Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତୁ ଜାଣିବା କାହିଁକି କରୋନା ପାଇଁ ଶୀଘ୍ର ଔଷଧ ବାହାରି ପାରୁ ନାହିଁ

ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପିବାର ମୁଖ୍ୟ କାରଣ ହେଲା ଏଥିପାଇଁ କୌଣସି ଔଷଧ କିମ୍ବା ଟୀକା ବାହାରି ନାହିଁ । ଆସନ୍ତୁ ଜାଣିବା କାହିଁକି ଏହା ପାଇଁ ତରବରିଆ ଭାବେ ଔଷଧ ବାହାର କରାଯାଇ ପାରୁ ନାହିଁ । ସାଧାରଣ ଭୂତାଣୁର ବ୍ୟାପିବା ବେଗ ଶୂନରୁ ୧ ପ୍ରତିଶତ ମଧ୍ୟରେ ଥିବାବେଳେ କରୋନା…

କଂଗ୍ରେସ ବିଧାୟକଙ୍କ ପୁତ୍ର ସମେତ କିରଗିଜସ୍ତାନରେ ଫସି ରହିଛନ୍ତି ୫୦୦ ଛାତ୍ର

ରାୟପୁର:କିରଗିଜସ୍ତାନରେ ଛତିଶଗଡର କଂଗ୍ରେସ ବିଧାୟକଙ୍କ ପୁତ୍ର ସମେତ ୫୦୦ ମେଡିକାଲ ଛାତ୍ର ଫସି ରହିଛନ୍ତି । ରାମାନୁଜଗଞ୍ଜର ବୃହଷ୍ପତି ସିଂଙ୍କ ପୁତ୍ର ମଧ୍ୟ ରହିଛନ୍ତି । କରୋନା ଭାଇରସ ପ୍ରଭାବ ରୋକିବା ପାଇଁ ଏବଂ ଉପରୋକ୍ତ ସମସ୍ୟା ନେଇ ରାଜ୍ୟପାଳ ଅନସୁଇଆଉ ଉଇକେ କେନ୍ଦ୍ର ସରକାରଙ୍କୁ…

ଭାରତର ଟାର୍ଗେଟ: ୨୧ ଦିନରେ କରୋନା ଚେନ୍ ଭାଙ୍ଗିବା, ବଢ଼ିପାରେ ଲକ୍‌ଡାଉନ ସମୟସୀମା

ନୂଆଦିଲ୍ଲୀ: ଭାରତ ସରକାର କରୋନା ଭାଇରସ ନେଇ ବେଶ୍ ସତର୍କ ରହିଛି । ବିଶେଷଜ୍ଞଙ୍କ ମତରେ ସବୁ କିଛି ଯଦି ଠିକଠାକ୍ ଚାଲେ ତାହାହେଲେ ୨୧ ଦିନରେ ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଚେନ୍ ଭାଙ୍ଗିବାରେ ସଫଳ ହେବ । ଏହାକୁ ବିଚାରରେ ରଖି ଭାରତ ସରକାର ଆବଶ୍ୟକ ପଡିଲେ ଲକ୍‌ଡାଉନ ସମୟସୀମାକୁ ୧୨…

ଭାରତ ପାଖରେ କରୋନାଭାଇରସକୁ ମୁଳୋତ୍ପାଟନ କରିବାର କ୍ଷମତା ରହିଛି : ଡବ୍ଲ୍ୟୁଏଚଓ

ଜେନେଭା: ଭାରତ ପାଖରେ ଘାତକ କରୋନାଭାଇରସକୁ ମୁଳୋତ୍ପାଟନ କରିବାରେ ବିଶେଷ କ୍ଷମତା ରହିଛି । ଭାରତ ଅତୀତରେ ପୋଲିଓ ଓ ବସନ୍ତ ଭଳି ରୋଗକୁ ଦେଶରୁ ସମୂଳେ ନାଶ କରିଦେଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ଜେ ର‌୍ୟାନ କହିଛନ୍ତି । ମାଇକେଲ ଜେ…

ଭାରତ ମହାସାଗରରେ ୧୨ଟି ଅଣ୍ଡର ୱାଟର ଡ୍ରୋନ୍ ନିୟୋଜିତ କରିଛି ଚୀନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ଚୀନ ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି । କରୋନା ଭାଇରସ ମୁକୁଳିବା ନେଇ ସମଗ୍ର ବିଶ୍ୱ ଚିନ୍ତା କରୁଥିବା ବେଳେ ଚୀନର ଏକ ମନ୍ଦ ଉଦ୍ଦେଶ୍ୟ ପଦାରେ ପଡିଛି । ରିପୋର୍ଟ ମୁତାବକ ଏବେ ଭାରତ ମହାସାଗରରେ ୧୨ଟି ଅଣ୍ଡର ୱାଟର ଡ୍ରୋନ୍ ନିୟୋଜିତ କରିଛି । ଏକ…

କରୋନା ମୁକାବିଲା: ଦିଲ୍ଲୀରେ ଲାଗିଲା କର୍ଫ୍ୟୁ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଲାଗିଳା କର୍ଫ୍ୟୁ । କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବରୁ ଦିଲ୍ଲୀକୁ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଆଜି କର୍ଫ୍ୟୁ ଲଗାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…

ପାକିସ୍ତାନରେ ଦ୍ରୁତଗତିରେ ବୃଦ୍ଧିପାଉଛି କରୋନା ସଂକ୍ରମଣ; ୮୮୨ରେ ପହଞ୍ଚିଲା ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା !

ଇସଲାମାବାଦ: ପାକିସ୍ତାନରେ ଦିନକୁ ଦିନ ପଜିଟିଭ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢି ଚାଲିଥିବା ବେଳେ ସିନ୍ଧର ଦକ୍ଷିଣ ପ୍ରୋଭିନ୍ସରେ ଏହି ମହାମାରୀର ପ୍ରକୋପ ଅଧିକ ବୋଲି ଜଣାପଡ଼ିଛି । ପାକିସ୍ତାନରେ ପଜିିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୮୨ରେ ପହଞ୍ଚିଛି ଏବଂ ମୃତ୍ୟୁ…

କୋଭିଡ-୧୯ ସ୍କ୍ରିନିଂକୁ ଯାତ୍ରୀଙ୍କ ମନା; ବିମାନ ବନ୍ଦରରୁ ଗିରଫ

କୋଚି: କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୋଲିସ ଗିରଫ କରିଛି । କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ କୋଭିଡ-୧୯ ସ୍କ୍ରିନିଂ କରାଇବାକୁ ମନା କରିବାରୁ ନେଦୁମ୍ବାରେସରୀ ପୋଲିସ ତାଙ୍କୁ ଗିରଫ କରିଛି । ଉକ୍ତ…

‘ପାକ୍ ଅଧିକୃତ କାଶ୍ମୀର’ରେ ପଜିଟିଭ୍ କରୋନା ସଂକ୍ରମିତଙ୍କୁ ଠୁଳ କରୁଛି ପାକିସ୍ତାନ !

ଜୁରିଚ (ସ୍ୱିଜରଲ୍ୟାଣ୍ଡ): ମରଣାନ୍ତକ କରୋନା ଭୂତାଣୁକୁ ନେଇ ପାକିସ୍ତାନର କଳା କାରନାମା ଏବେ ଧରାପଡ଼ିଛି । ପାକ୍ ଅଧିକୃତ କାଶ୍ମୀରର ମୀରପୁରରେ ପଜିଟିଭ୍ କରୋନା ସଂକ୍ରମଣଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଆଣି ସେଠାରେ ସଂକ୍ରମିତ କରାଉଥିବାର ଅଭିଯୋଗ କରିଛନ୍ତି ଜଣେ କାଶ୍ମୀର ରାଜନୈତିକ କର୍ମୀ ।…

କରୋନା ଆତଙ୍କ: ୩ ହଜାର କଏଦୀଙ୍କୁ ଖଲାସ କରିବ ତିହାର ଜେଲ୍ !

ନୂଆଦିଲ୍ଲୀ: କରୋନା ମହାମାରୀ ଭୟରେ ୩ ହଜାର କଏଦୀଙ୍କୁ ଜେଲରୁ ଖଲାସ୍ କରିବ ଦିଲ୍ଲୀର ତିହାର ଜେଲ୍ । ଆଗାମୀ ୩ ରୁ ୪ ଦିନ ଭିତରେ କଏଦୀଙ୍କୁ ଖଲାସ କରିବାକୁ ଯୋଜନା କରିଛନ୍ତି ଜେଲ ଅଧିକାରୀ । ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଅସ୍ଥାୟୀ ରୂପେ ଜେଲରୁ ସର୍ବମୋଟ୍ ୩ ହଜାର…