Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିକଟକ ବ୍ୟବହାରକାରୀଙ୍କ ପାଇଁ ବିପଦ ଘଣ୍ଟି,: ଡବ୍ଲ୍ୟୁଏଚଓ ଆକାଉଣ୍ଟରୁ ନକଲି ଭିଡିଓ ସେୟାର କଲେ ହ୍ୟାକର    

ନୂଆଦିଲ୍ଲୀ: ଗୁଗୁଲ ପ୍ଲେ ଷ୍ଟୋରରେ ଏକ ବିଲିୟନରୁ ଅଧିକ ଥର ଡାଉନଲୋଡ୍ ହୋଇଥିବା ଏକ ଛୋଟ ଭିଡିଓ ଆପ୍ ଟିକଟକରେ ଏକ ବଡ ତ୍ରୁଟି ଘଟିଛି। ଟିକଟକର ଏହି ତ୍ରୁଟିର ଫାଇଦା ଉଠାଇ ହ୍ୟାକର୍ସମାନେ ଯେକୌଣସି ଉପଭୋକ୍ତାଙ୍କ ଟାଇମଲାଇନରେ ନକଲି ଭିଡିଓ ସେୟାର କରିପାରିବେ | ଟିକଟକ ର ଏହି ବଗ ଦୁଇ…

ମାଆ କରୋନା ପଜିଟିଭ ଚିହ୍ନଟ ପରେ ନର୍ସଙ୍କ ଦାୟିତ୍ୱରେ ତିନି ମାସର ଶିଶୁ

ରାୟପୁର : ଡାକ୍ତରଖାନାରେ ନର୍ସଙ୍କ କୋଳରେ ତିନି ମାସର ଶିଶୁ । ତାର ଏବେ ସବୁ ଦାୟିତ୍ୱ ନେଇଛନ୍ତି ଏହି ଦୁଇ ନର୍ସ । ମାଆଠୁ ତାକୁ ଦୂରେଇ ରଖାଯାଇଥିବାରୁ ପିଲାଟି ଏବେ ନର୍ସଙ୍କ ପାଖରେ । କାରଣ ମାଆ କରୋନା ପଜିଟିଭ ଜଣାପଡିବା ପରେ ପିଲାଟିକୁ ଅଲଗା ରଖାଯାଇଛି । ଏ ଦୃଶ୍ୟ ହେଉଛି ଛତିଶଗଡ…

ମେ’ ୧୫ ଯାଏଁ ବଢ଼ିଲା ଗାଡି ଓ ସ୍ୱାସ୍ଥ୍ୟ ବୀମା ଅବଧି

ନୂଆଦିଲ୍ଲୀ: ମେ’ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଏବଂ ସ୍ୱାସ୍ଥ୍ୟ ବୀମା ଅବଧି। କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ବର୍ତ୍ତମାନ ମେ’ ୧୫ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ଏପ୍ରିଲ ୨୧ ଯାଏ ବୃଦ୍ଧି ପାଇଥିଲା। ତେବେ କେବଳ ମୋଟର ଥାର୍ଡ ପାର୍ଟି…

କିମ ଜୋଙ୍ଗ ଅସୁସ୍ଥ ! ଜେଜେବାପାଙ୍କ ସମ୍ମାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେନି

ପେଙ୍ଗୟୋଙ୍ଗ: ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଅସୁସ୍ଥ ଥିବା ନେଇ ଅନ୍ତର୍ଜାତୀୟସ୍ତରର ବିଭନ୍ନ ଗଣମାଧ୍ୟମ ସନ୍ଦେହ ବ୍ୟକ୍ତ କରିଛନ୍ତି। ବୁଧବାର ତାଙ୍କ ଜେଜେବାପା କିମ ଟୁ ସୋଙ୍ଗଙ୍କ ସମ୍ମାନରେ ଆୟୋଜିତ ହେଉଥିବା ଉତରକୋରିଆ ବାର୍ଷିକ ଦିବସରେ ସେ ଯୋଗ ଦେଇ ନ ଥିଲେ । ୨୦୧୧ରେ…

ଭିଡିଓ ମିଟିଂ ପାଇଁ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ : ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଭାରତରେ ଭିଡିଓ କଲିଂ ଓ ମିଟିଂ ପାଇଁ ବହୁଳ ଭାବରେ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଇଛି । ଏଥି ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟ ପାଇଁ କର୍ମଚାରୀ ଓ ଅଫିସରେ ଏହି ଜୁମ୍ ଆପ୍ ବ୍ୟବହାର ନେଇ କଟକଣା…

ବଲିଉଡରେ କରୋନା: ଏହି ତାରକାଙ୍କ କର୍ମଚାରୀ ହେଲେ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ସାରା ପରିବାର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଖାନଙ୍କ ଝିଅ ଫରହା ଖାନ ଅଲି (ଜ୍ଵେଲାରୀ ଡିଜାଇନର) ଙ୍କ ଘର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନନ୍ତି । ଫରହା ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଫରହା ଟ୍ଵିଟୱେବ ଲେଖିଛନ୍ତି ଯେ,ତାଙ୍କ ଘରର ଜଣେ କର୍ମଚାରୀ କରୋନା…

୩୨୫ ଜିଲ୍ଲାରେ କରୋନା ସଂକ୍ରମଣ ହୋଇନି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭାରତରେ ୧୨ ହଜାର ଅତିକ୍ରମ କରିସାରିଲାଣି । ତେବେ ଦେଶର ପ୍ରାୟ ୩୨୫ ଜିଲ୍ଲାରେ ହୋଇନି କରୋନା ସଂକ୍ରମଣ । ଏହି ସବୁ ଜିଲ୍ଲାରୁ ଗୋଟିଏ ହେଲେ କରୋନା ମାମଲା ଆସିନାହିଁ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା…

କରୋନା ଆତଙ୍କ; ଆଖି ବୁଜିଲା ୨୯ ଦିନର ଶିଶୁ !

ଫିଲିପାଇନ୍ସ: କରୋନାଭାଇରସଠୁ ହାର୍ ମାନିଲା ବିଶ୍ୱର ସର୍ବକନିଷ୍ଠ ରୋଗୀ । କରୋନାଭାଇରସରେ ଆକ୍ରାନ୍ତ ୨୯ଦିନର ଶିଶୁଟି ମଙ୍ଗଳବାର ଦକ୍ଷିଣ ମାନିଲାର ବାତାଙ୍ଗାସ୍ ଅଂଚଳରେ ପ୍ରାଣ ହରାଇଥିଲା । THE Department of Health (DoH) on Tuesday confirmed that the youngest…

କରୋନା ସଂକ୍ରମଣଙ୍କ ଶବରୁ ମଧ୍ୟ ସଂକ୍ରମିତ ହେବାର ଭୟ ସୃଷ୍ଟି ହେଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣଙ୍କ ଶବରୁ ମଧ୍ୟ ସଂକ୍ରମିତ ହେବାର ଭୟ ସୃଷ୍ଟି ହେଲା । ଥାଇଲାଣ୍ଡରେ ଏହିଭଳି ଏକ ରିପୋର୍ଟ ହସ୍ତଗତ ହୋଇଛି । ଥାଇଲାଣ୍ଡର ଏକ ଶବ ପରୀକ୍ଷକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ପରେ ଏହା ସ୍ପଷ୍ଟ ହୋଇଛି । ଶବ ରହୁଥିବା ସ୍ଥାନ, ମଶାଣି ଏବଂ ଶବ ବାହକ ଗାଡି ସହ…

ଏପ୍ରିଲ ୨୦ରୁ ପୁନଃ ସେବା ପ୍ରଦାନ କରିବେ ଆମାଜନ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ ସାଇଟ !

ନୂଆଦିଲ୍ଲୀ: ଫ୍ଲିପକାର୍ଟ, ଆମାଜନ ଏବଂ ପେଟିଏମ୍ ମଲ୍ ଭଳି ଅନ୍ଲାଇନ୍ କମ୍ପାନୀଗୁଡିକ ଏପ୍ରିଲ ମାସ ୨୦ ପରେ ସମ୍ପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି। ବୁଧବାର ଦିନ ଗୃହ ମନ୍ତ୍ରଣାଳୟ ଲକଡାଉନ ବିସ୍ତାର ସମୟରେ ଅନୁସରଣ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିବା ପରେ…