Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଲା, ଉବେରକୁ ଟକ୍କର ଦେବ ସ୍ୱଦେଶୀ ଆପ୍: ରାଜ୍ୟରେ ଶସ୍ତା ଓ ସୁରକ୍ଷିତ ଯାତ୍ରା ଯୋଗାଇବ ‘ଭାରତ…

ଭୁବନେଶ୍ୱର: ରାଜ୍ୟରେ ଏବେ ଘରୋଇ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକର ଏକଚାଟିଆ କାରବାର ଓ ମନମାନିକୁ ରୋକିବା ପାଇଁ ଏକ ନୂଆ ବିକଳ୍ପ ସାମ୍ନାକୁ ଆସିବାକୁ ଯାଉଛି । ଖୁବଶୀଘ୍ର ଓଡ଼ିଶାର ରାସ୍ତାରେ ନୂତନ ‘ଭାରତ ଟ୍ୟାକ୍ସି’ ସେବା ଆରମ୍ଭ ହେବ ବୋଲି ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ…

ପିଆଜ, ଶାଗ ଓ ମୂଳାରେ ମିଳିଲା ବିପଜ୍ଜନକ ଧାତୁ: ବୈଜ୍ଞାନିକଙ୍କ ଚେତାବନୀ, ବଢ଼ିପାରେ କର୍କଟ ରୋଗର ବିପଦ

ନୂଆଦିଲ୍ଲୀ: ସୁସ୍ଥ ରହିବା ପାଇଁ ଆମେ ପ୍ରତିଦିନ ଖାଦ୍ୟରେ ସତେଜ ପନିପରିବାକୁ ସାମିଲ କରିଥାଉ । କିନ୍ତୁ ଆମେ ଖାଉଥିବା ଏହି ସବୁଜ ପନିପରିବା ପ୍ରକୃତରେ ସୁରକ୍ଷିତ ତ? ଏମିତି ଏକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଏଲସେଭିୟର ପବ୍ଲିକେସନ୍ସର ପ୍ରସିଦ୍ଧ ପତ୍ରିକା ‘ଏନର୍ଜି…

ଗିରଫ ହୁଅନ୍ତୁ ନିର୍ବାଚନ କମିଶନ ମୁଖ୍ୟ, ବଙ୍ଗଳାରେ ପୁଣି ହେଉ ନିର୍ବାଚନ: ଦିଦି

ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନଙ୍କ ମଧ୍ୟରେ ମତଭେଦର ଖବର ସମ୍ନାାକୁ ଆସିବା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା…

Ukraine War: ହେବ ତ୍ରିପାକ୍ଷିକ ଆଲୋଚନା

ନ୍ୟୁୟର୍କ: ଶକ୍ତି କ୍ଷେତ୍ରରେ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ୟୁକ୍ରେନ୍ ରଷ୍ଟ୍ରପତି ଭ୍ଲାଦିମିର୍ ଜେଲେନ୍ସକିି । ପୁଟିନ୍ ଓ ଟ୍ରମ୍ପଙ୍କ ସହ ଓ ତ୍ରିପାକ୍ଷିକ ଆଲୋଚନା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଯଦି ମସକୋ ୟୁକ୍ରେନରେ ଗୁରୁତ୍ୱପୂଣ୍ଣ ର୍ ଭିତିିଭୂମି ଉପରେ ଆକ୍ରମଣ ବନ୍ଦ…

୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ, ୨୮ରୁ ୩ ଦିନିଆ ଧର୍ମଘଟ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତୀ। ଆସନ୍ତା ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ। ସୋମବାର ୨୮ ତାରିଖରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ହେବ। ଗ୍ରାହକଙ୍କ ସୁବିଧା ଏବଂ ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ରବିବାର ବ୍ୟାଙ୍କ ଖୋଲା ରଖିବାକୁ…

Kitchen Habit : କୁକର୍‌ରୁ ବିଗିଡିପାରେ ସ୍ୱାସ୍ଥ୍ୟାବସ୍ଥା

ବ୍ୟୁରୋ: ରୋଷେଇ ଘରେ ଅଣଦେଖା ଆଣିପାରେ ବିପତ୍ତି । କିଚେନ୍‌ରେ ଆପଣଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବାସନକୁସନକୁ ନେଇ ହୁଅନ୍ତୁ ସତର୍କ । ପ୍ରେସର କୁକରରୁ ଦେହ ଖରାପ ହେବାର ରହିଛି ସମ୍ଭାବନା । ଆମେ ସମସ୍ତେ ଜାଣିଛେ, ରୋଷେଇ ଘର ସଫାସୁତୁରା ରଖିବା ଆବଶ୍ୟକ । କିନ୍ତୁ କିଚେନ୍‌ରେ କିଛି ଛୋଟ ଛୋଟ…

୨୭୦୦ ଟଙ୍କାର ମେଡିସିନକୁ ୨୭ ହଜାର, ଦିବାଲୋକରେ ଲୁଟ୍ ବୋଲି କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: କର୍କଟ ରୋଗ ଭଳି ଜୀବନଘାତକ ରୋଗ ସହିତ ଲଢ଼ୁଥିବା ରୋଗୀମାନେ ଖୋଲାଖୋଲି ଠକେଇର ଶିକାର ହେଉଛନ୍ତି କି? ସୁପ୍ରିମକୋର୍ଟ ଅତ୍ୟାବଶ୍ୟକ କର୍କଟ ଔଷଧର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨୭୦୦ ରେ ଖୁଚୁରା ବିକ୍ରି ହେଉଥିବା ଏକ ଔଷଧର ମୂଲ୍ୟ…

Unique Village: ୫୦ ମିଟର ଉଚ୍ଚ ଗଛ ଉପରେ ଗାଁ! ମାଟିରେ ନୁହେଁ, ଗଛ ଉପରେ ରୁହନ୍ତି ଏହି ଜନଜାତି…

ନୂଆଦିଲ୍ଲୀ: ଆମେ ସାଧାରଣତଃ ଘର କହିଲେ ମାଟି ଉପରେ ତିଆରି ହୋଇଥିବା ଘରକୁ ବୁଝୁ। କିନ୍ତୁ ଦୁନିଆରେ ଏମିତି ଏକ ଜନଜାତି ଅଛନ୍ତି, ଯେଉଁମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ କିଛି ପାରମ୍ପରିକ ଘର ମାଟି ଉପରେ ନୁହେଁ, ବରଂ ଗଛର ବହୁ ଉଚ୍ଚତାରେ ତିଆରି ହୋଇଥାଏ।…

BJP State In-Charge: ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ; ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣା ଦାୟିତ୍ବ,…

ନୂଆଦିଲ୍ଲୀ: ବିଜେପି ସଂଗଠନରେ ବଡ଼ ପରିବର୍ତ୍ତନ। ଦଳ ପକ୍ଷରୁ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ ଘୋଷଣା କରାଯାଇଛି। ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କ ପକ୍ଷରୁ ଏହି ତାଲିକା ଜାରି ହୋଇଛି। ନୂଆ ତାଲିକାରେ ଅନେକ ବରିଷ୍ଠ ନେତାଙ୍କୁ…

SIRକୁ ନେଇ ନିର୍ବାଚନ କମିଳଶନରେ ମତଭେଦ: ବଡ଼ ଖଣ୍ଡପୀଠକୁ ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ନିଷ୍ପତ୍ତିରେ ଦୁଇ ଜଣ ବିଚାରପତି ଭିନ୍ନ ମତ ଦେଇଥିଲେ। ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ଏବେ ଏକ ବଡ଼ ଖଣ୍ଡପୀଠ ନିଷ୍ପତ୍ତି ନେବେ। ଜଷ୍ଟିସ୍ ଦତ୍ତ ଏବଂ ଜଷ୍ଟିସ୍…