Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଫଗାନିସ୍ତାନ ରାଷ୍ଟ୍ରପତି ଭବନର ୨୦ ସଦସ୍ୟ କରୋନା ସଂକ୍ରମିତ

କାବୁଲ: ସମସ୍ତ ପ୍ରକାର ସତର୍କତା ସର୍ତେ କରୋନା ଭାଇରସ ଆଫଗାନିସ୍ତାନରେ ନିୟନ୍ତ୍ରଣ ବାହାରକୁ ଯାଉଛି । ଶନିବାର ମିଳିଥିବା ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନର ୨୦ ସଦସ୍ୟ କରୋନା ପଜିଟିଭ ଥିବା ଜଣାପଡିଛି । କରୋନା ସଂକ୍ରମଣ ନେଇ ଆଫଗାନିସ୍ତାନରେ ଆତଙ୍କ ଦେଖାଦେଇଛି । ଏଠାରେ…

ଏସିଆର ଟ୍ୟୁଲିପ ଗାର୍ଡେନରେ ୧୩ ଲକ୍ଷ ଫୁଲ, ଦେଖିବାକୁ କେହି ନାହାନ୍ତି

ଶ୍ରୀନଗର: ଏସିଆର ସବୁଠାରୁ ବଡ ଫୁଲ ବଗିଚା ଟ୍ୟୁଲିପ୍ ଗାର୍ଡେନରେ ନୂଆ ଋତୁ ଆସିଛି କହିଲେ ଭୁଲ ହେବ ନାହିଁ । ୩୦ ହେକ୍ଟର ବିଶିଷ୍ଟ ଇନ୍ଦିରାଗାନ୍ଧୀ ମେମୋରିଆଲ ଟ୍ୟୁଲିପ୍ ଗାର୍ଡେନରେ ୧୩ ଲକ୍ଷ ଫୁଲ ଫୁଟିଛି । ତାହା ପୁଣି ୫୫ ପ୍ରକାରର । ଯାହାକୁ ଦେଖିବାକୁ ପର୍ଯ୍ୟଟକ ଓ ଫୁଲପ୍ରେମୀ ମାନେ…

‘ବେଙ୍ଗଲ୍ କେମିକାଲ୍ସ’ ଉତ୍ପାଦନ କରିବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା; ମିଳିଲା ଲାଇସେନ୍ସ

କୋଲକାତା: କରୋନା ନିରାକରଣର ଟୀକା କିମ୍ବା ଚିକିତ୍ସା ଲାଗି ଏହି ରୋଗର ଔଷଧ ଉଦଭାବନ ହୋଇପାରିନାହିଁ । ମାତ୍ର ଆଣ୍ଟି ମ୍ୟାଲେରିଆ ଟାବଲେଟ୍ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏବେ ମୃତ୍ୟୁ ସଞ୍ଜିବନୀ ପରି କାର୍ଯ୍ୟରେ ଲାଗିପାରୁଛି । ଏହି ଟାବଲେଟ୍ ଉତ୍ପାଦନ କରିବାକୁ ‘ବେଙ୍ଗଲ୍ କେମିକାଲ୍ସ’କୁ…

୨୧ ବିଦେଶୀ ତବଲିଗ ଜମାତିଙ୍କୁ ଧରିଥିବା ପୋଲିସ ଇନ୍ସପେକ୍ଟର କରୋନା ଭାଇରସରେ ଆକ୍ରାନ୍ତ

ମୁମ୍ବାଇ: କରୋନା କବଳରୁ ଦେଶକୁ ବଂଚାଇବାକୁ ଯାଇ ଜଣେ ପୋଲିସ ଇନ୍ସପେକ୍ଟର କରୋନା ଭାଇରସ ଆକ୍ରାନ୍ତ ହୋଇଛି । ତବଲିଗ ଜମାତର ୨୧ ବିଦେଶୀ ସଦସ୍ୟ (ବାଂଲାଦେଶର ୧୩ ଏବଂ ମାଲେସିଆର ୮ଜଣ)ଙ୍କୁ ସେ ଗିରଫ କରିଥିଲେ । ତାଙ୍କ ନିକଟରେ କରୋନା ପଜିଟିଭ ବାହାରିବା ପରେ ଇନ୍ସପେକ୍ଟରଙ୍କ ସହ କାମ କରିଥିବା…

ଭିଡିଓ କନଫେରେନ୍ସରେ ଗଂଜେଇ ସହ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ !

ମୁମ୍ବାଇ: ପୁଣି ବିବାଦରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ତେବେ ଏଥର କଳକୀଙ୍କ ସହ ଲଢେଇ, CAA କୁ ବିରୋଧ କିମ୍ବା କୌଣସି ଫିଲ୍ମର କାହାଣୀକୁ ନେଇ ନୁହେଁ ବରଂ ତାଙ୍କ ବିରୋଧରେ ଆସିଛି ଗଂଜେଇ ଟାଣିବା ଅଭିଯୋଗ । Hello @MumbaiPolice ,will you please look into…

ମୁଁ ୨୪ ଘଣ୍ଟା ଆପଣଙ୍କ ସହ ରହିଛି: ମୋଦି

ନୂଆଦିଲ୍ଲୀ: ମୁଁ ୨୪ ଘଂଟା ଆପଣଙ୍କ ସହ ଉପଲବ୍ଧ ରହିଛି । କୋଭିଡ-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କିଛି ପ୍ରସ୍ତାବ କିମ୍ବା କିଛି କହିବାକୁ ଚାହୁଁଥିଲେ ମୋତେ ସିଧାସଳଖ କହିପାରିବେ । ଆମେ କାନ୍ଧକୁ କାନ୍ଧରେ ମିଶାଇ ଚାଲିବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ…

ଲକ୍‌ଡାଉନ୍ ଅବଧି ବଢ଼ାଇବାକୁ ମୋଦିଙ୍କୁ ପ୍ରସ୍ତାବ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଏହାର ମୁକାବିଲା ପାଇଁ ୨୧ ଦିନିଆ ତାଲାବନ୍ଦ ଅବଧିକୁ ବଢ଼ାଯିବ ନା ନାହିଁ ସେ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ ଭିଡିଓ କନଫରେନ୍ସିଂ ଜରିଆରେ…

ଲକ୍‌ଡାଉନ ହିରୋ: ମୁମ୍ବାଇର ଅଟିଷ୍ଟିକ୍ ଶିଶୁ ପାଇଁଁ ଜରୁରୀ ଓଟ କ୍ଷୀର ରାଜସ୍ଥାନରୁ ପହଞ୍ଚିଲା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ଗାଡି ମଟର ଚଳାଚଳ ଉପରେ କଟକଣା ଲାଗିଛି । ଦୋକାନମାନଙ୍କରେ ଗ୍ରୋସରି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ତ ମିଳୁଛି କିନ୍ତୁ ମୁମ୍ବାଇର ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର କ୍ୟାମ୍ପସରେ ରହୁଥିବା ଜଣେ ମାଆକୁ ଖାଦ୍ୟ ଆଲର୍ଜି ରହିଥିବା ତାଙ୍କ ସାଢେ ତିନି ବର୍ଷର ଅଟିଷ୍ଟିକ୍…

କରୋନା ମୁକାବିଲା: ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ ତାଲାବନ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ମତାମତ ଲୋଡିଛନ୍ତି । ତେବେ ଏହି ସମୟରେ ମୋଦି ମୁହଁରେ ମାସ୍କ ପିନ୍ଧି…

କରୋନା ଅପଡେଟ୍‌; ଜାଣନ୍ତୁ କିଭଳି କରିବେ ପନିପରିବା ଓ ରାସନକୁ ସାନିଟାଇଜ୍ ?

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ହେଲେ ବାହାରେ ମିଳୁଥିବା ପନିପରିବା ଓ ରାସନ କେତେଦୂର କରୋନା ସଂକ୍ରମଣଠୁ ସୁରକ୍ଷୀତ ? ଆସନ୍ତୁ ଜାଣିବା ସାନିଟାଇଜେସନ୍ ର କିଛି ସରଳ ଉପାୟ । ପନିପରିବାକୁ ଖାଲି ପାଣି ବଦଳରେ ବେକିଂ…