Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ମହାମାରୀ: ବିଶ୍ୱରେ ୬ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆଁରେ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୬ ଲକ୍ଷ ୩୪ ହଜାର ୮୩୫ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ସାଢ଼େ ୩ ଲକ୍ଷ ଟପି ସାରିଛି । ଗତ ୨୪ ଘଣ୍ଟା…

ଭାରତରେ ଗମ୍ଭିର ହେଉଛି ସ୍ଥିତି: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧୦୨୪ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ କରୋନାଭାଇରସ…

ମୋଦିଙ୍କ ଟୁଇଟ୍‌ରେ କୁନି ଝିଅର କରୋନା ସଚେତନତା ବାର୍ତ୍ତା

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସମୟରେ ସାଧାରଣଲୋକଙ୍କ ଭଲ କାମ ଓ ବାର୍ତ୍ତାକୁ ନିଜ ପକ୍ଷରୁ ଟୁଇଟ୍ କରି ଉତ୍ସାହିତ କରିବାର ଅନେକ ନଜିର୍ ରହିଛି । ତେବେ ରବିବାର ଅପରାହ୍ନରେ ନରେନ୍ଦ୍ର ମୋଦିଙ୍କ ଟ୍ୱିଟରରେ ସ୍ଥାନ ପାଇଥିଲା କରୋନା ସଂକ୍ରମଣ ଓ ଲକ୍ ଡାଉନ୍ କୁ…

ମନ୍ କି ବାତ୍‌ରେ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ମନ୍ କି ବାତ୍‌ ରେଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନବତାରେ ପୂର୍ଣ୍ଣ ନର୍ସମାନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି । ସେମାନଙ୍କ ସେବା ମନୋଭାବ ସହ କାମ ଅତୁଳନୀୟ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଅର୍ଥାତ୍ ୨୦୨୦ ମସିହାକୁ ପୂରା ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଓ…

କରୋନା ମୁକାବିଲା; ସାଂସଦ ଉନ୍ନୟନ ପାଣ୍ଠିରୁ ଅର୍ଥ ସହାୟତା ଲାଗି ରାଜ୍ୟସଭା ସାଂସଦମାନଙ୍କୁ ଉପରାଷ୍ଟ୍ରପତିଙ୍କ ନିବେଦନ

ନୂଆଦିଲ୍ଲୀ: ରାଜ୍ୟକୁ ଫେରୁଥିବା ବା ବାଟରେ ଅଟକିଥିବା ଦାଦନ ଶ୍ରମିକମାନଙ୍କୁ ଖାଦ୍ୟ ଓ ଆବାସ ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଜନସାଧାରଣଙ୍କୁ ଉପରାଷ୍ଟ୍ରପତି ନିବେଦନ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ସମସ୍ତ ରାଜ୍ୟସଭା ସାଂସଦଙ୍କୁ…

ଭାରତରେ କରୋନାଭାଇରସ; ଆରୋଗ୍ୟ ହେଲେ ୮୬ ଜଣ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯ ଛୁଇଁଥିବା ବେଳେ ପ୍ରାୟ ୮୬ ଜଣ ବ୍ୟକ୍ତି ଆରୋଗ୍ୟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମିଳିଛି । ସୂଚନାନୁଯାୟୀ ଏଯାବତ୍ କରୋନାଭାଇରସ ସଂକ୍ରମଣରେ ଭାରତରେ ୨୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ…

ଲକ୍‌-ଡାଉନ୍‌ରେ ପୁଅର ଜନ୍ମଦିନ ପାଳିଲେ ହ୍ରିତିକ୍ ରୋଶନ୍‌ !

ମୁମ୍ବାଇ: କରୋନା ମହାମାରୀ ଅନେକ ଫିଲ୍ମର ସୁଟିଂ ଓ ରିଲିଜ ଡେଟ୍‌କୁ ସ୍ଥଗିତ ରଖିଛି । ଆକ୍ଟର ଓ ସେଲିବ୍ରିଟି ମାନେ ସଙ୍ଗରୋଧ ଅବସ୍ଥାରେ ରହିଛନ୍ତି । ହେଲେ ଲକ୍‌-ଡାଉନ୍ ଭଳି ସ୍ଥିତି ହ୍ରିତିକ ରୋଶନଙ୍କର ପୁଅର ଜନ୍ମଦିନ ପାଳନକୁ ଅଟକାଇପାରିନି । #Hrithik shares a glimpse into…

କରୋନାଭାଇରସ ସଂକ୍ରମଣରେ ୧୦୮ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ

ଲଣ୍ଡନ: କରୋନାଭାଇରସ (କୋଭିଡ-୧୯) ସଂକ୍ରମଣରେ ଜଣେ ୧୦୮ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି । ତାଙ୍କର କରୋନା ରିପୋର୍ଟ ପଜିଟିଭ ବାହାରିବା କିଛି ଘଣ୍ଟା ପରେ ସମ୍ପୃକ୍ତ ମହିଳାଙ୍କର ଦେହାନ୍ତ ହୋଇଛି । ପିଟିଆଇ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦୁଇଟି ବିଶ୍ୱଯୁଦ୍ଧ ଏବଂ ୧୯୧୮ ସ୍ପେନୀୟ…

ସ୍ପାଇସଜେଟ ପାଇଲଟଙ୍କର କରୋନା ଟେଷ୍ଟ ପଜିଟିଭ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚରେ କୌଣସି ଆନ୍ତର୍ଜାତୀୟ ବିମାନ ଉଡ଼ାଇ ନ ଥିବା ସ୍ପାଇସଜେଟ୍ ପାଇଲଟଙ୍କର କରୋନାଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଥିବା ନେଇ ରବିବାର ଦିନ ପ୍ରକାଶ କରିଛି ଏୟାରଲାଇନ୍ସ । “ଆମର ଜଣେ ସହକର୍ମୀଙ୍କର କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି ।…

ଘର ବାହୁଡା ମଜୁରିଆଙ୍କ ମୁଣ୍ଡରେ ସିଲ୍‌ ‘ମୋ ଠାରୁ ଦୂରେଇ ରୁହ’

ଭୋପାଲ: କରୋନା ଲାଗି ଚାରିଆଡେ ୨୧ ଦିନିଆ ତାଲା ବନ୍ଦ ଜାରି ରହିଛି । ଏହାରି ଭିତରେ ଭୋକ ଉପବାସରେ ଥିବା ଦିନ ମଜୁରିଆ ନିଜ ନିଜ ଭିଟା ମାଟିକୁ ଫେରୁଛନ୍ତି । ଶହ ଶହ ସଂଖ୍ୟାରେ ଦିନ ମଜୁରିଆ ଏକାଠି ହୋଇ ଘରକୁ ଫେରୁଥିବା ବେଳେ ସଂକ୍ରମଣ ଆଶଙ୍କା ନେଇ ତାଙ୍କ ପ୍ରତି ପୋଲିସ କଡା ଆଭିମୁଖ୍ୟ ଗ୍ରହଣ…