Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦକ୍ଷିଣକୋରିଆ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା

ସିଓଲ: ଚୀନରେ ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁଠାରୁ ବେଶି କରୋନା ସଂକ୍ରମଣର ଶୀକାର ହୋଇଥିଲେ ଦକ୍ଷିଣ କୋରିଆର ଲୋକେ । ୧୦ ଦିନ ମଧ୍ୟରେ ଏହା ୩ଗୁଣ ବଢ଼ି ଯାଇଥିଲା । ତେବେ ସ୍ଥାନୀୟ ସରକାର କଠୋର ପଦକ୍ଷେପ ଗ୍ରହଣ କରି ୨.୧୨ ଲକ୍ଷ ଲୋକଙ୍କ ସଂକ୍ରମିତ ହୋଇଥିବା କିମ୍ବା ସନ୍ଦେହରେ ଥିବା ନେଇ…

୨୦ ଦେଶରେ ଲକ୍‌ଡାଉନ, ୧୨୦ କୋଟି ଲୋକ ଘର ଭିତରେ ରହିବାକୁ ବାଧ୍ୟ

ନୂଆଦିଲ୍ଲୀ:କରୋନା ଭାଇରସର ପ୍ରଭାବ ଏତେମାତ୍ରାରେ ବ୍ୟାପିଯିବ କେହି କେବେ ସ୍ୱପ୍ନରେ ଭାବି ନ ଥିଲେ । ମାତ୍ର ୨ ମାସ ମଧ୍ୟରେ ୨୦ ସହର ସମ୍ପୂର୍ଣ୍ଣ ଲକଡାଉନ ହୋଇଯାଇଥିବା ବେଳେ ୧୨୦ କୋଟି ଲୋକ ସଂକ୍ରମଣରୁ ବଂଚିବା ପାଇଁ ଘର ମଧ୍ୟରେ ରହିଛନ୍ତି । ୫୦ରୁ ଅଧିକ ଦେଶରେ କେତେକ ନିର୍ଦ୍ଦିଷ୍ଟ ସହରରେ…

୩୦ ଲିଟର ମଦ ପିଇଗଲେ ହାତୀ ଦଳ

ୟୁନାନ: ଚୀନର ୟୁନାନ ଅଂଚଳରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ୧୪ ହାତୀର ଏକ ଦଳ ସହର ମଧ୍ୟରେ ପ୍ରବେଶ କରିଥିଲେ । ଖାଦ୍ୟ ସନ୍ଧାନରେ ସେମାନେ ଏକ ମଦ ଦୋକାନ ମଧ୍ୟରେ ପଶି ଯାଇଥିଲେ । ସେଠାରେ ଉତ୍ପାତ କରିବା ସହ ୩୦ ଲିଟର ମଦ ପିଇଥିଲେ । ଏହା ପରେ ଗୋଟିଏ ଯୋଡା ହାତୀ ନିଶାସକ୍ତ…

କଂଗ୍ରେସର ୨୨ ବିଦ୍ରୋହୀ ବିଧାୟକ ବିଜେପିରେ ମିଶିଲେ

ଭୋପାଳ: କମଳନାଥ ସରକାରର ପତନ ପରେ ଶନିବାର କଂଗ୍ରେସର ୨୨ ବିଦ୍ରୋହୀ ବିଧାୟକ ବିଜେପିରେ ମିଶିଛନ୍ତି । ବାଙ୍ଗାଲୋରରୁ ସମସ୍ତ ବିଧାୟକ ଦିଲ୍ଲୀରେ ପହଂଚିଥିଲେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କୈଳାସ ବିଜୟବର୍ଗିୀ, ନରେନ୍ଦ୍ର ସିଂ ତୋମାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉପରୋକ୍ତ…

ଏକାନ୍ତବାସରେ ଗଲେ ବାହୁବଳୀ ଷ୍ଟାର ପ୍ରଭାସ

ମାଡ୍ରାସ:କରୋନା ଭାଇରାସ ନେଇ କେତେକ ସେଲିବ୍ରେଟିଙ୍କୁ ଛାଡିଦେଲେ ଅନ୍ୟମାନେ ପ୍ରଶଂସନୀୟ ପଦକ୍ଷେପ ନେଉଛନ୍ତି । ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ବାହୁବଳୀ ଷ୍ଟାର ପ୍ରଭାସଙ୍କ ନିକଟରେ । ପ୍ରଭାସ ତାଙ୍କର ଏକ ଫିଲ୍ମ ଶୁଟିଂ ନେଇ ବିଦେଶ ଯାଇଥିଲେ । ସେଠାରୁ ସେ ସ୍ୱଦେଶ ପ୍ରତ୍ୟାବର୍ତନ…

କ୍ୟାବିନେଟ ବୈଠକରେ ସଂଶୋଧିତ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କ୍ଲଷ୍ଟର ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସଂଶୋଧିତ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କ୍ଲଷ୍ଟର(ଇଏମସି ୨.୦) ଯୋଜନା ପାଇଁ ଆର୍ଥିକ ସହାୟତାକୁ ମଞ୍ଜୁରୀ ମିଳିଛି । ଏହାର ଉଦ୍ଦେଶ୍ୟ ଇଲେକ୍ଟ୍ରୋନିକ ବିନିର୍ମାଣ କ୍ଲଷ୍ଟର ଗୁଡିକୁ ବିଶ୍ୱସ୍ତରୀୟ…

ଆଶ୍ୱସ୍ତି: କନିକା ସଂସ୍ପର୍ଶରେ ଆସିଥିବା ୫୦ଜଣଙ୍କ ମଧ୍ୟରୁ ୪୫ଙ୍କ ରିପୋର୍ଟ ନେଗେଟିଭ୍‌

ଲକ୍ଷ୍ନୌ:ସେଲିବ୍ରେଟି ଗାୟିକା କନିକା କାପୁରଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ କୋରନା ଭାଇରସରେ ଆକ୍ରାନ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ଶନିବାର ମିଳିଥିବା ରିପୋର୍ଟ ମୁତାବକ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୦ ଜଣଙ୍କ ମଧ୍ୟରୁ ୪୫ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏଥିରେ ରାଜସ୍ଥାନର…

ଆୟୁଷ୍ମାନ ମିଶନରେ ସାମିଲ ହେବ ଆୟୁଷ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର

ନୂଆଦିଲ୍ଲୀ: ଆୟୁଷ୍ମାନ ମିଶନର ଆୟୁଷ୍ମାନ ଭାରତରେ ସାମିଲ ହେବ ଆୟୁଷ ସ୍ୱସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର । ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବ କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି । ଆୟୁଷ ସ୍ୱସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରକୁ ଆୟୁଷମାନ ମିଶନରେ ଅନ୍ତର୍ଭୁକ୍ତ କରିବାକୁ…

କରୋନା କଟକଣା: ଅଯୋଧ୍ୟା ରାମନବମୀ ଉତ୍ସବରେ ବାହାର ଲୋକଙ୍କ ପ୍ରବେଶ ମନା

ଲକ୍ଷ୍ନୌ: ଅଯୋଧ୍ୟାର ରାମନବମୀ ଉତ୍ସବରେ ଲାଗିଲା କରୋନା କଟକଣା । ଏଠି ବାହାର ଲୋକଙ୍କ ପ୍ରବେଶକୁ ବ୍ୟାନ୍ କରାଯାଇଛି । ଏନେଇ ୟୁପି ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । କରୋନା ଭୂତାଣୁକୁ ଆଖି ଆଗରେ ରଖି ପ୍ରଶାସନ କଡା କଟକଣା ଲଗାଇଛନ୍ତି । ଆଯୋଧ୍ୟାରେ ଆସନ୍ତା ୨୫ରୁ ଏପ୍ରିଲ ୨…

ପୁଣି କରୋନା ପ୍ରଭାବିତ ଦେଶରୁ ହେବ ଭାରତୀୟଙ୍କ ଉଦ୍ଧାର; ରୋମ ଅଭିମୁଖେ ଯାତ୍ରା କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସ ସଙ୍କଟ ମଧ୍ୟରେ ଇଟାଲୀର ରୋମରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ୭୮୭ ଡିମଲାଇନର ବିମାନ ଶନିବାର ଅପରାହ୍ନରେ ରୋମ ଯାତ୍ରା କରିଛି । ଏୟାର ଇଣ୍ଡିଆ ଭାରତୀୟଙ୍କୁ ଧରି ରବିବାର ସକାଳେ ସ୍ୱଦେଶ ଫେରିବ । ଆସନ୍ତାକାଲି ଠାରୁ…