Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି, ୧୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୬୪୯ରେ ପହଞ୍ଚିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୬୪୯ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ…

ଜାତୀୟ ରାଜପଥରୁ ଟୋଲ୍ ଫି’ ଆଦାୟ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ବେଳେ ସମସ୍ତ ଜାତୀୟ ରାଜପଥରେ ଟୋଲ୍ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗଣମାଧ୍ୟମକୁ…

ମୋବାଇଲ ଡାଟା ଖର୍ଚ୍ଚ କମ କରିବା ପାଇଁ ପଦକ୍ଷେପ ନେଲେ ପ୍ରମୁଖ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଜାରି ହୋଇଥିବା ୨୧ ଦିନିଆ ଲକ୍ ଡାଉନ ସମୟରେ ଲୋକମାନେ ମୋବାଇଲରେ ଅଧିକ ଭିଡିଓ ଦେଖୁଥିବାରୁ ଡାଟା ବ୍ୟବହାର ହଠାତ୍ ବୃଦ୍ଧି ପାଇଛି । ଏଥିନେଇ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ପକ୍ଷରୁ ନେଟୱାର୍କ ଉପରେ ଅତ୍ୟଧିକ ଚାପ ପଡୁଥିବା ପ୍ରକାଶ…

କୋଭିଡ଼ ୧୯: ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରି ଚାଲିଥିବା ମାରାତ୍ମକ କରୋନା ଭାଇରସର ମୁକାବିଲା ପାଇଁ ଭାରତର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ଟ୍ରେଡୋସ ଭାରତକୁ ବହୁ ପ୍ରଶଂସା କରି କହିଛନ୍ତି ଯେ, କରୋନା ଭାରତରେ…

ମହଙ୍ଗା ପଡିଲା ଲୋକଙ୍କୁ ସାମାଜିକ ଦୂରତ୍ୱ ନେଇ ସଚେତନ କରିବା, ଝାଡଖଣ୍ଡରେ ଦୋକାନୀକୁ ପିଟି ପିଟି ହତ୍ୟା ଅଭିଯୋଗ

ଝାଡଖଣ୍ଡ: ଝାଡଖଣ୍ଡର ପାଲାମୁ ଉଦୟପୁରରେ ଏକ ଅଭାବନୀୟ ଘଟଣା । କରୋନା ଡରରେ ସାମାଜିକ ଦୂରତ୍ୱ ରଖିବା ନେଇ ଗାଁ ଲୋକଙ୍କୁ ବୁଝାଇବାରୁ ଜଣେ ଦୋକାନୀକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟାର ଶିକାର ହୋଇଥିବା କାଶୀ ନାମକ ଏହି ବ୍ୟକ୍ତି ଗାଁରେ ଏକ ଗ୍ରୋସରୀ ଦୋକାନ କରିଥିଲେ…

ଆମେରିକାରେ ସ୍ଥିତି ଗମ୍ଭୀର: ୧୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା

ୱାଶିଂଟନ: କରୋନାକୁ ନେଇ ସାରା ବିଶ୍ୱରେ ହାହାକାର । ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପଲଟିଛି ଚୀନରୁ ଜନ୍ମ ନେଇଥିବା ଏହି ମାରାତ୍ମକ ଭୂତାଣୁ । କରୋନା ଆଁରୁ ମଧ୍ୟ ବଞ୍ଚି ପାରିନାହିଁ ଶକ୍ତିଶାଳୀ ଆମେରିକା। ଧୀରେଧିରେ ଆମେରିକାରେ ସ୍ଥିତି ଗମ୍ଭିର ହେବାରର ଲାଗିଛି । ଏଠାରେ…

ଗୋଆରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

ଗୋଆ: କୋଭିଡ ୧୯ ଭୂତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରୁଛି । ଗୋଆରେ ପ୍ରଥମ ତିନି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସେହିପରି ମଣିପୁର ଓ ମିଜୋରମରେ ଗୋଟିଏ ଜଣେ ଲେଖାଏଁ କୋଭିଡ୧୯ଭୂତାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନ୍ତି । ୨୦ଟି ରାଜ୍ୟ…

କୋଭିଡ-୧୯: ଭାରତରେ ୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ କରୋନା ଭାଇରସ । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୬ ରେ ପହଞ୍ଚିଛି। ଗତକାଲି କରୋନା ପ୍ରଭାବରେ ଅହମ୍ମଦାବାଦରେ ୨ ଜଣଙ୍କର ପ୍ରାଣ ଯାଇଥିଲା । ତେବେ ଏହି…

ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବା ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ : ଓଡିଶା ପୋଲିସ୍

ଭୁବନେଶ୍ୱର: ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବାକୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ ଘୋଷଣା କରାଯାଇଥିବାରୁ ଏହି କ୍ଷେତ୍ରକୁ ସରକାରଙ୍କ ନିର୍ଦ୍ଦେଶିତ କରୋନା ଲକ୍‌ଡାଉନ୍ କଟକଣାରୁ ମୁକ୍ତ ରଖାଯାଇଥିବା ରାଜ୍ୟ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ଏସ୍‌ପି,…