Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ପେନରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି

ମାଡ୍ରିଡ: କରୋନା ଭାଇରସର କରାଳ କବଳରୁ ସ୍ପେନ ଖସୁଛି । ୨ ସପ୍ତାହ ବ୍ୟାନ ପରେ ଏବେ ସେଠାରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ସରକାର ଲକଡାଉନ ନିୟମରେ କେତେକ କୋହଳ କରିଛି । ସୋମବାର କେତେକ କମ୍ପାନୀକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ସ୍ଥାନୀୟ ପୋଲିସ ମେଟ୍ରୋ ଷ୍ଟେଶନରେ ହଜାର…

ଲକଡାଉନ୍ ଅବଧି ବୃଦ୍ଧି କଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ତାମିଲନାଡୁରେ ବଢ଼ିଲା ଲକଡାଉନ୍ ଅବଧି । ଦେଶର ୭ମ ରାଜ୍ୟ ଭାବେ ତାମିଲନାଡୁ ତାର ଲକଡାଉନ ଅବଧିକୁ ୩୦ ଯାଏଁ ବୃଦ୍ଧି କରିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, କରୋନା ମୁକାବିଲା ପାଇଁ ଲକଡାଉନକୁ…

ପାକିସ୍ତାନ ସେନାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇ ପାଇଲଟ ମୃତ୍ୟୁ

ଲାହୋର: ପାକିସ୍ତାନର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ପାଇଲଟଙ୍କ ମୃତ୍ୟୁ ଘଟିଛି । ସୋମବାର ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶରେ ନିୟମିତ ଅଭ୍ୟାସ କରୁଥିବା ସମୟରେ ସେନାଙ୍କ ଏହି ଦୁର୍ଘଟଣା ପଞ୍ଜାବ ପ୍ରଦେଶ ଅଞ୍ଚଳରେ ହୋଇଥିଲା ।  ବିମାନର ଉଭୟ ପାଇଲଟ ମେଜର ଓମାର ଏବଂ…

କରୋନା ଲକ୍‌-ଡାଉନ୍‌; ଅର୍ଡର କଲେ ଡ୍ରୋନ୍ ପହଂଚାଉଛି ଗୁଟଖା ଓ ପାନମସଲା !

ଗୁଜରାଟ: ସାରା ଦେଶରେ ଲକ୍‌-ଡାଉନ୍ । ସଙ୍ଗରୋଧ ଓ ସାମାଜିକ ଦୂରତ୍ୱକୁ ଅବଲମ୍ବନ କରୁଛନ୍ତି ଦେଶବାସୀ । ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ମୁଖ୍ୟତଃ ନିଶାଦ୍ରବ୍ୟ ଗୁଡିକ ଉପରେ ପ୍ରତିବନ୍ଧକ ଲାଗିଛି । ହେଲେ ନିଶାଦ୍ରବ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଖାତିର କରୁନାହାନ୍ତି ଗୁଜରାଟ…

୧୪ ଦିନ ହେବ ୧୫ ରାଜ୍ୟର ୨୫ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିିଁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କଂଟେନମେଂଟ ଜୋନ୍ ଘୋଷଣା ଫଳରେ ଦେଶକୁ ସଫଳତା ମିଳିଛି । ଗତ ୧୪ ଦିନରେ ପ୍ରାୟ ୧୫ ରାଜ୍ୟର ୨୫ଟି ଜିଲ୍ଲାରୁ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ପୂର୍ବରୁ ଏହି ସବୁ ଜିଲ୍ଲା ସଂକ୍ରମିତ ଚିହ୍ନଟ ହୋଇଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ…

୮ ଲୋକଙ୍କ ଦାୟିତ୍ୱହୀନତା ଯୋଗୁ ୧୯୧୭ ସଂକ୍ରମିତ ହେଲେ

ନୂଆଦିଲ୍ଲୀ: କରୋନା ଭାଇରସକୁ ରୋକିବା ପାଇଁ ସାରା ବିଶ୍ୱରେ ତତ୍ପରତା ପ୍ରକାଶ ପାଇଛି । ତେବେ କେତେଜଣଙ୍କ ଦାୟିତ୍ୱହୀନତା ଯୋଗୁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଯାଇଥିଲା । ରିପୋର୍ଟ ମୁତାବକ ଦିଲ୍ଲୀ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ବିହାର ଓ ରାଜସ୍ଥାନରେ ମାତ୍ର ୮ଜଣ ଲୋକଙ୍କ…

ସ୍ତ୍ରୀର କେମୋଥେରାପୀ ପାଇଁ ୧୪୦ କିମି ସାଇକେଲ ଚଳାଇଲେ ଦିନ ମଜୁରିଆ !

ତାମିଲନାଡୁ : ସାରା ଦେଶରେ ଲକ୍-ଡାଉନ୍ ପାଇଁ ଲୋକଙ୍କର ଅଗଣିତ ଅଭିଯୋଗ । ହେଲେ ସମସ୍ତ ବାଧାବିଘ୍ନକୁ ଆଡେଇ ଜଣେ ବ୍ୟକ୍ତି ସାଇକେଲରେ ସ୍ତ୍ରୀକୁ ବସାଇ ୧୪୦ କିମି ଅତିକ୍ରମ କରି ହସ୍ପିଟାଲରେ ପହଂଚିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ୬୫ବର୍ଷୀୟ ଦିନ ମଜୁରିଆ ଅରିଭଜାଗନ । ମାର୍ଚ୍ଚ ୩୧ରେ…

ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ମଦ ବିକ୍ରି ଓ ହୋମ୍ ଡେଲିଭରୀ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ମଦ କମ୍ପାନୀ । ଲକ୍‌ଡାଉନ୍ ଯୋଗୁଁ ମଦ ଦୋକାନଗୁଡିକ ବନ୍ଦ ରହିଛି । ତେଣୁ ଏଥିପାଇଁ ଅନେକ କ୍ଷତି ସହୁଛନ୍ତି ମଦ ବ୍ୟବସାୟୀ । ଯେଉଁ ସ୍ଥାନରେ କରୋନା ବ୍ୟାପି ନାହିଁ ସେହି…

କରୋନା ଲକଡାଉନ: ଅଫିସକୁ ଫେରୁଛନ୍ତି କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ସରିବାର ଗୋଟିଏ ଦିନ ପୂର୍ବରୁ ତଥା ସୋମବାର ଦିନ କିଛି କେନ୍ଦ୍ର ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ ନିଜନିଜର ଅଫିସକୁ ଯିବା ଆରମ୍ଭ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କୋଭିଡ-୧୯ ଲକଡାଉନ ବେଳେ ଘରୁ କାର୍ଯ୍ୟ କରୁଥିବା…

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର ପଣା ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ଏହି ଅବସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଟ୍ୱିଟ୍ କରି ପବିତ୍ର ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା…