Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକଡାଉନ୍ କଟକଣାରୁ ବାଦ୍ ପଡିଲା ମତ୍ସ୍ୟଚାଷ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହାମାରୀ କରୋନାର କୋକୁଆ ଭୟ । ଏହି ମହାମାରୀର ମୁକାବିଲା ପାଇଁ ପୁରା ଦେଶରେ ତାଲାବନ୍ଦ ଜାରି ରହିଛି । ଫଳରେ ସବୁଠୁ ତାଲା ଝୁଲୁଛି । ଏହାରି ଭିତରେ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଲକଉଡାନ୍‌ରୁ ବାଦ୍ ପଡିଛି ମତ୍ସ୍ୟଚାଷ । କେବଳ ସେତିକି ନୁହେଁ…

୧୩ଟି ଦେଶକୁ ହାଇଡ୍ରୋସ୍କିକ୍ଲୋରୋକୁଇନ ପଠାଇବ ଭାରତ; ତାଲିକା ଜାରି

ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସର ମୁକାବିଲା କରିବା ତଥା ପଡୋଶୀ ରାଷ୍ଟ୍ରକୁ ସହାୟତା ପାଇଁ ଅଣ୍ଟା ଭିଡିଛି ଭାରତ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଭାରତ ପ୍ରାୟ ୧୪ ମିଲିୟନ ହାଇଡ୍ରୋସ୍କିକ୍ଲୋରୋକୁଇନ ଟାବଲେଟ ପଡୋଶୀ ରାଷ୍ଟ୍ରକୁ ପଠାଇବା ପାଇଁ…

ମାରାତ୍ମକ ହେଉଛି କରୋନା; ଗତ ୨୪ ଘଣ୍ଟାରେ ଦେଶରେ ୧୦୩୫ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୭୪୪୭ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି ୧୦୩୫ଟି…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୦ ଟପିଲା, ୨୩୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୭୪୪୭ରେ ପହଞ୍ଚିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୬୫୬୫ ଜଣ ବ୍ୟକ୍ତି ଚିକିତ୍ସିତ…

ଆମେରିକାରେ କରୋନା ରଚିଲା ତାଣ୍ଡବ; ଗୋଟିଏ ଦିନରେ ୨ ହଜାର ମୃତ୍ୟୁ !

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ବିପର୍ଯ୍ୟସ୍ତ ଅବସ୍ଥା । ଦୁଇଦିନ ପୂର୍ବରୁ କରୋନାକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆମେରିକାରେ ଆଗାମୀ ଦିନରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ନେଇ ଟ୍ରମ୍ପ୍ ଆଶଙ୍କା ବ୍ୟକ୍ତ କରିଥିଲେ ।…

କରୋନା ମୃତ୍ୟୁ ସଂଖ୍ୟା ବିଶ୍ୱରେ ଲକ୍ଷେ ଅତିକ୍ରମ କଲା

ସାରା ବିଶ୍ୱରେ କରୋନା ମହାମାରୀର ରୂପ ନେଇଛି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ବିଶ୍ୱରେ ମୋଟ କରୋନାରେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । ଏଥି ମଧ୍ୟରୁ ଶକ୍ତିଶାଳୀ ଆମେରିକାରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୭ହଜାର ୯୨୭…

ଦିଲ୍ଲୀ ଏଲଏନଜେପି ହସ୍ପିଟାଲକୁ ଗୌତମ ଗାମ୍ଭୀର ଦେଲେ ହଜାରେ ପିପିଇ କିଟ୍

ନୂଆଦିଲ୍ଲୀ- କରୋନା ମୁକାବିଲାରେ ସହାୟତାର ହାତ ବଢାଇଛନ୍ତି କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର । ଦିଲ୍ଲୀର ଲୋକ ଜୟପ୍ରକାଶ ନାରାୟଣ ହସ୍ପିଟାଲକୁ ସେ ହଜାରେ ପିପିଇ କିଟ୍ ଦାନ କରିଛନ୍ତି । ଏ ନେଇ ଗାମ୍ଭୀର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲକୁ ଦେଇଥିବା କଥା ଅନୁସାରେ ଏହି…

କରୋନା ଅପଡେଟ୍ ; ୫୦୦୦ ଲୋକଙ୍କୁ ରାସନ୍ ଯୋଗାଇବେ ସଚ୍ଚିନ ତେନ୍ଦୁଲକର !

ମୁମ୍ବାଇ: କରୋନା ମହାମାରୀରେ ଲଗାତାର ଅସହାୟଙ୍କୁ ସହାୟତା ଦେଇଆସୁଛନ୍ତି କ୍ରିକେଟ ର ଭଗବାନ ବୋଲାଉଥିବା ସଚ୍ଚିନ ତେନ୍ଦୁଲକର । ମୁମ୍ବାଇର ଶିବାଜୀ ନଗର ଅଂଚଳରେ ଥିବା ୫ ହଜାର ଲୋକଙ୍କୁ ସେ ରାସନ୍ ଯୋଗାଇବେ । Thankyou,@sachin_rt for stepping in & helping Apnalaya help…

ଭାଇରାଲ୍ ପୋଷ୍ଟମୋର୍ଟମ୍ : ଖବର କାଗଜରେ ନିଜାମୁଦ୍ଦିନ୍ ମର୍କଜର ଡାହା ମିଛ !

ଭୁବନେଶ୍ୱର: ଅନେକ ସମୟରେ ଭାରତ ସରକାରଙ୍କୁ ସହାୟତା ମିଳୁଥିବା ନେଇ ଆମେ ସୋସିଆଲ ମିଡିଆରେ ଜାଣିଥାଉ । ହେଲେ ମାତ୍ର ୪ଦିନ ପୂର୍ବରୁ ଏକ ଖବରକାଗଜର ସାମ୍ନା ପୃଷ୍ଠା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ନ୍ୟୁଜ୍ ପେପରରେ ଥିବା ଫଟୋ ଓ ଖବର ଅନୁଯାୟୀ ପିଏମ୍ ରିଲିଫ ପାଣ୍ଠିକୁ ମୌଲାନା ସାଦ୍…

ଓଡିଶା ପରେ ପଂଜାବରେ ବଢିଲା ଲକ୍ ଡାଉନ ଅବଧି

ହରିଆଣା : ମେ ୧ ଯାଏଁ ପଂଜାବରେ ବଢିଲା ଲକ୍‌ଡାଉନ ଅବଧି । ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ଘୋଷଣା କରିଛନ୍ତି । ଓଡିଶା ପରେ ପଂଜାବ ଲକ୍ ଡାଉନ ଅବଧି ବଢାଇବାରେ ଦ୍ୱିତୀୟ ରାଜ୍ୟ । ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ୨୧ ଦିନିଆ ଲକ୍ ଡାଉନ ଆସନ୍ତା…