Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦୦ ଛୁଇଁଲା, ୨୭୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୮୩୫୬ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୭୩୬୭ ଜଣ…

ମାସ୍କ ପିନ୍ଧିବାକୁ ଥଟ୍ଟା କରି କରିଥିଲେ ଟିକ୍‌ଟକ୍ ଭିଡିଓ, ମାଡି ବସିଲା କରୋନା

ଭୋପାଳ : କରୋନାକୁ ନେଇ ଯୁବପିଢି ବିଭିନ୍ନ ପ୍ରକାର ଟିକ୍‌ଟକ୍ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ପ୍ରକାର ଟ୍ରେଣ୍ଡ ହୋଇଛି । ଏହି କ୍ରମରେ ମଧ୍ୟ ପ୍ରଦେଶ ସାଗର ଜିଲ୍ଲାର ସମୀର ଖାନ ବି ପ୍ରସ୍ତୁତ କରିଥିଲେ ଏକ ଟିକ୍ ଟକ୍ ଭିଡିଓ । ଏହି ଭିଡିଓରେ ତାଙ୍କୁ ଅନ୍ୟ ଜଣେ କରୋନା…

ବ୍ରିଟେନରେ କରୋନା ଚିକିତ୍ସା କରୁଥିବା ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ !

ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀର ଭୟାବହତା ବଢି ବଢି ଚାଲିଛି । ଆମେରିକା ଓ ୟୁରୋପରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଗତ ୨ ଦିନ ହେଲା ବୃଦ୍ଧି ପାଇଛି । ବ୍ରିଟେନରେ କରୋନା ରୋଗ ଚିକିତ୍ସା କରୁଥିବା ୨ ଜଣ ଭାରତୀୟ ଡାକ୍ତରଙ୍କ ଏହି ଭୂତାଣୁ ସଂକ୍ରମଣରେ…

ଏପ୍ରିଲ୍ ୧୫ରେ ଲଞ୍ଚ୍ ହେବ ଆପଲ୍ ଆଇଫୋନ୍ ଏସଇ ୨

ମୁମ୍ବାଇ: ଆପଲ୍ କମ୍ପାନୀର କମ୍ ଦାମର ଆଇଫୋନ ୨ ଖୁବ ଶିଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଏସଇ ୨ ଆପଲ୍ ଆଇଫୋନ ଆସନ୍ତା ଏପ୍ରିଲ୍ ୧୫ ତାରିଖରେ ଲଞ୍ଚ୍ ହେବାର କାର୍ଯ୍ୟକ୍ରମ ରହିଛି । ଯେହେତୁ କରୋନା ମହାମାରୀ ଯୋଗୁଁ ଏବେ ଲକ୍‌ଡ଼ାଉନ୍ ଜାରି ରହିଛି ଏହି ଲଞ୍ଚ୍ ତାରିଖରେ ପରିବର୍ତ୍ତନ ହେବାର…

ଆମାଜନ ଜଙ୍ଗଲରେ ପହଂଚିଲା କିଲର କରୋନା

ସାଧ ପାଓଲୋ: କିଲର କରୋନା ଆମାଜନ ଜଙ୍ଗଲରେ ପହଂଚିଛି । ବ୍ରାଜିଲ ଓ ଭେନଜୁଏଲା ସୀମାରେ ରହୁଥିବା ୟାନୋମାମି ଆଦିବାସୀ ଏଥିରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ୩ ଏପ୍ରିଲରେ ପ୍ରଥମ ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ଏହା ଏବେ ୭ରେ ପହଂଚିଛି । ୧୫ ବର୍ଷୀୟ ଜଣେ ଯୁବକ ଏଥିରେ ପ୍ରାଣ…

କୋଭିଡ୍‌-୧୯; ନବଜନ୍ମିତଙ୍କ ପାଇଁ ଥାଇଲ୍ୟାଣ୍ଡ ହସ୍ପିଟାଲର ଅନନ୍ୟ ଉଦ୍ଭାବନ !

ଥାଇଲ୍ୟାଣ୍ଡ : କରୋନାଭାଇରସରୁ ନବଜନ୍ମିତଙ୍କୁ ରକ୍ଷା କରିବା ଲାଗି ଥାଇଲ୍ୟାଣ୍ଡର ଏକ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀମାନେ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି । PROTECTING NEWBORNS: These babies are wearing tiny face shields made to protect them from the…

ଲକଡାଉନ୍ ହୋଇନଥିଲେ ୨ଲକ୍ଷ ବଢ଼ିଥାନ୍ତା ଆକ୍ରାନ୍ତଙ୍କ ସଂଖ୍ୟା: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ପୁରା ଦେଶକୁ ୨୧ ଦିନିଆ ଲକଡାଉନ୍ କରିଛନ୍ତି । ଯଦି ଏହି ଲକଡାଉନ୍ ହୋଇନଥାନ୍ତା ତେବେ ଏହାର ସ୍ଥିତି କେତେ ଯେ ଭୟାବହ ହୋଇଥାନ୍ତା ସେ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର…

୩୬ ହଜାର ଲୋକଙ୍କ ଜୀବନ ନେଇଥିବା ଆଗ୍ନେୟଗିରି ପୁନର୍ବାର ଉଦଗୀରଣ କଲା ଲାଭା

ଜାକର୍ତା: ଇଣ୍ଡୋନେସିଆର କ୍ରାକାଟାଓ ଆଗ୍ନେୟଗିରି ପୁନର୍ବାର ଲାଭା ଉଦଗିରୀଣ କରିଛି । ଏହି ଖବର ପ୍ରସାରିତ ହେବା ପରେ ଇଣ୍ଡୋନେସିଆରେ ଭୟର ବାତାବରଣ ଖେଳିଯାଇଛି । ପୂର୍ବରୁ ୧୮୮୩ରେ ଆଗ୍ନେୟଗିରି କରାଳ ରୂପ ଦେଖାଇ ୩୬ ହଜାର ଲୋକଙ୍କ ଜୀବନ ନେଇଥିଲା । ଜାକାର୍ତାରୁ ୧୫୦ କିଲୋମିଟର ଦୂରରେ…

ଲକ୍‌ଡାଉନ ବଢ଼ାଇଲା ଦୁଃଖ, ସୁରଟରେ ରାସ୍ତାକୁ ଓହ୍ଲାଇଲେ ଶ୍ରମିକ

ଗୁଜୁରାଟ: କରୋନା ମୁକାବିଳା ପାଇଁ ଏପ୍ରିଲ ୧୪ ଯାଏଁ ସାରା ଦେଶରେ ତଲା ବନ୍ଦ ଜରି ରହିଛି । ଏହାରି ଭିତରେ ଗୁଜୁରାଟ ସୁରଟରେ ହଜାର ହଜାର ଶ୍ରମିକ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ସୁରଟରେ ହୀରାନଗରୀ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏଠାରେ ଶ୍ରମିକମାନେ ଘରକୁ ଫେରିବା ପାଇଁ ଦାବି…

ବଢ଼ିପାରେ ଲକ୍‌ଡାଉନ୍ ଅବଧି, ସଂକେତ ଦେଲେ ମୋଦି

ନୂଆଦିଲ୍ଲୀ: ବଢ଼ିପାରେ ଲକ୍‌ଡାଉନ୍ ଅବଧି । ଆଜି ଏନେଇ ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ନିଜ ପ୍ରତିକ୍ରିୟାରେ ଲକଡାଉନ ବୃଦ୍ଧି କରିବା ନେଇ ମୋଦି କହିଛନ୍ତି । ସେ କହିଛନ୍ତି, ଜୀବନ ଅଛି ତ ବିଶ୍ୱ…