Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଅପଡେଟ୍: ଭାରତରେ କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୬୪୧୨ରେ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ହରିଆଣାରେ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଡବଲ ଦରମା

ହରିଆଣା: କରୋନା ମହାମାରୀ ସଂକ୍ରମଣ ସାରା ଦେଶରେ ବୃଦ୍ଧି ପାଇବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଚାପ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦରମା…

ଗୋଆରେ କିପରି ପାଳିତ ହୁଏ ଗୁଡ୍ ଫ୍ରାଇଡ଼େ…

ପାନାଜୀ: ଭାରତ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଗୋଆରେ ପର୍ତ୍ତୃଗୀଜ ଔପନିବେଶମାନେ ରହିଆସୁଥିଲେ । ଗୋଆକୁ ଏହି ପର୍ତ୍ତୃଗୀଜମାନେ ଅନେକ ଦିନ ଧରି ଶାସନ କରିଆସୁଥିଲେ । ଏବେ ମଧ୍ୟ ଗୋଆରେ ବହୁସଂଖ୍ୟାରେ ପର୍ତ୍ତୃଗୀଜମାନେ ବାସ କରୁଥିବା ସହିତ ସେଠାରେ ସ୍ୱାଭାବିକ ଭାବେ ଖ୍ରୀଷ୍ଟଧର୍ମର ସମସ୍ତ…

ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ମନଇଚ୍ଛା ନ ଖାଇବା ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ:ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ମନଇଚ୍ଛା ନ ଖାଇବା ପାଇଁ ଗୁରୁବାର କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାକୁ ସେବନ କରିବା ପାଇଁ କୁହାଯାଇଛି । କରୋନା ଭାଇରସକୁ ଭଲ କରିବାରେ ଏହି ଔଷଧ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏହାର ଚାହିଦା…

ଓଡ଼ିଶାରେ ଲକ୍‌ଡ଼ାଉନ୍ ବଢିବା ନେଇ ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ପ୍ରଶଂସା

ଭୁବନେଶ୍ୱର: ମହାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଯେକୌଣସି ଦୁର୍ବିପାକ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୁରନ୍ତ ପଦକ୍ଷେପ ଜାତୀୟ ଗଣମାଧ୍ୟମରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏବେ କରୋନା ମହାମାରୀ ଯୋଗୁଁ ସମଗ୍ର ପୃଥିବୀ ଏକ ପ୍ରକାର ଆତଙ୍କିତ…

ଗୁଡ୍ ଫ୍ରାଇଡେରେ କାହିଁକି ଦିଆଯାଏ ନାହିଁ ଶୁଭେଚ୍ଛା ବାର୍ତ୍ତା ?

ଭୁବନେଶ୍ୱର: ଜାତୀୟ ଛୁଟିଦିନ ହୋଇଥିବାରୁ ଆପଣ ଭାବୁଥିବେ ଗୁଡ୍ ଫ୍ରାଇଡେ ଅନ୍ୟ ଉତ୍ସବ ଭଳି ଏକ ଆନନ୍ଦର ପର୍ବ । ଜଣାଅଜଣାରେ ଆପଣ ଖ୍ରୀଷ୍ଟଧର୍ମୀ ବନ୍ଧୁଙ୍କୁ ହାପି ଗୁଡ୍ ଫ୍ରାଇଡେ ଲେଖି ୱିସ୍ ବି କରିଥିବେ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ଏଭଳି ବାର୍ତ୍ତା ସେମାନଙ୍କ ଧାର୍ମିକ ମନୋଭାବକୁ…

ପରଲୋକରେ ରାମାୟଣର ସୁଗ୍ରୀବ ‘ଶ୍ୟାମସୁନ୍ଦର’

ଭୁବନେଶ୍ୱର : ଲକ୍ ଡାଉନ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣର ପ୍ରସାରଣ ବେଳେ ଏକ ଦୁଃଖଦ ଖବର ଆସିଛି । ରାମାୟଣରେ ସୁଗ୍ରୀବ ଓ ବାଲି ଉଭୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମସୁନ୍ଦର କରାରେଙ୍କର ପରଲୋକ ହୋଇଯାଇଛି । ଗତ କିଛି ବର୍ଷ ହେଲା ସେ କ୍ୟାନସରରେ ପୀଡିତ ଥିଲେ । ହରିୟାଣାରେ…

ଆର୍ଣ୍ଣଲ୍ଡ ‘ଟର୍ମିନେଟର’ଙ୍କ ପୁତ୍ର ଜୋସେଫଙ୍କ ଫିଗର ଏବେ ଚର୍ଚ୍ଚାରେ

ଲସଆଞ୍ଜେଲ୍ସ: ଆର୍ଣ୍ଣଲ୍ଡ ସ୍କ୍ରାରାଜେନେଗାରଙ୍କୁ କିଏ ବା ନ ଜାଣେ । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସେ ସାରା ବିଶ୍ୱରେ ଖ୍ୟାତି ହାସଲ କରିଥିଲେ । ସେ ୭୦ ଦଶକରେ ୬ଥର ମିଷ୍ଟର ଅଲିମ୍ପିଆନ୍ ପ୍ରଫେଶନାଲ ବଡିବିଲ୍ଡିଂ ଟାଇଟଲ ଜିତିଥିଲେ । ତାଙ୍କ ଅଭିନୀତ ଟର୍ମିନେଟର ଫିଲ୍ମ ଏବେ ମଧ୍ୟ ଦର୍ଶକଙ୍କ…

ମନଇଚ୍ଛା ହାଇଡ୍ରୋକ୍ସିକ୍ଲୋରୋକୁଇନ ଖାଆନ୍ତୁ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଏପର୍ଯ୍ୟନ୍ତ ବାହାରିନି କୌଣସି ଭ୍ୟାକସିନ୍ । ତେବେ କରୋନାର ଗେମ୍ ଚେଂଜର ଭାବେ ଉଭା ହୋଇଛି ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ । ଏହି ମେଡିସିନ୍‌କୁ ଭାରତଠାରୁ ଆମେରିକା ମାଗିବା ପରେ ଏବେ ଏହାର ଡିମାଣ୍ଡ ବଢ଼ିଯାଇଛି । ତେବେ ଏହି ମେଡିସିନ୍‌କୁ…

କରୋନା ଭାଇରସ କବଳରେ ସୌଦି ଆରବ ରାଜପରିବାର, ୧୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରିୟାଦ: କରୋନା ଭାଇରସ କବଳରେ ସୌଦି ଆରବ ରାଜପରିବାର ପଡିଛି । ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲେ ମଧ୍ୟ ସେମାନେ ଏହି କିଲର କରୋନାକୁ ଅଟକାଇବାରେ ସଫଳ ହୋଇ ନାହାନ୍ତି । ଅଲଜଜୀରା, ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ ୧୫୦ରୁ ଊର୍ଦ୍ଧ୍ୱ ରାଜପରିବାର ସଦସ୍ୟ ଏଥିରେ ଆକ୍ରାନ୍ତ ହୋଇ…