Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭିଡ-୧୯: ସ୍ଥଗିତ ରହିଲା ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: କରୋନା ଭାଇରସର ବିସ୍ତାରକୁ ଦୃଷ୍ଟିରେ ରଖି ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୨୬ ମାର୍ଚ୍ଚରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖିଥିବା ମଙ୍ଗଳବାର ଦିନ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଇସି ମୁଖପାତ୍ର ଶେଫାଲୀ ଶରଣ ଏହି ସ୍ଥଗିତାଦେଶ…

ଦେଶବାସୀଙ୍କୁ ଆଜି ପୁଣି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ସେ ଟ୍ୱିଟ କରି ଜଣାଇଛନ୍ତି ।…

ଲକଡାଉନ ନମାନିଲେ କର୍ଫ୍ୟୁ ଲଗାଇବୁ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ଦେଶର ଅନେକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ରାଜସ୍ଥାନରେ ଏହାର ଏତେଟା ପ୍ରଭାବ ପରିଲିକ୍ଷିିତ ହେଉନାହିଁ । ଯାହାଫଳରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ସେ ଜନସାଧାରଣଙ୍କୁ କହିଛନ୍ତି,…

କୋଭିଡ-୧୯: ଉତ୍ତର-ପୂର୍ବ ଭାରତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ମଣିପୁର: ମଣିପୁରର ଜଣେ ୨୩ ବର୍ଷୀୟା ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ନିକଟରେ ଇଂଲଣ୍ଡରୁ ଫେରିଥିଲେ । ଏହା ଉତ୍ତର-ପୂର୍ବାଞ୍ଚଳ ଭାରତର ପ୍ରଥମ କରୋନା ମାମଲା । A 23-year-old woman in #Manipur tests positive for #Coronavirus. She has recent travel…

କରୋନାଭାଇରସ: ବିଶ୍ୱବ୍ୟାପୀ ୧ଲକ୍ଷ ରୋଗୀ ଆରୋଗ୍ୟ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱ୍ୟାପୀ ପ୍ରାୟ ୧ ଲକ୍ଷ ରୋଗୀ ଆରୋଗ୍ୟ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୧୯୨ଟି ଦେଶରେ ଏଯାବତ୍ ୩୫ ହଜାର ବ୍ୟକ୍ତି…

କରୋନା: ଫ୍ରାନ୍ସରେ ଲକଡାଉନ ସତ୍ୱେ ଗୋଟିଏ ଦିନରେ ୨୮% ମୃତ୍ୟୁ

ପ୍ୟାରିସ: ଫ୍ରାନ୍ସରେ ଦେଶବ୍ୟାପୀ ଲକଡାଉନ ସତ୍ୱେ ବଢ଼ି ବଢ଼ି ଚାଲିଛି କରୋନାଭାଇରସ ଜନିତ ମୃତ୍ୟୁ ସଂଖ୍ୟା । ଫ୍ରାନ୍ସରେ ଗୋଟିଏ ଦିନରେ ୧୮୬ଜଣଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସରେ ଲକଡାଉନର ଏହା ଦ୍ୱିତୀୟ ସପ୍ତାହ ହୋଇଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା ଅଣାୟତ୍ତ ହୋଇପଡିଛି । ଏହା ସହିତ ସେଠାରେ…

କୋଭିଡ-୧୯: ମହାରାଷ୍ଟ୍ରରେ ୧୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ: କରୋନା ଭାଇରସ ପ୍ରଭାବରେ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ କୁ ବୃଦ୍ଧି ପାଇଥିବା ମଙ୍ଗଳବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ସମୟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ମୋଟ ସକରାତ୍ମକ ମାମଲା ୪୯୨ କୁ ବୃଦ୍ଧି…

ଜିଓ ଆଣିଲା ‘ୱାର୍କ ଫ୍ରମ ହୋମ’ ପ୍ଲାନ, ଜାଣନ୍ତୁ

ଭୁବନେଶ୍ୱର: କରୋନାଭାଇରସ୍ ଭୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଘରେ ରହି କାମ କରିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଏବେ ଜିଓ ଆଣିଛି ‘ୱାର୍କ ଫ୍ରମ ହୋମ’ ପ୍ରିପେଡ୍ ପ୍ଲାନ ବ୍ୟବସ୍ଥା । ପ୍ଲାନ ଅନୁଯାୟୀ, ଜିଓ ଆଣିଛି ଏକ ଡାଟା ବୁଷ୍ଟର୍ ପ୍ୟାକ୍ । ଯାହା ପ୍ରତିଦିନ ୨ଜିବି ଡାଟା…

ଇଟାଲୀରେ ଅଣାୟତ୍ତ କରୋନା: ଗୋଟିଏ ଦିନରେ ୬୦୨ ମୃତ୍ୟୁ, ୬ ହଜାର ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୬୦୨ ଜୀବନ । ସୋମବାର ଦିନ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୬୦୨ ଜଣଙ୍କ ମୃତ୍ୟୁ ହୋଇଥିବା…

କରୋନା ଲକଡାଉନ: ଶାହିନବାଗରୁ ହଟିଲେ ବିକ୍ଷୋଭକାରୀ, ତମ୍ବୁ ହଟାଇ ରାସ୍ତା ଖାଲି କଲା ପୋଲିସ

ନୂଆଦିଲ୍ଲୀ: ନାଗରିକତା ଆଇନ ବିରୋଧରେ ଗତ ଡିସେମ୍ବର ୧୫ ରୁ ଶାହିନବାଗରେ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ପୋଲିସ ହଟାଇ ଦେଇଛି। ଦିଲ୍ଲୀ ଏବଂ ନୋଏଡାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଥିବା ତମ୍ବୁଗୁଡ଼ିକୁ ମଧ୍ୟ ପୋଲିସ ହଟାଇ ଦେଇଛି। DCP South East:People at the protest site…