Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଙ୍ଗୋରେ ଭୟଙ୍କର ରୂପ ନେଲାଣି “ଇବୋଲା”

କଙ୍ଗୋ :ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲା ମହାମାରୀ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସମ୍ପ୍ରତି ପ୍ରକାଶିତ ସୂଚନା ଅନୁଯାୟୀ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୧୫ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨,୫୦୦ ଅତିକ୍ରମ କରିସାରିଛି। ଏହା କଙ୍ଗୋ ଇତିହାସରେ…

ଏମିତିବି ଆସେ ମୃତ୍ୟୁ! ଡ୍ରଗ୍ସକୁ ବାରଣ କରିବାରୁ ପୁରା ପରିବାରକୁ ହତ୍ୟା, ୨ ନିଶାଡି ଗିରଫ

ଢାକା: ବାଂଲାଦେଶର ରଙ୍ଗପୁର ସହରରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଦୁଇମହଲା ଘର ଭିତରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଛି ହେଲେ ଏହା ଆତ୍ମହତ୍ୟା ନୁହେଁ ବରଂ ଥିଲା ହତ୍ୟା।…

Onion Prices Rise: ଚିନି ପରେ ଏବେ ପିଆଜ ଦରରେ ନିଆଁ! ୩୦ ଦିନରେ ୧୯% ବଢ଼ିଲା ଦାମ, କିଲୋ ୬୫ ଛୁଇଁଲା!

ନୂଆଦିଲ୍ଲୀ/ଭୁବନେଶ୍ବର: ଚିନି ଦର ବୃଦ୍ଧି ପରେ ଏବେ ରୋଷେଇ ଘରକୁ ଆଉ ଏକ ଝଟକା ଦେଇଛି ପିଆଜ। ଦେଶର ବିଭିନ୍ନ ସହରରେ ପିଆଜ ଦର ଦ୍ରୁତ ଗତିରେ ବଢ଼ିଛି। ଗତ ମାସକ ମଧ୍ୟରେ ପିଆଜ ଦର ପ୍ରାୟ ୧୯ ପ୍ରତିଶତ ବଢ଼ିଥିବା ବେଳେ, ବର୍ତ୍ତମାନ ହାରାହାରି ଦର କିଲୋପ୍ରତି ପ୍ରାୟ ୪୫ ଟଙ୍କାରେ ପହଞ୍ଚିଛି।…

H1N1 Cases: ଡରାଉଛି ସ୍ୱାଇନ୍ ଫ୍ଲୁ, H1N1 ମାମଲା ବଢ଼ିବା ପରେ ରାଜଧାନୀରେ ହାଇଆଲର୍ଟ

ନୂଆଦି୍ଲୀ: ଏବେ ଚିନ୍ତା ବଢାଇଲାଣି ସ୍ୱାଇନ୍ ଫ୍ଲୁ। ଜାତୀୟ ରାଜଧାନୀ ଦିଲ୍ଲୀରେ H1N1 (ସ୍ୱାଇନ୍ ଫ୍ଲୁ)ର କ୍ରମାଗତ ବୃଦ୍ଧି ପାଉଛି। ଚଳିତ ବର୍ଷ ଏଯାଏ ୨,୩୯୨ଟି ଇନ୍‌ଫ୍ଲୁଏଞ୍ଜା-A ମାମଲା ରିପୋର୍ଟ ହୋଇଥିବା ବେଳେ, ସେଥିରୁ ୧,୭୭୭ଟି H1N1 ମାମଲା ରହିଛି। H1N1 ମାମଲା ବୃଦ୍ଧି ପରେ ଦିଲ୍ଲୀ…

ସବୁ ସୀମା ଟପିଲା: ପ୍ରେମିକ ପାଇଁ ବାପା-ମାଆଙ୍କୁ ବିଷ ଇଞ୍ଜେକ୍ସନ ଦେଇ ନିଜେ ଆତ୍ମହତ୍ୟା କଲା ଝିଅ

ହାଇଦ୍ରାବାଦ: ଅଜବ ଘଟଣା ସାରା ଦେଶକୁ ଚକିତ କରିଛି। ପ୍ରେମିକର ପ୍ରେମ ପାଇବା ପାଇଁ ପ୍ରଥମେ ବିଷ ଇଞ୍ଜେକ୍ସନ ଦେଇ ନିଜ ବାପା-ମାଆଙ୍କୁ ହତ୍ୟା କରିଥିଲା। ଏହି ମାମଲାରେ ସେ ଜେଲ ଦଣ୍ଡ ମଧ୍ୟ ପାଇଥିଲା। ଜେଲରୁ ଫେରିବା ପରେ ସେହି ବିଷ ଇଞ୍ଜେକ୍ସନ ନିଜେ ଲଗାଇ ଆତ୍ମହତ୍ୟା କରିଛି ଯୁବତୀ।…

Maha Kumbh Mela: ମହାକାଶରୁ ମହାକୁମ୍ଭର ଝଟକୁଥିବା ଅପୂର୍ବ ଦୃଶ୍ୟ, ଆପଣ ଦେଖିଲେ ବି ଝଲସିଯିବ ଆଖି…

ପ୍ରୟାଗରାଜ: ମହାକୁମ୍ଭର ଭବ୍ୟତା କେବଳ ମାଟି ଉପରୁ ନୁହେଁ, ଅନ୍ତରୀକ୍ଷରୁ ମଧ୍ୟ ଚକିତ କରିଛି। NASAର ମହାକାଶଚାରୀ ଡନ୍ ପେଟିଟ୍ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍‌ (ISS)ରୁ ୧୪୪ ବର୍ଷରେ ଥରେ ପଡିଥିବା ୨୦୨୫ ମହାକୁମ୍ଭର ଏକ ଚମତ୍କାର ରାତ୍ରିକାଳୀନ ଫଟୋ କ୍ୟାପଚର କରିଥିଲେ। ଏବେ ଏହି ଫଟୋ…

Yogi targets Rahul: ରାହୁଲଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ; କହିଲେ, ‘ଦେଶବିରୋଧୀ ତତ୍ତ୍ୱକୁ ପ୍ରୋତ୍ସାହନ…

ରାଏବରେଲୀ: ରାଏବରେଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମହାରାଷ୍ଟ୍ରରେ ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ମନ୍ତବ୍ୟକୁ ନେଇ ଯୋଗୀ…

Pakistani Brides: ପାକିସ୍ତାନରୁ ଆସିଲେ ୧୫୦ କନ୍ୟା…ଭାରତରେ ଗଢିବେ ନୂଆ ସଂସାର

ନୂଆଦିଲ୍ଲୀ: ପାକିସ୍ତାନୀ ଝିଅ, ଭାରତ ବୋହୂ ବନ୍ଦ ସୀମା ରୋକିପାରିଲାନି ବନ୍ଧନ ଭାରତ ଆସିଲେ ୧୫୦ ନୂଆବୋହୂ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଫଳରେ ଦୁଇ ଦେଶ ମଧ୍ୟରେ ଭିସା କଟକଣା ଏବଂ ସୀମା ବନ୍ଦ ରହିଛି। ତଥାପି ଏଭଳି ପରିସ୍ଥିତିରେ ବି ଭାରତରେ ନିଜ…

Hafiz Saeed: ପାକିସ୍ତାନ ସରକାର ଓ ISIର ସୁରକ୍ଷାରେ ଆତଙ୍କୀ ହାଫିଜ୍ ସଇଦ! ମିଳୁଛି Z+ ଠାରୁ ଅଧିକ ସୁରକ୍ଷା…

ନୂଆଦିଲ୍ଲୀ: ଆତଙ୍କୀ ହାଫିଜ୍ ସଇଦକୁ ନେଇ ବଡ଼ ଦାବି କରିଛନ୍ତି NIAର ପୂର୍ବତନ ଡିଜି ୱାଇସି ମୋଦି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ହାଫିଜ୍ ସଇଦ ପାକିସ୍ତାନ ସରକାର ଓ ISIର ସୁରକ୍ଷାରେ ରହିଛି। କାଗଜପତ୍ରରେ ସେ ପ୍ରିଭେଣ୍ଟିଭ୍ କଷ୍ଟଡିରେ ଥିବା କୁହାଯାଉଥିଲେ ମଧ୍ୟ ତାଙ୍କ ସୁରକ୍ଷା…

ବର୍ଷକୁ ମିଳିବ ୩ ମାଗଣା ଗ୍ୟାସ ସିଲିଣ୍ଡର, ଫ୍ରି ବସ୍ ସେବା: ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ: ତାମିଲନାଡୁ ରାଜନୀତି ଏବଂ ଜନ କଲ୍ୟାଣ ନୀତିରେ ଏକ ନୂଆ ମୋଡ଼ ନେଇ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବିଧାନସଭାରେ ଜନସାଧାରଣଙ୍କ ପାଇଁ ଏକ ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତି ଏବଂ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ରାଜ୍ୟ ସରକାର ସାଧାରଣ ପରିବାର ଏବଂ ଗୃହିଣୀମାନଙ୍କୁ…