Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲୋକସଭାରେ ହଙ୍ଗାମା, କଂଗ୍ରେସର ୭ ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: କଂଗ୍ରେସର ୭ ଲୋକସଭା ସାଂସଦ ସସ୍‌ପେଣ୍ଡ । ସଂସଦର ଅସଦାଚରଣ ଅଭିଯୋଗରେ ବାଚସ୍ପତି ଓମ ବିର୍ଲା କଂଗ୍ରେସର ୭ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ୭ କଂଗ୍ରେସ ସାଂସଦ ହେଲେ ଗୌରବ ଗୋଗୋଇ, ଟିଏପ୍ ପ୍ରଥପାନ, ଡିନ୍ କୁରିକୋସ, ଆର୍‌.ଉନ୍ନିଥନ, ମନିକମ ଟାଗୋର, ବେନି…

ନିର୍ଭୟା ଦୋଷୀଙ୍କ ନୂଆ ଡେଥ ୱାରେଂଟ ଜାରି, ମାର୍ଚ୍ଚ ୨୦ରେ ଫାଶୀ

ନୂଆଦିଲ୍ଲୀ: ଆଉ ମିଳିବନି ତ୍ରାହି । ସରିଛି ସମସ୍ତ ବିକଳ୍ପ । ନିର୍ଭୟାଙ୍କ ସଇତାନଙ୍କ ପାଇଁ ବନ୍ଦ ହେଲା ସବୁ ବାଟ । ଜାରି ହେଲା ନୂଆ ଡେଥ ୱାରେଂଟ । ମାର୍ଚ୍ଚ ୨୦ ସକାଳ ୫.୩୦ଟାରେ ଫାଶୀ ଖୁଂଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ । ଏନେଇ ଦିଲ୍ଳୀ ପଟିଆଲା ହାଉସ…

କରୋନା ଭୟ: ମାର୍ଚ୍ଚ ୩୧ ଯାଏଁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଛୁଟି

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଭୟରେ ମାର୍ଚ୍ଚ ୩୧ ଯାଏଁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଛୋଟ ପିଲାଙ୍କ ଠାରେ କରୋନା ଭାଇରସର ସଂକ୍ରମଣ ଭୟ ଏଡାଇବାକୁ ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି । ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ କରୋନା କାୟା…

ଦିଲ୍ଲୀ ହିଂସାରେ ପୋଲିସଙ୍କ ଉପରେ ଆକ୍ରମଣର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଫେବୃଆରୀ ୨୪ ହୋଇଥିବା ଦିଲ୍ଲୀ ହିଂସାରେ ପୋଲିସଙ୍କ ଉପରେ ହେଉଥିବା ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ଭାଇରାଲ ହୋଇଛି । ଏହି ଭିଡିଓଟି ଚାନ୍ଦବାଗ ଅଂଚଳର ବୋଲି ଜଣାପଡିଛି । ଏଥିରେ ସାହଦରା ଡିସିପି ଅମିତ ଶର୍ମା ଓ ଗୋକୁଲପୁରୀ…

ଆମ ଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଦିଲ୍ଲୀ ପୋଲିସ ଆମଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଦଙ୍ଗା ଓ ଆଇବି ଅଧିକାରୀ ଅଙ୍କିତ୍ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ତାହିରଙ୍କୁ ପୋଲିସ ଦଙ୍ଗାଦିନ ପରଠାରୁ ଖୋଜୁଥିଲା । ଏହା ପୂର୍ବରୁ…

ଇପିଏଫ୍ ସୁଧ ହାର ୦.୧୫% କମିଲା

ନୂଆଦିଲ୍ଲୀ: ୬ କୋଟି କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଝଟ୍‌କା । କମିଲା ଇପିଏଫ୍ ସୁଧ ହାର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ସୁଧ ହାର କମାଇଛନ୍ତି ସରକାର । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏନେଇ ଆଜି ଘୋଷଣା କରିଛନ୍ତି । ଇପିଏଫ୍ ସୁଧ ହାର ୦.୧୫ ପ୍ରତିଶତ ହ୍ରାସ କରାଯାଇଛି…

ଫାଶୀ ମିଳିବା ଯାଏଁ ଜାରି ରହିବ ଲଢ଼େଇ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ପାଇଁ ୪ଥର ଲାଗି ନୂଆ ଫାଶୀ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୨୦ ସକାଳ ୫.୩୦ରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ । ଏନେଇ ଦିଲ୍ଲ ପଟିଆଲା ହାଉସ କୋର୍ଟ ଡେଥ ୱାରେଂଟ ଜାରି କରିଛନ୍ତି । ତେବେ କୋର୍ଟଙ୍କ ଏହି ନିଷ୍ପତି ପରେ…

କରୋନା ଭୟ: ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ୨୯ଟି ମାମଲା ସ୍ପଷ୍ଟ ହେବା ପରେ ମାସ୍କ ଓ ସାନିଟାଇଜରକୁ ନେଇ ବଜାରରେ ହଇଚଇ ସୃଷ୍ଟି ହୋଇଛି । ଲୋକମାନେ ଆତଙ୍କିତ ହୋଇ ବଜାରରୁ ବହୁଳ ମାତ୍ରାରେ ଏନ ୯୫ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର କିଣୁଛନ୍ତି । ଯଦ୍ୱାରା ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ ଦେଖା…

କରୋନା ଭୂତାଣୁ: ଇଟାଲୀରେ ୧୦୭ ମୃତ୍ୟୁ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ରୋମ: ଇଟାଲୀରେ ଉଗ୍ର ରୂନ ନେଇଛି କରୋନା ଭୂତାଣୁର ସଂକ୍ରମଣ । ଏହି ଭାଇରସ ଯୋଗୁଁ ସେଠାରେ ସ୍ଥିତି ଜଟିଳ ହୋଇଛି । କରୋନା ଭୁତାଣୁ ଯୋଗୁଁ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩୦୮୯ ଜଣ ସଂକ୍ରମିତ ଅଛନ୍ତି । ଏଥିପାଇଁ ମାର୍ଚ୍ଚ ୧୫ ଯାଏ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ…

୨୮,୫୨୯ କରୋନା ସନ୍ଦିଗ୍ଧଙ୍କ ଉପରେ କଡା ନଜର: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଚାରିଆଡେ କରୋନା ଭାଇରସ କୋକୁଆ ଭୟ । ସାରା ବିଶ୍ୱରେ ମାଡି ଚାଲିଛି କରୋନା ଭୂତାଣୁର ସଂକ୍ରମଣ । ଭାରତରେ ମଧ୍ୟ ଏହି ଭାଇରସର ଭୟ ଦେଖିବାକୁ ମିଳିଛି । ରାଜ୍ୟସଭାରେ ଦେଶର କରୋନା ସ୍ଥିତି ନେଇ ମତ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଭାରତରେ ୨୮ ହଜାର…