Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ଟଳିଲା : ଅଶରଫ ଘନି ଓ ଅବଦୁଲ୍ଲାଙ୍କ ମଧ୍ୟରେ ବୁଝାମଣା

କାବୁଲ: ଦୀର୍ଘ ଦିନ ପରେ ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ଟଳିଛି । ରାଷ୍ଟ୍ରପତି ଅଶରଫ ଘନି ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟରେ କ୍ଷମତା ନେଇ ବୁଝାମଣା ହୋଇଛି । ଅଶରଫ ରାଷ୍ଟ୍ରପତି ପଦ ସମ୍ଭାଳିବେ ଏବଂ ଅବଦୁଲ୍ଲାଙ୍କ ନିୟନ୍ତ୍ରଣରେ ମନ୍ତ୍ରାଣାଳୟ ରହିବ ।…

୮ ଲକ୍ଷ ଲୋକଙ୍କ ହତ୍ୟା ପଛରେ ହାତ ଥିବା କୁଖ୍ୟାତ ଅପରାଧୀ କବୁଗା ଫ୍ରାନ୍ସରେ ଗିରଫ

ପ୍ୟାରିସ :୮ ଲକ୍ଷ ଲୋକଙ୍କ ହତ୍ୟା ପଛରେ ହାତ ଥିବା ଆଫ୍ରିକାର ମୋଷ୍ଟ ୱାଣ୍ଟେଡ୍ ମ୍ୟାନ୍  ଲିସିଫେଆନ କବୁଗା ଫ୍ରାନ୍ସରେ ଲୁଚି ଗିରଫ ହୋଇଛନ୍ତି । କବୁଗା ମିଛ ପରିଚୟ ପତ୍ରରେ ପ୍ୟାରିସ୍‌ରେ ୨୫ ବର୍ଷ ହେଲା ପୁଲିସ୍‌କୁ ଚକମା ଦେଖାଇ ଲୁଚି ରହୁଥିଲା । ଆଫ୍ରିକାର ରୱାଣ୍ଡାରେ ୧୯୯୪ରେ ୩ ମାସରୁ…

ତାଲାବନ୍ଦ ପାର୍ଟ-୪: କ’ଣ ରହିବ ଖୋଲା କ’ଣ ରହିବ ବନ୍ଦ ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ବଢ଼ିଲା ଲକଡାଉନ ଅବଧି । ଲାଗୁହେଲା ତାଲାବନ୍ଦର ପାର୍ଟ-୪ । କରୋନା ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସାରା ଦେଶରେ ଲକଡାଉନ୪.୦ ଲାଗୁ କରିବା ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମେ’ ୩୧ ଯାଏଁ ଏହାକୁ ବୃଦ୍ଧି କରାଯାଇଛି । ତେବେ ଏହି ସମୟରେ କ’ଣ ସବୁ…

ଶାହୀଦ ଆଫ୍ରିଦୀଙ୍କୁ ଗୌତମଙ୍କ ଗମ୍ଭୀର ଜବାବ : ‘କଶ୍ମୀର ତୁମକୁ ମିଳିବ ନାହିଁ’

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହୀଦ ଆଫ୍ରିଦୀଙ୍କୁ ଭାରତର ପୂର୍ବତନ କ୍ରିକେଟର ଏବଂ ସାଂସଦ ଗୌତମ ଗମ୍ଭୀର କଡା ସମାଲୋଚନା କରିଛନ୍ତି । ଆଫ୍ରିଦୀ ନିକଟରେ କଶ୍ମୀର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅଭଦ୍ର ଭାଷାର ପ୍ରୟୋଗ କରିଥିଲେ । ସେ ମୋଦୀଙ୍କ ଭୟାଳୁ ଓ…

ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ । ଚତୁର୍ଥ ପର୍ଯ୍ୟାୟ ପାଇଁ ଦେଶରେ ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯିବ । ଆସନ୍ତାକାଲିଠୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁ ହେବ । ଲକଡାଉନ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟକୁ ଏନ୍‌ଡିଏମ୍‌ଏ ନିର୍ଦ୍ଦେଶ ଦେଇଛି । ଚତୁର୍ଥ ପର‌୍ୟ୍ୟାୟ…

ରାଷ୍ଟ୍ରପତି ଭବନରେ ପଶିଲା କରୋନା, ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରି ଚାଲିିଛି କରୋନା । ଏବେ କରୋନାର ପାଦ ରାଷ୍ଟ୍ରପତି ଭବନରେ ପଡିଛି । ରାଷ୍ଟ୍ରପତି ଭବନରେ ନିଯୁକ୍ତି ପାଇଥିବା ଜଣେ ଆସିଷ୍ଟାଣ୍ଟ କମିଶନର ଅଫ ପୁଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି…

ଚୀନ୍ ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ମୃତ୍ୟୁ, ବନ୍ଦ ଘରୁ ମିଳିଲା ମୃତଦେହ

ଜେରୁସେଲମ: ଇସ୍ରାଏଲରେ ଚୀନ୍ ରାଷ୍ଟ୍ରଦୂତ ଡୁ ୱେଇଙ୍କ ସନ୍ଦେହଜନକ ଭବେ ମୃତ୍ୟୁ ହୋଇଛି । ରବିବାର ଦିନ ତେଲ ଅବିବ ସ୍ଥିତ ବନ୍ଦ ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି । ଇସ୍ରାଏଲ ଗଣମାଧ୍ୟମର ସୂଚନାନୁସାରେ, ଘଟଣା ସାମ୍ନାକୁ ଆସିବା ପରେ…

ଆଜି ବିଶ୍ୱ ଟେଲି-କମ୍ୟୁନିକେସନ ଓ ସୂଚନା ସମାଜ ଦିବସ

ଭୁବନେଶ୍ୱର : ପ୍ରତିବର୍ଷ ମେ ୧୭ କୁ ବିଶ୍ୱ ଟେଲି-କମ୍ୟୁନିକେସନ ଓ ସୂଚନା ସମାଜ ଦିବସ ଭାବେ ପାଳନ ହୋଇଆସୁଛି । ଇଣ୍ଟରନେଟ୍ ଓ ଟେଲିଫୋନର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟରେ ପାଳିତ ହୋଇଆସୁଛି ଏହି ଦିବସ । ୧୯୬୯ ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି । ପ୍ରତିବର୍ଷ…

ସୋନିଆଙ୍କୁ ହାତ ଯୋଡିଲେ ସୀତାରମଣ, କହିଲେ, ଶ୍ରମିକଙ୍କୁ ନେଇ ରାଜନୀତି କରନ୍ତୁନି

ନୂଆଦିଲ୍ଲୀ: କରୋନା ସଂକଟ ଦେଇ ଏବେ ଦେଶ ଗତି କରୁଛି । ଶହ ଶହ ହଜାର ହଜାର କିଲୋମିଟର ଚାଲି ଚାଲି ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ତେବେ ନିଜ ରାଜ୍ୟକୁ ଫେରିବା ପୂର୍ବରୁ ଏମାନଙ୍କୁ ଦୁର୍ଦ୍ଧଶା ବଢ଼ି ଯାଉଛି । ପ୍ରତିଦିନ ପ୍ରବାସୀ ଶ୍ରମିକଙ୍କ ହୃଦୟ ବିଦାରକ ଚିତ୍ର ସାମ୍ନାକୁ…

‘ଅମ୍ଫାନ’ ମୁକାବିଲା: ଓଡ଼ିଆରେ ୧୦ ଏନ୍‌ଡିଆର୍‌ଏଫ୍ ଟିମ୍ ମୁତୟନ

ନୂଆଦିଲ୍ଲୀ: ଧୀରେ ଧୀରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ସମୁଦ୍ରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ । ଏହାକୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ବା ଏନ୍‌ଡିଆର୍‌ଏଫ୍‌ର ୧୭ଟି ଟିମ୍‌କୁ ଓଡିଶା ଏବଂ ପଶ୍ଚିମବଙ୍ଗରେ ମୁତୟନ…