Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ମୁକାବିଲା : ୧୩୨ ଲକ୍ଷରୁ ଅଧିକ ମାସ୍କ ତିଆରି କଲେ ଏସ୍ଏଚଜି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି । ଦେଶର ୨୪ ଟି ରାଜ୍ୟର ୩୯୯ ଜିଲ୍ଳାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ…

କାବୁଲ୍ ଗୁରୁଦ୍ୱାରା ହମ୍‌ଲା; ମାଷ୍ଟରମାଇଣ୍ଡକୁ ଗିରଫ କଲା ଆଫଗାନୀ ସେନା !

କାବୁଲ: ଏକ ସ୍ପେସାଲ ଅପରେସନ୍‌ରେ ଆତଙ୍କବାଦୀ ସଙ୍ଗଠନ୍ ଇସଲାମିକ ଷ୍ଟେଟ୍ ଖୋର୍ସାନ୍ ପ୍ରୋଭିନ୍ସ(ISKP)ର ମୁଖିଆକୁ ଆଫଗାନୀ ସିକ୍ୟୁରିଟି ଫୋର୍ସ ଗିରଫ କରିଛି । ମାର୍ଚ୍ଚ ୨୫ରେ ଆଫଗାନିସ୍ତାନ ରାଜଧାନୀ କାବୁଲ ର ଏକ ଗୁରଦ୍ୱାରାରେ ହୋଇଥିଲା ଆତ୍ମଘାତୀ ହମ୍‌ଲା । ଅନେକ ଆହତ ହୋଇଥିଲାବେଳେ…

ପିଏମ୍ କେୟାର୍ସ ଫଣ୍ଡ ପାଇଁ ଅନ ଲାଇନ ପ୍ରଦର୍ଶନୀ ଚେସ୍ ପ୍ରତିଯୋଗିତାରେ ଭାଗ ନେବେ ଭାରତର ଶ୍ରେଷ୍ଠ ୬ ଚେସ୍ ଖେଳାଳିି

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପପତି କ୍ରୀଡାବିତ ତଥା କର୍ପୋରେଟ ହାଉସମାନେ କରୋନା ରିଲିଫ ପାଇଁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରୁଛନ୍ତି । ଏ ଦିଗରେ ଏକ ଅଭିନବ ପ୍ରୟାସ ସହିତ ଏବେ ସାମିଲ ହୋଇଛନ୍ତି ଦେଶର ପ୍ରମୁଖ ଆନ୍ତର୍ଜାତୀୟ ଚେସ୍ ଖେଳାଳି । ଆସନ୍ତା ୧୧…

ଦୀପ ଜାଳିବା ବେଳେ ଆଲକୋହଲଯୁକ୍ତ ସାନିଟାଇଜର୍ ବ୍ୟବହାର କରନ୍ତୁ ନାହିଁ: ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତି ୯ଟାରେ ସ୍ୱେଚ୍ଛାକୃତ ଭାବେ ଦୀପ, ମୋବାଇଲ୍ ଫୋନ, ଟର୍ଚ୍ଚଲାଇଟ୍ କିମ୍ବା ମହମବତୀ ଜଳାଇବାକୁ ଅନୁରୋଧ କରିଛନ୍ତି । କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରଖିବା ସହିତ ଐକ୍ୟ ଭାବନା ନେଇ ନିଜ ନିଜ…

ଷଷ୍ଠ ରିପୋର୍ଟ ନେଗେଟିଭ୍‌; କରୋନା କବଳରୁ ମୁକୁଳିବେ କନିକା !

ଲଖ୍ନୌ: ବଲିଉଡ ସିଙ୍ଗର କନିକା କାପୁରଙ୍କ ପ୍ରଥମ ୫ଟି ରିପୋର୍ଟ ପଜିଟିଭ ବାହାରିଥିଲା । ଶେଷରେ ତାଙ୍କର ୬ଷ୍ଠ ରିପୋର୍ଟ ନେଗେଟିଭ ବାହାରିଛି । ହେଲେ ବି ଘରକୁ ଯ।ଇପାରିବେନି ବେବି ଡଲ୍ ଫେମ୍ ସିଙ୍ଗର । କନିକାଙ୍କ ପ୍ରଥମ ଟେଷ୍ଟ ଘରେ ହୋଇଥିବାବେଳେ ଅନ୍ୟ ସମସ୍ତ ୪ଟି ଟେଷ୍ଟ PGI…

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦୦ ଟପିଲା, ମୃତ୍ୟୁ ସଂଖ୍ୟା ୭୫ ଛୁଇଁଲା

ନୂଆଦିଲ୍ଲୀ: ବିଗତ ଏକ ସପ୍ତାହରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୭୨ରେ ପହଞ୍ଚିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ…

ଦୈନିକ ୧୦ ହଜାର ଲୋକଙ୍କୁ ଖାଦ୍ୟ ଦେବେ ଗାଙ୍ଗୁଲି

କୋଲକାତା: ବିସିିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନା ଭାଇରସ ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଆଗକୁ ଆସିଛନ୍ତି । ସେ ଦୈନିକ ୧୦ ହଜାର ଲୋକଙ୍କ ଖାଦ୍ୟ ଦାୟିତ୍ୱ ନେବେ ବୋଲି ଘୋଷଣା କରିଛନ୍ତି । ସେ ଇସ୍କନର କୋଲକାତା ସେଣ୍ଟରର ସହଭାଗିତାରେ ପ୍ରତିଦିନ ଖାଦ୍ୟ ଯୋଗାଇବାକୁ…

ଚୁଇଙ୍ଗମ ଉପରେ କଟକଣା ଲଗାଇଲା ହିମାଚଳ ପ୍ରଦେଶ ସରକାର

ସିମଲା: ହିମାଚଳପ୍ରଦେଶ ସରକାର କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଚୁଇଙ୍ଗମ ଉପରେ କଟକଣା ଲଗାଇଛନ୍ତି । ଏହା ୩୦ ଜୁନ୍ ପର୍ଯ୍ୟନ୍ତ ଲାଗୁ ହେବ । ପୂର୍ବରୁ ପାନ, ଗୁଟଖା ପରି ପଦାର୍ଥ ଉପରେ କଟକଣା ଲଗାଯାଇଥିଲା । ଚୁଇଙ୍ଗମ ଖାଉଥିବା ଲୋକ ନିଶ୍ଚିତ ଏହାକୁ ବାହାରେ ପକାଇବ ଯାହା…

ଲକଡାଉନ ନ ଉଠିବା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେନି ମାହୋଲୀ ବିଧାୟକ

ସୀତାପୁର: ଉତରପ୍ରଦେଶର ବିଜେପି ବିଧାୟକ ଶଶାଙ୍କ ତ୍ରିବେଦୀ ଲକଡାଉନ ନ ଉଠିବା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । କରୋନା ମହାମାରୀ ବେଳେ ଅନେକ ଲୋକ ଅନ୍ନ ଖାଇବାକୁ ପାଉ ନାହାନ୍ତି । ସେମାନଙ୍କ ପାଇଁ ମୋର ଏହି ଛୋଟ ପ୍ରୟାସ ବୋଲି ମାହୋଲୀ ବିଧାୟକ କହିଛନ୍ତି । ଲକଡାଉନ…

ଜମ୍ମୁ-କଶ୍ମୀରରେ ୪ ହିଜବୁଲ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ଶନିବାର ଏକ ବହୁତ ବଡ ସଫଳତା ମିଳିଛି । କୁଲଗାମର ମଂଜଗାମ ଅଂଚଳରେ ସୁରକ୍ଷାକର୍ମୀ ୪ ହିଜବୁଲ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛନ୍ତି । ଆତଙ୍କବାଦୀ ଲୁଚି କରି ରହିଥିବା ଖବର ପୋଲିସ ନିକଟରେ ପହଂଚିବା ପରେ ସ୍ପେଶାଲ ଅପରେଶନ ଗ୍ରୁପ ଓ ସେନାର ରାଷ୍ଟ୍ରୀୟ…