Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜନତା କର୍ଫ୍ୟୁ ପ୍ରଭାବ: ହିରୋ ମୋଟୋ କର୍ପ ର ସମସ୍ତ ଫ୍ୟାକ୍ଟ୍ରୀ ଲକ୍‌-ଡାଉନ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଭାରତରେ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁର ସଫଳ ଛବି । ଓଡିଶା ସମେତ ରାଜସ୍ଥାନରେ ଲକ୍‌-ଡାଉନ୍ ନିର୍ଦ୍ଦେଶ ଜାରି ହୋଇଛି । ଏପରି ସ୍ଥିତିକୁ ଦେଖି ସମସ୍ତ ଅପରେଶନକୁ ତୁରନ୍ତ ବନ୍ଦ କଲା ଭାରତର ଅଗ୍ରଣୀ ଦୁଇ ଚକିଆ…

ରୋମରୁ ୨୬୩ ଭାରତୀୟଙ୍କୁ ନେଇ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇଟାଲିର ରୋମରେ ଫସିରହିଥିବା ପ୍ରାୟ ୨୬୩ ଜଣ ଭାରତୀୟ ଛାତ୍ରଛାତ୍ରୀ ରବିବାର ଭାରତରେ ଆସି ପହଞ୍ଚିଛନ୍ତି । ଏନେଇ ଟ୍ୱିଟ୍ କରିଛି ଜାତୀୟ ନ୍ୟୁଜ ସରବରାହ ସଂସ୍ଥା ଏଏନଆଇ । https://twitter.com/ANI/status/1241599678044487681?s=08…

ଆଜି ବିଶ୍ୱ ଜଳ ଦିବସ: କାହିଁକି ହୁଏ ପାଳନ, ଜାଣନ୍ତୁ

ଭୁବନେଶ୍ୱର: ସୃଷ୍ଟିର ଆଧାର ଜଳ । କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ...ଜଳ ବହୁଳେ ସୃଷ୍ଟି ନାଶ। ବିଶ୍ୱ ଜଳ ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ପାଳିତ ହୁଏ । ବିଶ୍ୱର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ…

ଘରୋଇ ଲାବୋରୋଟୋରୀରେ କୋଭିଡ୧୯ ପରୀକ୍ଷଣ ନେଇ ଗାଇଡଲାଇନ ଜାରି

ନୂଆଦିଲ୍ଲ- ସାରା ଦେଶରେ କୋଭିଡ୧୯ ପରୀକ୍ଷଣର ଆବଶ୍ୟକତା ଦୃତ ଗତିରେ ବଢୁଥିବାରୁ ଘରୋଇ ଲାବୋରୋଟୋରୀଗୁଡିକରେ ଏହି ପରୀକ୍ଷଣ କରାଯିବା ପାଇଁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର୍‌) ପକ୍ଷରୁ ବିସ୍ତୃତ ନିୟମାବଳୀ ଜାରି କରାଯାଇଛି । ଏହି ନିୟମାବଳୀ ଅନୁସାରେ କୋଭିଡ୧୯…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୩୧୫କୁ ବୃଦ୍ଧି ହୋଇଥିବାନେଇ ଇଣ୍ଡିଆନ୍ କାଉନସିଲ୍‌ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି । କେବଳ ଗୋଟିଏ ଦିନରେ ଭାରତରେ ପ୍ରାୟ ୭୯ଟି ନୂତନ…

ଜନତା କର୍ଫ୍ୟୁର ପ୍ରଭାବ: ରାସ୍ତାଘାଟ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ 'ଜନତା କର୍ଫ୍ୟୁ' ଜାରି ରହିଥିବା ବେଳେ ରବିବାର ଦିନ ସକାଳ ୭ଟାରୁ ସବୁକିଛି ଠପ୍ ହୋଇଯାଇଥିବା ଦେଖିବାକୁ ମିଳିଛି । କୋଭିଡ-୧୯ ଲାଗି ସତର୍କତା ଏବଂ ସାମାଜିକ ଦୂରତା ବଜାୟ ଓ ସୁସ୍ଥ ରହିବା ଉଦ୍ଦେଶ୍ୟରେ…

ଗୁଜବ ରୋକିବା ପାଇଁ ମାଇଁଗଭ କରୋନା ହେଲ୍ପ ଡେସ୍କ ଆରମ୍ଭ କଲେ ଭାରତ ସରକାର

ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣ ନେଇ ଜନସାଧାରଣରେ ଭୟ ସୃଷ୍ଟି ହୋଇଥିବା ବେଳେ ସୋସିଆଲ ମିଡିଆରେ ଗୁଜବ ଓ ମିଥ୍ୟା ଖବର ପ୍ରସାର ରୋକିବା ପାଇଁ ଭାରତ ସରକାର ହ୍ଵାଟ୍ସଆପରେ ଏକ ଚାଟ-ବଟ ମାଇଁଗଭ କରୋନା ହେଲ୍ପ ଡେସ୍କ ଆରମ୍ଭ କରିଛନ୍ତି । ଏହା ଜରିଆରେ କରୋନା ମହାମାରୀ ଉପରେ ଲୋକଙ୍କ…

କରୋନା ଆତଙ୍କ: ରାଜସ୍ଥାନ ଟୋଟାଲ୍ ଲକ୍‌-ଡାଉନ୍

ରାଜସ୍ଥାନ: ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାର ଘୋଷଣା ୪୦% ଲକ୍‌-ଡାଉନ୍ । ଓଡିଶାର ୮ଟି ପ୍ରମୁଖ ସହର ସମେତ ୫ଟି ଜିଲ୍ଲାକୁ ଲକ୍‌-ଡାଉନ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଟୋଟାଲ ଲକ୍‌-ଡାଉନ୍ ହୋଇଛି । In order to contain…

ସୁକମାରେ ସୁରକ୍ଷାବାହିନୀ – ନକ୍ସଲ ମୁହାଁମୁହିଁ, ୧୧ ଯବାନ ଆହତ

ରାୟପୁର: ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଶନିବାର ଅପରାହ୍ନରେ ଛତିଶଗଡ ସୁକମା ଜିଲ୍ଲାର କୋରଜଗୁଡା ପାହାଡ ତଳେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି । ନକ୍ସଲ ଗତିବିଧିର ସୂଚନା ପାଇବା ପରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଓ କୋବ୍ରା ବାହିନୀ ପକ୍ଷରୁ ସେ ଅଞ୍ଚଳକୁ ଗସ୍ତ କରିଥିଲେ । ଗୁଳି…

୧୨ ରେଳଯାତ୍ରୀ କରୋନା ପଜିଟିଭ୍ ଥିବା ସୂଚନା ଦେଲା ରେଳବିଭାଗ

ନୂଆଦିଲ୍ଲୀ: ଦୁଇଟି ଅଲଗା ଅଲଗା ଟ୍ରେନରେ ନିକଟରେ ଯାତ୍ରା କରିଥିବା ୧୨ ଜଣ ଯାତ୍ରୀ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ୧୨ ଜଣଙ୍କ ମଧ୍ୟରୁ ୮ ଯାତ୍ରୀ ଆନ୍ଧ୍ରପ୍ରଦେଶ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ମାର୍ଚ୍ଚ ୧୩ରେ ଦିଲ୍ଲୀରୁ ରାମାଗୁଣ୍ଡମ୍ ଯାଇଥିବା…