Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’: ଭାରତରେ ହେଉଛି ପ୍ରସ୍ତୁତ !

ହାଇଦ୍ରାବାଦ: ଖୁବଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି କୋଭିଡ-୧୯ ପ୍ରତିଷେଧକ ଟୀକା । ହାଇଦ୍ରାବାଦର ଭାରତ ବାୟୋଟେକ କମ୍ପାନୀ ଏହି ଟୀକା ପ୍ରସ୍ତୁତ କରିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମ 'ଦ ହିନ୍ଦୁ ବିଜନେସ ଲାଇନ' ରେ ରିପୋର୍ଟ ପ୍ରକାଶ। ଭାଇରୋଲୋଜିଷ୍ଟ ଏବଂ ଟିକା ପ୍ରସ୍ତୁତକାରୀଙ୍କ…

କରୋନା ଅପଡେଟ୍‌; ଗତ ୧୨ ଘଣ୍ଟାରେ ଦେଶରେ ୩୦୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୩୩୭୪ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୭୭ ଜଣ ବ୍ୟକ୍ତିଙ୍କର…

କରୋନା ମୁକାବିଲା: ମୋଦିଙ୍କୁ ସହାୟତା ମାଗିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କ: ମହାମାରୀ କରୋନାର ମୁକାବିଲା କରିବାପାଇଁ ସମସ୍ତ ଦେଶ ନିଜ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତକୁ ସାହାଯ୍ୟ ମାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । I may take it too, will have to talk to my doctors: US…

କେଉଁ ରାଜ୍ୟରେ କେତେ ରହିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୫ ରେ ପହଞ୍ଚିଲାଣି। ଆସନ୍ତୁ…

ଭାଇରାଲ୍ ପୋଷ୍ଟମର୍ଟମ: ବେଳାଭୂମିରେ ମଜା ନେଉଥିବା ହରିଣର ଭାଇରାଲ୍ ଭିଡିଓର ସତ୍ୟତା ଜାଣନ୍ତୁ!

ଭୁବନେଶ୍ୱର: ଲକ୍ ଡାଉନ ବେଳେ ପୁରୀ କୋଣାର୍କ ବେଳାଭୁମିରେ ଡିଆଁ ମାରୁଥିବା ହରିଣର ତଥାକଥିତ ଭିଡିଓ ଏବେ ଓଡିଶାରେ ବେଶ୍ ଭାଇରାଲ୍ ହୋଇଛି । ପ୍ରାୟ ଏକ ମିନିଟ୍ ପନ୍ଦର ସେକେଣ୍ଡର ଏହି ଭିଡ଼ିଓରେ ଜନଶୂନ୍ୟ ବେଳାଭୁମିରେ ଏକ ହରିଣଟି ଦୌଡି କୁଦି ଓ ଡିଆଁମାରି ସମୁଦ୍ରର ଢେଉର ମଜା ନେଉଥିବା…

କୋଭିଡ଼-୧୯: ଆମେରିକାରେ ୩ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୮୦୦୦

ୱାସିଂଟନ: ଆମେରିକାରେ କରୋନାର କରାଳ ରୂପ । କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ ଏହି ସଂଖ୍ୟା ୩ ଲକ୍ଷ ଟପି ୩୧୧,୩୫୬ ପହଞ୍ଚି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୪୫୨ ଛୁଇଁଛି । ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ ୧୧୪,୭୭୫ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଠାରେ…

ଉଗ୍ର ହେଉଛି କରୋନା: ବିଶ୍ୱରେ ୧୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନାରେ କବଳିତ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୧ ଲକ୍ଷ ୯୭ ହଜାର ୪୦୫ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୪,୬୦୬ ଛୁଇଁଛି। ଗତ ୨୪ ଘଣ୍ଟା…

କରୋନା ମହାମାରୀ: ଭାରତରେ ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୩୪୭ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।…

କରୋନା ସହ ମୁକାବିଲା: କୋଭିଡ-୧୯ ସମ୍ପର୍କିତ ସଦ୍ୟତମ ସୂଚନା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ମିଶି ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି । ଉଚ୍ଚସ୍ତରରେ ନିୟମିତ ଭାବେ ଏହାର ସମୀକ୍ଷା କରାଯାଉଛି । କୋଭିଡ-୧୯ ସମସ୍ୟାର ସୁପରିଚାଳନା ତଥା ଏହାର ନିରାକରଣ ପାଇଁ ବିଭିନ୍ନ…

କରୋନା ମୁକାବିଲା : ୧୩୨ ଲକ୍ଷରୁ ଅଧିକ ମାସ୍କ ତିଆରି କଲେ ଏସ୍ଏଚଜି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି । ଦେଶର ୨୪ ଟି ରାଜ୍ୟର ୩୯୯ ଜିଲ୍ଳାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ…