Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ଆରମ୍ଭ ହେବ ସଂସଦର ବଜେଟେ ଅଧିବେଶନ  । ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ଦେଶର ଆର୍ଥିକ ସ୍ଥତି ନେଇ ସମସ୍ତଙ୍କ ମତାମତ ଜରୁରୀ ବୋଲି ମୋଦି କହିଛନ୍ତି । ଏଥିସହ ସାମ୍ପ୍ରତିକ ବୈଶ୍ୱିକ…

ୟୁରୋପୀୟ ସଂସଦରେ ସିଏଏ ବିରୋଧୀ ପ୍ରସ୍ତାବ: ମାର୍ଚ୍ଚକୁ ଘୁଞ୍ଚିଲା ଭୋଟିଂ

ଲଣ୍ଡନ: ଭାରତର ନାଗରିକତା ସଂଶୋଧନ ଆଇନ ମାମଲାରେ କୁଟନୈତିକ ବିଜୟ ହୋଇଛି । ନାଗରିକତା ସଂଶୋଧନ ଆଇନ ଭାରତରେ ଚହଳ ପକାଇଥିବାବେଳେ ଏହା ୟୁରୋପୀୟ ସଂସଦକୁ ପହଂଚିଯାଇଛି । ୟୁରୋପୀୟ ସଙ୍ଘର ବିଦେଶ ବ୍ୟାପାର ବିଭାଗର ଉଚ୍ଚ ପ୍ରତିନିଧି ଯୋସେଫ ବୋରେଲ ‘ରାୟସିନା କାର‌୍ୟ୍ୟକ୍ରମ’ ପାଇଁ ଭାରତ…

ସୁପ୍ରିମକୋର୍ଟରୁ ମିଳିଲା ଅନୁରାଧା ପଡୱାଲଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ମିଳିଲା ବଲିଉଡର ଫେମସ ସିଙ୍ଗର ଅନୁରାଧା ପଡୱାଲଙ୍କୁ ଆଶ୍ୱସ୍ତି । ତାଙ୍କୁ ନେଇ ଥିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମାମଲା ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଏଥିସହ କୋର୍ଟରେ ମାମଲା ରୁଜୁ କରିଥିବା ମହିଳା କରମାଲା ମୋଡେକ୍ସଙ୍କୁ ମଧ୍ୟ…

ସାରଦା ଖଣିର ଆଇରନ୍ ନେବାକୁ ଜିନ୍ଦଲକୁ ମିଳିଲା ଅନୁମତି

ନୂଆଦିଲ୍ଳୀ: ସାରଦା ଖଣିର ଆଇରନ୍ ଓର୍‌କୁ ନେବ ଜିନ୍ଦଲ । ଏନେଇ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଖଣି ମାମଲାର ଶୁଣାଣୀ ହୋଇଛି । ଏଥିରେ ସାରଦା ଖଣିର ଷ୍ଟକ ଥିବା ୨ହଜାର କୋଟିର ଆଇରନ ଓରକୁ ନେବାକୁ ଜିନ୍ଦଲକୁ ସର୍ବୋଚ୍ଚ ଅଦାଲତ ଅନୁମତି ଦେଇଛନ୍ତି ।ସାରଦା…

ସିଏଏ ପ୍ରଦର୍ଶନ ବେଳେ ଜାମିଆ ବିଶ୍ୱବିଦ୍ୟାଳୟରେ ଫୁଟିଲା ଗୁଳି

ନୂଆଦିଲ୍ଳୀ: ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ନିକଟରେ ଫୁଟିଲା ଗୁଳି । ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଚାଳିଥିବା ବେଳେ ଜଣେ ଯୁବକ ସ୍ପଷ୍ଟ ଦିବାଲୋକରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ଦିଲ୍ଳୀ ସ୍ଥିତ ଏମ୍ସ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଅକ୍ଷୟର କ୍ୟୁରେଟିଭ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ନୀତି ନିର୍ଭୟା ଦୋଷୀଙ୍କ ଚାଲିଛି ନୂଆ ନୂଆ ଚାଲ । ଆଇନର ଗଳାବାଟ ଦେଇ ଫାଶିରୁ ବଚିଂବା ପାଇଁ ଅଭିଯୁକ୍ତମାନେ ଗୋଟିଏ ପରେ ଗୋଟିଏ ଆବେଦନ କରୁଛନ୍ତି । ଫାଶି ଖୁଂଟରେ ଝୁଲିିବା ତାରିଖକୁ ଘୁଂଚାଇବା ପାଇଁ ପୁଣି ଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ନିର୍ଭୟା ଦୋଷୀ ଅକ୍ଷୟ ସିଂହ ।…

କେରଳରେ କରୋନା ଆକ୍ରାନ୍ତ, ଚୀନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୭୦

କେରଳ: କେରଳରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳର ଜଣେ ଛାତ୍ର କରୋନା ଭୁତାଣୁରେ ଆକ୍ରନ୍ତା ହୋଇଛନ୍ତିି । ତାଙ୍କ ସ୍ୱାସ୍ଥ୍ୟବସ୍ଥ ସ୍ଥିର ଥିବା ଜଣାପଡିଛି । ଚୀନ୍‌ର ୟୁହାନ ବିଶ୍ୱାବିଦ୍ରାଳୟରେ ପାଠ ପଢ଼ିଥିବା ଏହି ଛାତ୍ର ଜଣକ ନିକଟରେ କେରଳ ଫେରିଥିଲେ । ସେ…

କରୋନା ଭାଇରସ୍ ଆତଙ୍କ: ସଂକ୍ରମଣ ରୋକିବ ହୋମିଓପ୍ୟାଥି !

ନୂଆଦିଲ୍ଲୀ:ଆୟୁଷ ମନ୍ତ୍ରାଳୟ ବୁଧବାର ଦିନ ସ୍ୱାସ୍ଥ୍ୟ ସମ୍ପର୍କିତ ଆଡଭାଇଜରି ଜାରି କରି କହିଛି କି, ହୋମିଓପାଥିକ ଓ ୟୁନାନୀ ଔଷଧ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ସହାୟତା କରିପାରେ । ହୋମିଓପାଥିକ ଗବେଷଣାର କେନ୍ଦ୍ରୀୟ ପରିଷଦର ବୈଜ୍ଞାନିକ ଓ ପରାମର୍ଶଦାତାଙ୍କ ସହ ମଙ୍ଗଳବାର ଦିନ…

ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ରାଜଘଟ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ୭୨ ତମ ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘଟ ଯାଇ ରାଷ୍ଟ୍ର ନାୟକ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି: କିପରି ଥିଲା ତାଙ୍କ ଶେଷ ସମୟ ଜାଣନ୍ତୁ..

ଭୁବନେଶ୍ୱର: ମହାନ ଜନନାୟକ ତଥା ସ୍ଵାଧିନତା ସଂଗ୍ରାମୀ । ଯାହାଙ୍କ ପ୍ରଚେଷ୍ଟା ଓ ନେତୃତ୍ୱରେ ଆମେ ଭାରତବାସୀ ଆଜି ସ୍ୱାଧୀନତାର ସହ ଜୀବନ ଅତିବାହିତ କରୁଛନ୍ତି। ସେହି ରାଷ୍ଟ୍ରନାୟକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ପୂଣ୍ୟତିଥି । ଗାନ୍ଧୀଙ୍କ ହତ୍ୟା: ୧୯୪୮ ମସିହା ଜାନୁଆରୀ…