Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକ୍‌-ଡାଉନ୍ ଭଙ୍ଗ; ମାଡ ବଦଳରେ ମିଳୁଛି ଯୋଗାସନ ଦଣ୍ଡ !

ମହାରାଷ୍ଟ୍ର: ଲକ୍‌-ଡାଉନ୍ ଭାଙ୍ଗି ସକାଳେ କରୁଥିଲେ ପ୍ରାତଃ ଭ୍ରମଣ । ଧରାପଡିଥିଲେ ପୋଲିସ ହାତରେ । ହେଲେ ମାଡ ବଦଳରେ ଦଣ୍ଡ ସ୍ୱରୂପ ମିଳିଥିଲା ଯୋଗାସନ କରିବା ପାଇଁ ନିର୍ଦ୍ଦେଶ । ପୁଣେ ପୋଲିସର ଏପରି ପଦକ୍ଷେପ ସାରା ଭାରତରେ ଚର୍ଚ୍ଚା ସାଉଣ୍ଟିଛି । #WATCH Maharashtra: Police…

କରୋନା ମହାମାରୀର କରାଳ ଛାୟା ମଧ୍ୟରେ ସମ୍ପନ୍ନ ହେଲା ଦକ୍ଷିଣ କୋରିଆ ନିର୍ବାଚନ

ସିଓଲ:କରୋନା ମହାମାରୀର କରାଳ ଛାୟା ମଧ୍ୟରେ ସମ୍ପନ୍ନ ହୋଇଛି ଦକ୍ଷିଣ କୋରିଆର ସାଧାରଣ ନିର୍ବାଚନ । ୩୦୦ ସିଟ ବିଶିଷ୍ଟ ଦକ୍ଷିଣ କୋରିଆ ସଂସଦରେ ମୁନ ଜେ ଇନଙ୍କ ଡେମୋକ୍ରାଟିକ ପାର୍ଟି ୧୬୩ ସିଟ ହାସଲ କରିଛି । ଏଥିସହ ମୁନ ଜେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି । ଏହାର ସହଯୋଗୀ…

ଢୋଲ ବଜାଇ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛି ପାକିସ୍ତାନ !

ପାକିସ୍ତାନ: ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି ପାକିସ୍ତାନୀ ହସ୍ପିଟାଲର ଏହି ଭିଡିଓ । ଏହି ଭିଡିଓଟିକୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର ଶେୟାର କରିଛନ୍ତି । ଭିଡିଓରେ କିଛି ଡାକ୍ତର କରୋନାଭାଇରସ୍ ୱାର୍ଡରେ ଢୋଲ ବଜାଇ ନାଚିବାରେ ଦେଖିବାକୁ ମିଳିଛି ।…

ଲକ୍‌ଡାଉନ୍ ନୁହେଁ କରୋନା ଭୂତାଣୁର ସ୍ଥାୟୀ ସମାଧାନ: ରାହୁଲ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତ ସଂଖ୍ୟା । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ନେଇ ନୂଆ ଗାଇଡଲାଇନ୍ ମଧ୍ୟ ଜାରି ହୋଇସାରିଛି । ତେବେ ବିରୋଧୀ ଏହାକୁ ନେଇ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କରୋନା ଓ…

ମାଗଣା ଗ୍ୟାସ ସିଲିଣ୍ଡର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ ଦେଖାଦେଇଥିବା ସାମାଜିକ-ଅର୍ଥନୈତିକ ଚାପର ମୁକାବିଲା କରିବା ନିମନ୍ତେ ଆସନ୍ତା ୩ ମାସ ପାଇଁ ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣାରେ ଗ୍ୟାସ ସିଲିଣ୍ଡର ଦେବାକୁ ଭାରତ ସରକାର ଘୋଷଣା କରିଛନ୍ତି । ଏପ୍ରିଲ ପହିଲାରୁ ଜୁନ ୩୦, ୨୦୨୦ ପର୍ଯ୍ୟନ୍ତ ଏହି ସୁବିଧା…

ସୋସିଆଲ ମିଡିଆରେ ଏପରି କାହିଁକି କହିଲେ ସୁପରଷ୍ଟାର୍ ସଲମାନ୍ ଖାନ୍ !

ମୁମ୍ବାଇ: ସୋସିଆଲ୍ ମିଡିଆରେ ଆଉ ଏକ ସଚେତନତା ଭିଡିଓ ଶେୟାର କଲେ ବଲିଉଡ ଦବଙ୍ଗ ସଲମାନ୍ ଖାନ୍ । କରୋନାକୁ ହରେଇବା ପାଇଁ ଘରେ ରହିବା ସହ ସରକାରୀ ନିର୍ଦ୍ଦେଶକୁ ମାନିବାକୁ ଲୋକଙ୍କୁ କଲେ ଅନୁରୋଧ । View this post on Instagram…

ଶ୍ରୀରାମ ଓ ସୀତାଙ୍କ ଠାରୁ ପତି-ପତ୍ନୀ ଶିଖିବା ଉଚିତ ଏହିସବୁ କଥା

ଭୁବନେଶ୍ୱର: ଲକଡାଉନ ଯୋଗୁଁ ଦୂରଦର୍ଶନରେ ଚାଲିଛି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରାମାୟଣ । ହିନ୍ଦୁ ପାଠରେ ରାମାୟଣର ଅନେକ ମହତ୍ତ୍ୱ ରହିଛି । ଏହା କହିବା ଭୁଲ୍ ହେବ ନାହିଁ ଯେବେଠାରୁ ରାମାୟଣ ଟିଭିରେ ଆରମ୍ଭ ହୋଇଛି, ପ୍ରତେହ ଦିନକୁ ୨ ଘଣ୍ଟା ଆଧ୍ୟାତ୍ମିକ ଚେତନାର ଅତିବାହିତ ହେଉଛି ।…

ସହାୟତାର ହାତ ବଢାଇଲା ଚୀନ; ଭାରତକୁ ଦେଲା ୬୫୦,୦୦୦ ମେଡିକାଲ କିଟ୍

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗୁରୁବାର ଦିନ ଏହା ୧୨,୩୮୦କୁ ଛୁଇଁଛି। ଯାହାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଦେଶରେ…

ସାବଧାନ୍ ! କୋଭିଡ-୧୯ ସଂକ୍ରମଣର ମାଧ୍ୟମ ସାଜିପାରେ ଏୟାର କଣ୍ଡିସନ୍

ନୂଆଦିଲ୍ଲୀ: ଲକ୍‌-ଡାଉନ ପରେ ବି ଦେଶରେ କରୋନା ମହାମାରୀ ବ୍ୟାପକ ପ୍ରଭାବ ଦେଖାଉଛି । କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଙ୍କଟରୁ ବଂଚିବା ପାଇଁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏୟାର କଣ୍ଡିସନ ମାଧ୍ୟମରେ ସଂକ୍ରମିତ ହୋଇପାରେ…

ଗାଡି ଛାଡିଲାନି ପୋଲିସ, ଅସୁସ୍ଥ ବାପାକୁ କାନ୍ଧରେ ବୋହି ନେଲା ପୁଅ

କେରଳ: କରୋନା ପାଇଁ ସାରା ଦେଶ ଲକଡାଉନ୍ । କିନ୍ତୁ ମେଡିକାଲ ଏବଂ ଜରୁରୀ କାମ ପାଇଁ ଲୋକଙ୍କୁ ଯିବା ଆସିବା କରିବାକୁ ଅନୁମତି ମିଳିଛି । ହେଲେ ଅନେକ ସ୍ଥାନରେ ପୋଲିସ ସରକାରଙ୍କ ଏହି ନିର୍ଦ୍ଦେଶକୁ ମାନୁନି । ଲକଡାଉନ୍ ଯୋଗୁଁ ପୋଲିସ ଗାଡି ନଛାଡିବାରୁ ଅସୁସ୍ଥ ବାପାଙ୍କୁ କାନ୍ଧରେ ବୋହି…