Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନ ମନ୍ତ୍ରୀଙ୍କୁ କେଜରିୱାଲଙ୍କ ଉତ୍ତର; ମୋଦୀ ମୋର ମଧ୍ୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ପାକିସ୍ତାନ ମନ୍ତ୍ରୀଙ୍କ ଟ୍ୱିଟ ର କଡା ଜବାବ ଦେଇଛନ୍ତି ଅରବିନ୍ଦ କେଜରିୱାଲ । नरेंद्र मोदी जी भारत के प्रधानमंत्री है। मेरे भी प्रधानमंत्री है। दिल्ली का चुनाव भारत का आंतरिक मसला है और हमें आतंकवाद के सबसे…

ଦିଲ୍ଲୀ ନିର୍ବାଚନ: ସ୍କୁଲ, ମୋଦି, ଶାହୀନବାଗକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ପ୍ରତ୍ୟେକ ଦଳର ପ୍ରଚାର ଜୋର ଧରିଛି । ଏହି ପ୍ରଚାରର ରଣନୀତି ନେଇ ପ୍ରତ୍ୟେକ ଦଳ ମୈଦାନକୁ ଓହ୍ଲାଇଛନ୍ତି । ବିଜେପିର ପ୍ରଚାରକୁ ଅନୁଧ୍ୟାନ କଲେ ଅମିତ ଶାହ ପ୍ରତ୍ୟେକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମକୁ ଗୁରୁତ୍ୱ ଦେଉଛନ୍ତି ।…

ସ୍ଥଗିତ ରହିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ !

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ଦୋଷୀ ବିନୟ ଫାଶୀ ତାରିଖକୁ…

କରୋନା ଭାଇରସର କାୟା ବିସ୍ତାର; ଗ୍ଲୋବାଲ୍ ଇମରଜେନ୍ସି ଘୋଷିତ କଲା ଡବ୍ଲୁଏଚଓ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୩୧କୁ ଛୁଇଁଛି । ଏହାର ପ୍ରଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ଗ୍ଲୋବାର ଇମରଜେନ୍ସି ଭାବେ ଘୋଷିତ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ଦ୍ୱାରା…

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର; ୩ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ନାଗରୋଟାସ୍ଥିତ ଟୋଲ୍ ପ୍ଲାଜା ନିକଟରେ ଶୁକ୍ରବାର ଦିନ ହୋଇଥିବା ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ; ଆର୍ଥିକ ସର୍ଭେ ହେବ ଉପସ୍ଥାପିତ

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ ଶୁକ୍ରବାର ଦିନଠାରୁ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରି ୧ ତାରିଖରେ ଗୃହରେ ଅନ୍ତରୀଣ ବଜେଟ୍ ଉପସ୍ଥାପନା କରାଯିବ । ଏହି ବଜେଟର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅଭିଭାଷଣ…

ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଗଠନ ପକ୍ଷରୁ ୮ ଦଫା ଦାବିରେ ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି । ଯାହାଫଳରେ ଜାନୁୟାରୀ ୩୧ ତାରିଖ ଓ ଫେବୃଆରୀ ୧ ତାରିଖ ଧର୍ମଘଟ ଯୋଗୁଁ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ପ୍ରାପ୍ତ ସୂଚନାନୁଯାୟୀ ୱେଜ ସେଟଲମେଣ୍ଟ,…

ଆମେରିକାର ରକ୍ଷା ବଜେଟ; ଭାରତର ସମ୍ପୂର୍ଣ୍ଣ ବଜେଟର ୨ ଗୁଣ !

ଭୁବନେଶ୍ୱର:ଭାରତର ୨୦୨୦ ବଜେଟ ଅନ୍ତିମ ସ୍ପର୍ଶ ଅପେକ୍ଷାରେ । ୨୦୧୯-୨୦ରେ ଭାରତର ବଜେଟ ୨୭.୮୬ ଲକ୍ଷ କୋଟି ଟଙ୍କା ରହିଥିଲା । ଏହାକୁ ଆମକୁ ବଡ ଲାଗୁଥିଲେ ମଧ୍ୟ ଚାଇନାରେ କେବଳ ଶିକ୍ଷା ବାବଦକୁ ୨୯.୫୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଯାହାକି ଭାରତର ଓଭରାଲ ବଜେଟଠାରୁ ଅଧିକ ।…

ଦିଲ୍ଳୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ବଢ଼ିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ: ବଢ଼ିବ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ । ଏନେଇ ନିର୍ବାଚନ କମିଶନ ମଂଜୁରୀ ଦେଇଛନ୍ତି । ସୂଚନା ମୁତାବକ, ଗୃହ ମନ୍ତ୍ରାଳୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟକାଳ ଏକ ମାସ ବଢ଼ାଇବା ଲାଗି ଅନୁରୋଧ କରିଥିଲେ ।…

ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କ୍ୟାବିନେଟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ନିୟମିତ ଭାବେ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ନିୟମିତ ଭାବେ ସମୀକ୍ଷା କରାଯାଉଛି । ବର୍ତମାନ ସୁଦ୍ଧା କ୍ୟାବିନେଟ ସଚିବ ୪ଟି ବୈଠକ ଆୟୋଜନ…