Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଅପଡେଟ୍ ; ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି !

ନୂଆଦିଲ୍ଲୀ: ଆମେରିକାର ବ୍ରୋନ୍‌କ୍ସ ପ୍ରାଣୀ ଉଦ୍ୟାନରେ ବାଘୁଣୀ ନାଦିଆ କରୋନାଭାଇରସରେ ସଂକ୍ରମିତ ହେବା ପରେ ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି ହୋଇଛି । Zoos advised to be on high alert, mammals like cats, ferrets and primates to be carefully…

ଭିଲୱାଡା ମଡେଲ ଦେଶସାରା ଲାଗୁ କରାଯାଇପାରେ !

ଜୟପୁର : କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ରାଜସ୍ଥାନର ଭିଲୱାଡା ମଡେଲକୁ ଆବଶ୍ୟକ ପଡିଲେ ସାରା ଦେଶରେ ଲାଗୁ କରାଯାଇପାରେ । ଏ ନେଇ କୌଣସି ବିଧିବଦ୍ଧ ସୂଚନା ନାହିଁ ତେବେ ଭିଲୱାଡା ମଡେଲ କଥା କାହିଁକି ଉଠୁଛି ଆସନ୍ତୁ ଜାଣିବା । ଭିଳୱାଡାରେ କରୋନା ସଂକ୍ରମଣ ବ୍ୟାପିବା ପରେ ସ୍ଥାନୀୟ…

ଲିବ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ଜିବ୍ରିଲ କରୋନା ଭାଇରାସ ସଂକ୍ରମଣରେ ମୃତ୍ୟୁ

କାଇରୋ: ଲିବ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ମହମ୍ମଦ ଜିବ୍ରିଲ କରୋନା ଭାଇରାସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ବିବାଦୀୟ ଶାସକ ମୁଆମର ଗଦ୍ଦାଫିଙ୍କୁ ହଟାଇ ସେ ୨୦୧୧ରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ କୋଭିଡ-୧୯ରେ ସଂକ୍ରମିତ…

କରୋନାଭାଇରସକୁ ନେଇ ସର୍ଟ ଫିଲ୍ମ ; ଅଭିନୟରେ ଅମିତାଭ, ରଜନୀକାନ୍ତ ଓ ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: କରୋନା ମୁକାବିଲାରେ ଆଗେଇ ଆସିଛି ଅଭିନୟ ଜଗତ । ଅର୍ଥରାଶି, ଉପକରଣ ସହାୟତା ଓ ସଚେତନତା ମୂଳକ ଭିଡିଓ ଜରିଆରେ ଅଭିନୟ ଜଗତ ଭାରତ ସରକାରଙ୍କୁ କରୋନା ବିରୋଧୀ ଲଢେଇରେ ସମର୍ଥନ କରିଆସିଛି । ମେଗାଷ୍ଟାର ଅମିତାଭ ବଚ୍ଚନ, ଥଲାଇଭା ରଜନୀକାନ୍ତ, ଦିଲଜିତ୍ ଦୋସାଂଜ ଓ କ୍ୱାଣ୍ଟିକୋ ଫେମ୍…

କରୋନା ବିରୋଧୀ ସଂଗ୍ରାମ ଦୀର୍ଘ ଦିନ ଧରି ଚାଲିବ: ମୋଦି

ନୂଆଦିଲ୍ଲୀ: ସୋମାବର ବିଜେପି ୪୦ ବର୍ଷରେ ପାଦ ଦେଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ବିରୋଧରେ ଦୀର୍ଘ ଦିନ ଲଢ଼େଇ ଚାଲିବ। ତେଣୁ, ଲୋକେ କ୍ଳାନ୍ତ ହୁଅନ୍ତୁ ନାହିଁ କି, ପରାସ୍ତ ହୁଅନ୍ତୁ ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ…

କୋଭିଡ-୧୯: ଭାରତରେ ୧୦୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି କରୋନା। ଏହାର ପ୍ରଭାବରେ ଭାରତରେ ମୃତ୍ୟ ସଂଖ୍ୟା ସୋମବାର ଦିନ ୧୦୦ ଟପି ୧୦୯ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୪୦୬୬ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର…

କରୋନା ପଜିଟିଭ ଚିହ୍ନଟ ହେଲା ନ୍ୟୁୟର୍କ ପ୍ରାଣୀ ଉଦ୍ୟାନର ବାଘ

ନ୍ୟୁୟର୍କ: ଉଗ୍ର ମହାମାରୀ ବର୍ତ୍ତମାନ ଏକ ଅପ୍ରତ୍ୟାଶିତ ମୋଡ଼ରେ । କରୋନା-କ୍ଷତିଗ୍ରସ୍ତ ନ୍ୟୁୟର୍କ ସହରର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ଏକ ବାଘ ଦେହରେ SARS CoV2 ଭୂତାଣୁ ଥିବା ପରୀକ୍ଷଣରୁ ଜଣାପଡିଛି। ଏହି 'SARS CoV2' ମଣିଷ ଦେହରେ କୋଭିଡ-୧୯ ଭୂତାଣୁ ସୃଷ୍ଟି କରିଥାଏ । ଆମେରିକାର…

କୋଭିଡ୍‌-୧୯; ମୌଲାନାଙ୍କ ପରେ ପାଦ୍ରୀଙ୍କ ପାଳି, ଆନ୍ଧ୍ରରେ ଜମିଥିଲା ଖ୍ରୀଷ୍ଟଧର୍ମୀଙ୍କ ମେଳି !

ଆନ୍ଧ୍ରପ୍ରଦେଶ: ନିଜାମୁଦ୍ଦିନ୍ ମର୍କଜରେ ମୌଲାନା ସାଦ୍ ପାଇଁ ବିପଦରେ ଭାରତ । ଆଉ ଏବେ ଆନ୍ଧ୍ରାରେ ଜଣେ ପାଦ୍ରୀ ଭାରତ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । Andhra Pradesh: Police arrested a Pastor today for congregating 150 people amid lockdown for Palm…

କୋଭିଡ-୧୯ ମୁକାବିଲାରେ ଏମଏସଏମଇ ବୈଷୟିକ କେନ୍ଦ୍ରର ଯୋଗଦାନ

ଭୁବନେଶ୍ୱର: ସମଗ୍ର ଦେଶ ବିଭିନ୍ନ ସ୍ତରରେ କରୋନା ସଂକ୍ରମଣର ମୁକାବିଲା କରୁଥିବା ବେଳେ କେନ୍ଦ୍ର ଅଣୁ, ସୁକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗ ଅଧିନସ୍ଥ ୧୮ଟି ବୈଷୟିକ କେନ୍ଦ୍ର ମଧ୍ୟ ଏଥିରେ ଯୋଗଦାନ କରିଛନ୍ତି । ମେଡିକାଲ ପୋଷାକ ଓ ମାସ୍କ ସିଲେଇ ପାଇଁ ବ୍ୟବହୃତ ମେସିନ ଚେନ୍ନାଇସ୍ଥିତ କେନ୍ଦ୍ରୀୟ ଜୋତା…

ଅସହାୟ ଆମେରିକା: ଗୋଟିଏ ଦିନରେ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣରେ…