Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭିଡ୍ -୧୯ ବିରୋଧରେ ଲଢିବ IBM ସୁପର କମ୍ପ୍ୟୁଟର !

ଆମେରିକା: ଆଇବିଏମ୍ ଯୋଗାଇବ ଅତି ଶକ୍ତିଶାଳୀ ସୁପର୍ କମ୍ପ୍ୟୁଟର୍ । କୋଭିଡ୍‌-୧୯ମହାମାରୀର ଅନୁସନ୍ଧାନ ଓ ଚିକିତ୍ସାରେ ସାହାଯ୍ୟ କରିବ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ କନସର୍ଟିୟମ୍ । IBM, along with the White House Office of Science and Technology Policy and the U.S.…

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା : ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନଥିଲେ ମଧ୍ୟ କୌଣସି ଶୁଳ୍କ ପଡିବ ନାହିଁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଏଣିକି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନଥିଲେ ମଧ୍ୟ କୌଣସି ଶୁଳ୍କ ପଡିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଘୋଷଣା କରିଛନ୍ତି । ଏଥି ସହିତ ଜିଏସ୍‌ଟି, ଆୟକର ରିଟର୍ଣ୍ଣ ଓ ଆଧାର-ପ୍ୟାନ୍ ସଂଯୋଗ ସମୟସୀମା ଜୁନ୍ ୩୦…

କରୋନା ଆତଙ୍କ: ଇରାନରୁ ଫେରିବେ ୪୦୦ ଭାରତୀୟ !

ନୂଆଦିଲ୍ଲୀ: ଦୁଇଟି ବ୍ୟାଚରେ ଭାରତ ଫେରିବେ ୪୦୦ ଭାରତୀୟ ନାଗରିକ । ଆଜି ଓ ମାର୍ଚ୍ଚ ୨୮ରେ ଇରାନ୍‌ରେ ଅଟକି ରହିଥିବା ୪୦୦ ଭାରତୀୟଙ୍କୁ ଉଦ୍ଧାର କରିବ ଭାରତ । ଇରାନରେ ଫସିରହିଥିବା ୪୦୦ ଭାରତୀୟ ଉହାନ୍ ଏୟାରଲାଇନ୍ସରେ ନିଜ ଦେଶକୁ ଫେରିବେ । କରୋନାଭାଇରସ୍ ମହାମାରୀ ଆରମ୍ଭ ହେବାଠୁ ଏହି…

ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ: ଆବଶ୍ୟକ ପଡିଲେ କର୍ଫ୍ୟୁ ଲଗାଅ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କଠୋର ହେଲେ କେନ୍ଦ୍ର ସରକାର । ସବୁ ରାଜ୍ୟକୁ ଆବଶ୍ୟକ ପଡିଲେ କଫ୍ୟୁ ଜାରି କରିବା ପାଇଁ ଦେଲେ ନିର୍ଦ୍ଦେଶ । ନିୟମ କଡାକଡି ହେଲେ ମଧ୍ୟ ଲୋକେ ମାନୁନାହାନ୍ତି । ଏଣେତେଣ ବୁଲୁଛନ୍ତି । କଟକଣାକୁ ଖାତିର କରୁନାହାନ୍ତି । ଏଥିପାଇଁ ଲୋକଙ୍କୁ ଘର ଭିତରେ ରଖିବା…

ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ କନଫରେନ୍ସ କଲ୍ ବାତିଲ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲକୁ ନେଇ ସସପେନ୍ସ ଜାରି । ଚଳିତ ସଂସ୍କରଣ ଖେଳାଯିବ କି ନାହିଁ ? କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ କନଫରେନ୍ସ କଲକୁ ବାତିଲ କରିଛି ବିସିସିଆଇ । ଏହି ବୈଠକରେ ଆଇପିଏଲ୍ ଆୟୋଜନ ନେଇ ବିସିସଆଇ ଓ…

ଭାରତରେ ଆତଙ୍କବାଦ ମହାମାରୀ !

ଜାମ୍ମୁ ଓ କଶ୍ମୀର: ନୂଆ ଆତଙ୍କବାଦୀ ସଙ୍ଗଠନର ପର୍ଦ୍ଦାଫାସ କଲା ଜାମ୍ମୁ ଓ କଶ୍ମୀର ପୋଲିସ । ଗିରଫ ହେଲେ ଦ ରେଜିଷ୍ଟାନ୍ସ ଫଣ୍ଟ ର ୪ ଆତଙ୍କବାଦୀ । ଲସ୍କର-ଏ-ତୋଏବା ସହ ଜଡିତ ନୂଆ ଆତଙ୍କବାଦୀ ସଙ୍ଗଠନ । ଦୁଇଦୁଇଟି ଯୁଦ୍ଧ ଲଢୁଛି ଭାରତୀୟ ପୋଲିସ । ଗୋଟେପଟେ କରୋନାଭାଇରସ୍ ସେପଟେ ଜାମ୍ମୁ…

କର୍ଫ୍ୟୁ ନିୟମ ଭାଙ୍ଗିଲେ, ରାସ୍ତାରେ ବସ୍ଉଠ କରାଇଲା ପୋଲିସ

ନାଗପୁର: କରୋନା ମୁକାବିଲା ନେଇ ମହାରାଷ୍ଟ୍ରରେ କର୍ଫ୍ୟୁ ଜାରି ହୋଇଛି । ନିହାତି ଜରୁରୀ ନଥିଲେ ଲୋକଙ୍କୁ ଘରୁ ନବାହାରିବା ପାଇଁ ବାରଣ କରାଯାଇଛି। କିନ୍ତୁ ନିୟମକୁ ମାନୁ ନାହାନ୍ତି ସାଧାରଣ ଲୋକ । ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦେଇଛି ପୋଲିସ। ନାଗପୁରରୁ ସାମନାକୁ ଆସିଛି ଏମିତି ଏକ ଚିତ୍ର ।…

ଭାଇରାଲ୍ ପୋଷ୍ଟମର୍ଟମ୍: ଚାଇନା ରାସ୍ତାରେ କରୋନା ମଡକ ?

ଭୁବନେଶ୍ୱର: କିଛି ମାସ ପୂର୍ବରୁ ଏହି ଫଟୋଟି ସୋସିଆଲ୍ ମିଡିଆ, ଖବର କାଗଜ ଓ ଟିଭି ଜଗତରେ ଭାଇରାଲ୍ ହୋଇଥିଲା । ଖବର ପ୍ରଚାରିତ ହୋଇଥିଲା ଚାଇନା ରାସ୍ତାରେ ଶହଶହ ଲୋକ କରୋନା ମହାମାରୀରେ ମରିପଡିଛନ୍ତି । ଏପରିକି ସେମାନଙ୍କ ମୃତଦେହ ଉଠାଇବାକୁ ବି କେହି ନାହାନ୍ତି । ହ୍ୱାଟ୍ସଆପ୍‌ରୁ…

ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମିଳିବ ମୁକ୍ତି

ଜମ୍ମ କାଶ୍ମୀର: ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ଖୁବଶୀଘ୍ର ମିଳିବ ମୁକ୍ତି । ଛଅ ମାସ ପରେ ମୁକୁଳିବେ । ଗତ ଫେବ୍ରୁଆରୀ ମାସରୁ ସେ ନଜରବନ୍ଦୀରେ ଅଛନ୍ତି । ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ କରିଥିଲେ। ଆଇନଶୃଙ୍ଖଳା…

ଶିବରାଜଙ୍କୁ ଭେଟିଲେ କମଲନାଥ, କରୋନା ମୁକାବିଲା ନେଇ ଆଲୋଚନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶିବରାଜ ସିଂହ ଚୌହ୍ୱାଣ। ଦାୟିତ୍ୱ ଗ୍ରହଣର କିଛି ଘଣ୍ଟା ଭିତରେ ତାଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ଆଜି ଦୁଇ ନେତା ସାକ୍ଷାତ ଆଲୋଚନା କରିଛନ୍ତି । ଶିବରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କମଲନାଥ ।…