Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅକ୍ଷୟ ତୃତୀୟାର ଅର୍ଥ ବୁଝାଇଲେ ମୋଦି

ନୂଆଦିଲ୍ଲୀ: କରୋନା ଲଢେଇ ଭିତରେ ନିଜ ମନ କୀ ବାତ୍ କାର‌୍ୟ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଅକ୍ଷୟ ତୃତୀୟା ଓ ରମଜାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ପବିତ୍ର ଅକ୍ଷର ତୃତୀୟାର ଅର୍ଥ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷୟର ଅର୍ଥ…

ନିଜ ଆୟର ୧୮% ଜମା କରିବାକୁ ବାଧ୍ୟ ସମସ୍ତ କରଦାତା: ଗୁଜବ ନା ସତ, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଦେଶର ସମସ୍ତ କରଦାତା ନିଜ ଆୟର ୧୮ % ଜମା କରିବାକୁ ବାଧ୍ୟ । ଏନେଇ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହା କେତେ ସତ ଓ କେତେ ଗୁଜବ ଆସନ୍ତୁ ଜାଣିବା… କରୋନା ମହାମାରୀ ସମୟରେ ଦେଶର ସମସ୍ତ କରଦାତା ନିଜ ଆୟର ୧୮ %…

ସାବଧାନ ନରହିଲେ କରୋନା ଦୁର୍ଘଟଣା ଘଟିବ: ମୋଦି

ନୂଆଦିଲ୍ଲୀ: କରୋନାର ମହାମାରୀ ଭିତରେ ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କରୋନା ବିପକ୍ଷରେ ସାରା ଦେଶ ଲଢେଇ କରୁଛି । ଆଉ ଏହି ଲଢେଇ ଆମକୁ ଜାରି ରଖିବାକୁ ହେବ । ଯଦି ଏଯାଏ ଆପଣଙ୍କ ଅଂଚଳ, ଅଫିସ ଏବଂ ଗାଁକୁ କରୋନା…

ମେ’ ୩ରେ ଲକଡାଉନ୍ ହଟିବ ନା ବଢିବ? ଜାଣନ୍ତୁ କ’ଣ ରହିଛି ବିଭିନ୍ନ ରାଜ୍ୟର ମତ

ନୂଆଦିଲ୍ଲୀ: ଆସନ୍ତା ମେ ୩ ତାରିଖରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । ତେବେ ଦେଶରେ ୪୦ ଦିନ ଧରି ଲାଗୁ ହୋଇଥିବା ଏହି ଲକଡାଉନ୍ ମେ ୩ ତାରିଖରେ ସରିବ ନା ଏହାର ଅବଧି ପୁଣି ବଢିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ଲକଡାଉନକୁ ନେଇ ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ମତଭେଦ…

ଚେନ୍ନାଇରୁ ଡଙ୍ଗା ଯୋଗେ ଶ୍ରମିକ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଗଞ୍ଜାମ: ଚେନ୍ନାଇରୁ ଡ଼ଙ୍ଗା କିଣି ସମୁଦ୍ର ଭିତରେ ଓଡ଼ିଶା ଓ ଆନ୍ଧ୍ରକୁ ଶ୍ରମିକ ଫେରିଥିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଡ଼ଙ୍ଗା ଯୋଗେ ଚେନ୍ନାଇରୁ ପ୍ରାୟ ୩୮ ଜଣ ଓଡିଶା ଅଭିମୁଖେ ଆସିଥିବା ସୂଚନା ମିଳିଥିଲା । ସୂଚନା ଅନୁସାରେ, ଲକଡାଉନ୍…

କୋଭିଡ୧୯: ଭାରତର କେଉଁ ରାଜ୍ୟରେ ରହିଛି ସର୍ବାଧିକ ଓ ସର୍ବନିମ୍ନ ମାମଲା, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୨୬ ରେ ପହଞ୍ଚିଲାଣି। ଆସନ୍ତୁ…

ସାରା ବିଶ୍ୱରେ କରୋନା ନେଲାଣି ୨ ଲକ୍ଷରୁ ଅଧିକ ମୁଣ୍ଡ

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨,୯୨୧,୪୩୯ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା…

ଆମେରିକାରେ ସ୍ଥିତି ଅସମ୍ଭାଳ; ଗୋଟିଏ ଦିନରେ ୨୪୯୪ ମୃତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକାରେ ମଧ୍ୟ ପ୍ରାୟ ୯୩୬,୨୯୩ ଜଣ ବ୍ୟକ୍ତି କରୋନା ଦ୍ଵାରା ସଂକ୍ରମିତ ମଧ୍ୟ ହୋଇଛନ୍ତି। କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୨ ହଜାର ୪୯୪ ଜଣଙ୍କ ମୃତ୍ୟୁ ଘଟିଛି। ଯାହା ଫଳରେ…

ଭାରତରେ ୨୬ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ, କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଅନ୍ୟ ସଂକ୍ରମିତ ରାଷ୍ଟ୍ର ଭଳି ଭାରତରେ ମଧ୍ୟ ଏବେ କରୋନା ନିଜର କାୟା ବିସ୍ତାର କରିବାରର ଲାଗିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୬,୪୯୬ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୬ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ…

ଆଜି ଦିନ ୧୧ଟାରେ ମୋଦୀଙ୍କ ‘ମନ୍ କୀ ବାତ୍‌’

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍‌’ ଜରିଆରେ ନିଜ ମତ ରଖିବେ । ଏହି ୬୪ ତମ ଅଧ୍ୟାୟରେ ସେ ଦେଶବ୍ୟାପୀ କରୋନା ସଂକ୍ରମଣ ଭୟରେ ଚାଲିଥିବା ଲକ୍‌ଡାଉନ ପ୍ରସଙ୍ଗରେ ନିଜ ମତ ରଖିବେ । ମନ କୀ ବାତ୍ ନେଇ…