Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୀବନ ବଂଚାଇବା ପାଇଁ ଡାକ୍ତରଙ୍କ ପାଖରେ ନେହୁରା ହେଲେ ତବଲିଗ ଜମାତର ସଦସ୍ୟ

କାନପୁର: କରୋନାର ଭୟାବହ ଓ ବିକଟାଳ ରୂପକୁ ତବଲିଗ ଜମାତର ସଦସ୍ୟମାନେ ଭଲ ଭାବେ ବୁଝିବା ଆରମ୍ଭ କରିଛନ୍ତି । ହ୍ୟାଲେଟ ଡାକ୍ତରଖାନାରେ ଗୁରୁବାର ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁ ଡାକ୍ତର ଓ ନର୍ସଙ୍କୁ ସେମାନେ ଖରାପ ବ୍ୟବହାର କରିଥିଲେ ଆଜି କରୋନା କବଳରୁ ବଂଚାଇବା ପାଇଁ…

ବ୍ରିଟେନର ସବୁଠାରୁ ବଡ ପରିବାରରେ ଆଉ ଏକ ନୂଆ ଅତିଥି ଆସିଲେ

ଲଣ୍ଡନ: ବ୍ରିଟେନର ସବୁଠାରୁ ବଡ ପରିବାରରେ ଗୁରୁବାର ଆଉ ଏକ ନୂଆ ଅତିଥି ଆସିଛନ୍ତି । ୪୪ ବର୍ଷୀୟ ସୁ ରେଡଫୋର୍ଡ ୨୨ତମ ସନ୍ତାନକୁ ଜନ୍ମ ଦେଇଛନ୍ତି । ବର୍ଷେ ତଳେ ସେ ୨୧ ତମ ସନ୍ତାନର ମାଆ ହୋଇଥିଲେ । ସେ ସମୟରେ ଏହା ତାଙ୍କର ଶେଷ ସନ୍ତାନ ହେବେ ବୋଲି କହିଥିଲେ । ୪୮ ବର୍ଷୀୟ ନୋୟଲ ରେଡଫୋର୍ଡ…

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କୋଭିଡ-୧୯ ଜରୁରୀକାଳିନ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ ଜରୁରୀକାଳିନ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି ରେସପନ୍ସ ଆଣ୍ଡ୍…

କରୋନା ଭାଇରସ ସଂକ୍ରମଣରେ ଇଟାଲୀର ପୂର୍ବତନ ଷ୍ଟାର ଆଥଲେଟ ଡୋନାଟୋଙ୍କ ମୃତ୍ୟୁ

ରୋମ:ଇଟାଲୀର ପୂର୍ବତନ ଷ୍ଟାର ଆଥଲେଟ ଡୋନାଟୋ ସାବିଏ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ପୂର୍ବରୁ ତାଙ୍କ ବାପାଙ୍କ ଜୀବନ ମଧ୍ୟ କରୋନା ଭାଇରସ ନେଇଥିଲା । ୧୯୮୪ ଲସ୍‌ଏଞ୍ଜେଲ୍ସ ଏବଂ ୧୯୮୮ ସିଓଲ ଅଲିମ୍ପିକ୍ସରେ ସେ ଯଥାକ୍ରମେ ୫ମ ଓ ୭ମ ସ୍ଥାନ ଅଧିକାର କରିଥିଲେ।  ଇଟାଲିଆନ…

ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନ ବଂଚାଇଦେଲେ ଭଗତ ସିଂ!

ମହାରାଷ୍ଟ୍ର: ଟଳିପାରେ ସଂକଟ । ବଂଚିପାରେ ଉଦ୍ଧବ ଠାକରେଙ୍କ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ । ରାଜ୍ୟପାଳ ଭଗତ ସିଂ କେଶୟାରୀଙ୍କ କୋଟାରେ ଥିବା ୨ଟି ଏମ୍‌ଏଲ୍‌ସି ଆସନ ମଧ୍ୟରୁ ଗୋଟିଏରୁ ଉଦ୍ଧବଙ୍କୁ ମନୋନୀତ କରାଯିବ । ଏନେଇ ଗୁରୁବାର ହୋଇଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି।…

ସୋସିଆଲ ମିଡିଆରେ ରହସ୍ୟମୟ ଜୀବ; ଏଲିଅନ ସହ ତୁଳନା କଲେ ଲୋକେ !

ଭୁବନେଶ୍ୱର: ରହସ୍ୟମୟ ଜୀବକୁ ନେଇ ଏକ ଭିଡିଓ ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଛି । ଭିଡିଓରେ ଥିବା ଏକ କଳାରଙ୍ଗର ଜୀବକୁ ନେଇ ଅନେକ ଲୋକ ଭିନ୍ନଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହିକେହି ଏହାକୁ ଏଲିଅନ୍ ଜୀବ ସହ ମଧ୍ୟ ତୁଳନା କରିଛନ୍ତି । Anybody know what this is?…

କରୋନା ସଂକ୍ରମଣ ଲୁଚାଇଲେ ହେବ ଏଫ୍‌ଆଇଆର୍‌: ମଧ୍ୟପ୍ରଦେଶ ସରକାର

ଭୋପାଲ: କରୋନା ସଂକ୍ରମଣ ଲୁଚାଇଲେ ହେବ ଏଫ୍‌ଆଇଆର୍ । ଏଭଳି କଠୋର ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ସରକାର । ମଧ୍ୟପ୍ରଦେଶରେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି କଡା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଯଦି କୌଣସି ବ୍ୟକ୍ତି କରୋନା…

ଲକ୍‌-ଡାଉନରେ କେରଳ ପୋଲିସର କ୍ରିକେଟ୍ କମେଣ୍ଟ୍ରି !

କେରଳ: ସୋସିଆଲ୍ ମିଡିଆରେ ଭାଇରାଲ୍ କେରଳ ପୋଲିସର ଲକ୍‌-ଡାଉନ୍ ଭିଜୁଆଲ୍ । ମାଡ କି ଗିରଫ କରି ନୁହେଁ ବରଂ କ୍ରିକେଟ କମେଣ୍ଟ୍ରି ଜରିଆରେ ଲୋକ ହେଉଛନ୍ତି ସଚେତନ । Drone sightings during lockdown... pic.twitter.com/kN3a4YCJ5D — Kerala Police (@TheKeralaPolice)…

ଲକ୍‌ଡାଉନର ପ୍ରଭାବ: ରାଜରାସ୍ତାରେ ଜଙ୍ଗଲୀ ଜୀବଜନ୍ତୁ !

ଭୁବନେଶ୍ୱର: ସମଗ୍ର ବିଶ୍ୱ ଏବେ କରୋନା ମହାମାରୀର ପୀଡ଼ା ଭୋଗୁଥିବା ବେଳେ ଅଧିକାଂଶ ରାଷ୍ଟ୍ର ପାଳୁଛନ୍ତି ଲକ୍‌ଡାଉନର ନିୟମ । ଲକ୍‌ଡାଉନ୍ ଯୋଗୁ ଏବେ ଅନେକ କଥା ମଣିଷ ଅଙ୍ଗେ ନିଭେଇବା ସହିତ ବହୁତ କଥା ଅନୁଭବ କରିପାରୁଛି । ମଣିଷ ଲଗାତର କେତେ ଦଶନ୍ଧି ଧରି ପ୍ରକୃତି ଉପରେ ଯେମିତି ଅତ୍ୟାଚାର…

କରୋନା ଅପଡେଟ୍‌; ଇନ୍‌ଷ୍ଟାଗ୍ରାମରେ ସଲମାନ୍ ଶେୟାର କଲେ ସର୍ଟ ଫିଲ୍ମ ‘ବାସ୍ତବ୍‌-୨’ !

ମୁମ୍ବାଇ: କରୋନାଭାଇରସ୍ ଉପରେ ଆଧାରିତ ଏକ ସର୍ଟଫିଲ୍ମକୁ ସୋସିଆଲ୍ ମିଡିଆରେ ଶେୟାର କଲେ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ । ଫିଲ୍ମର ଟାଇଟଲ୍ ରହିଛି ବାସ୍ତବ୍‌-୨ । ବୁଧବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସଲମାନ ସର୍ଟ ଫିଲ୍ମ ବାସ୍ତବ-୨କୁ ଶେୟାର କରିଛନ୍ତି । କରୋନାଭାଇରସ୍ ଉପରେ…