରୁ ମିଳିଲା ୪ କେଜି ସୁନା, ୮୦୦୦ରୁ ଊର୍ଦ୍ଧ୍ୱ ପୁସ୍ତକ

ଚେନ୍ନାଇ:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଲିତାଙ୍କ ଘରୁ ୪ କେଜିରୁ ଅଧିକ ସୁନା ଏବଂ ୬୦୦୦ କେଜିର ରୂପା ମିଳିଛି । ଏଆଇଏଡିଏମକେର ସାଧାରଣ ସମ୍ପାଦକ ସ୍ୱର୍ଗତଃ ଜୟଲଳିତାଙ୍କ ବାସଭବନ ଦେବ ନିଲୟମଙ୍କୁ ସ୍ମାରକୀ କରାଯିବ । ଏ ନେଇ ସରକାରଙ୍କ ପକ୍ଷରୁ ଏହି ଅଧ୍ୟାଦେଶ ଜାରି କରାଯାଇଛି…

ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଇମ୍ଫାଲ: ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆଇଡି ବିସ୍ଫୋରଣ କରିବା ସହ ଗୁଳି ଚଳାଇଥିଲେ । ଏହି ଘଟଣାରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଇମ୍ଫାଲଠାରୁ ୯୫କିଲୋମିଟର ଦୂରରେ ଥିବା ଚନ୍ଦେଲ ଜିଲ୍ଲାରେ ଏହି ଘଟଣା ଘଟିଛି । ସୂତ୍ରରୁ ପ୍ରକାଶ ଯେ, ମଣିପୁରର…

ନିର୍ଦ୍ଦେଶ ଦେଲେ ରାଜ୍ୟପାଳ, ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭା ଆରମ୍ଭ ହେବ

ଜୟପୁର:ରାଜ୍ୟପାଳ କଲରାଜ ମିଶ୍ର ଅଗଷ୍ଟ ୧୪ରୁ ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରସ୍ତାବକୁ ରାଜ୍ୟପାଳ ୩ଥର ଖାରଜ କରିବା ପରେ ଶେଷରେ ଅନୁମତି ଦେଇଛନ୍ତି । ଏହା ଦ୍ୱାରା ଗେହଲଟ ସରକାର ଆଶ୍ୱସ୍ତି ହୋଇଛି । ସଚିନ…

କରୋନାର ଲମ୍ବା ଲମ୍ଫ, ଗୋଟିଏ ଦିନରେ ରେକର୍ଡ ୫୨ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଲମ୍ଫ । ଏକାଥରକେ ୫୨ ହଜାର ପାର୍ । ଗତ ୨୪ ଘଣ୍ଟାରେ ସାମନାକୁ ଆସିଛି ୫୨ ହଜାର ୧୨୩ ନୂଆ ପଜିଟିଭ୍ କେସ୍ । ପ୍ରଥମ ଥର ଏତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ପାଖାପାଖି ପହଞ୍ଚି…

ଏହି ମନ୍ଦିରରେ ପ୍ରସାଦ ଭାବେ ଠାକୁରଙ୍କୁ ଅର୍ପଣ ହେଉଛି ମାସ୍କ !

ବାରାଣସୀ: ଦେଶରେ ଭୟଙ୍କର ରୂପ ନେବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ ପାଖାପାଖି ୫୦ ହଜାର ନୂଆ ଆକ୍ରାନ୍ତ ଦେଶରେ ଚିହ୍ନଟ ହେଉଛନ୍ତି। କରୋନା ଯୋଗୁଁ ଅନେକ ସ୍ଥାନରେ ଲାଗିଛି ଅନେକ ପ୍ରକାରର କଟକଣା । ଏହି ସଙ୍କଟ ସମୟରେ ସବୁ ଧାର୍ମିକ ସ୍ଥାନରେ ମଧ୍ୟ ରୀତିନୀତି ସବୁକୁ ବନ୍ଦ…

ଚର୍ଚ୍ଚାରେ ପାକିସ୍ତାନୀ କରୋନା ସେଲ୍‌ଫି !

ପାକିସ୍ତାନ: କ୍ରିକେଟର୍‌ଙ୍କ ସହ ସେଲ୍‌ଫି ନେବା ଓ ତାକୁ ସୋସିଆଲ ମିଡିଆରେ ଅପଲୋଡ୍ କରି କ୍ରେଡିଟ୍ ନେବାକୁ ବହୁତ ମଜା ମିଳେ । ହେଲେ ସେହି ମଜା ଯଦି ଆପଣଙ୍କ ପାଇଁ ସଜା ପାଲଟିଯାଏ, ତେବେ କ'ଣ କରିବେ ଆପଣ ? ଜଣେ ପାକିସ୍ତାନୀ କ୍ରିକେଟ୍ ଫ୍ୟାନ୍ ମହମ୍ମଦ ସାହାବ ଘୋରୀକୁ ସେଲ୍‌ଫି ନେବା…