Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Jaish Headquarters: ପାକିସ୍ତାନରେ ପୁଣି ଠିଆ ହେଉଛି ଜୈଶ୍‌ର ଆତଙ୍କୀ ଆଡ୍ଡା;ସାଟେଲାଇଟ୍ ଚିତ୍ରରୁ ପଦାରେ ପଡ଼ିଲା…

ନୂଆଦିଲ୍ଲୀ:'ଅପରେସନ୍ ସିନ୍ଦୂର' (Operation Sindoor) ସମୟରେ ଧ୍ୱଂସ ହୋଇଯାଇଥିବା ଆତଙ୍କବାଦୀ ସଂଗଠନ 'ଜୈଶ-ଏ-ମହମ୍ମଦ'ର ବାହାୱାଲପୁରସ୍ଥିତ ମୁଖ୍ୟାଳୟକୁ ପୁନର୍ନିର୍ମାଣ କରାଯାଉଛି । ଗତ ବର୍ଷ ମେ' ମାସରେ 'ଅପରେସନ୍ ସିନ୍ଦୂର' ଅଧୀନରେ କରାଯାଇଥିବା ଏକ ବାୟୁସେନା ଆକ୍ରମଣ ସମୟରେ ଭାରତୀୟ…

ଚୀନ୍ ସହ ସୀମା ବିବାଦ ନେଇ ଆଲୋଚନା କରିବେ ଅଜିତ ଡୋଭାଲ: ବେଜିଂ ପାଇଁ ‘ଲକ୍ଷ୍ମଣ ରେଖା’ ଟାଣିଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ବିବାଦର ସମାଧାନ ପାଇଁ ଜାତୀୟ ସୁରକ୍ଷା ଉପଦେଷ୍ଟ ବା (ଏନ୍ଏସ୍ଏ) ଅଜିତ ଡୋଭାଲ ଖୁବଶୀଘ୍ର ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.…

ନୂଆ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ଢାକାର ସଂକେତ, ଭାରତ ପାଇଁ ବଢ଼ିଲା ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ/ଢାକା: ଭାରତର ପୂର୍ବ ସୀମାନ୍ତରେ ଏବେ ଏକ ନୂଆ ପ୍ରତିରକ୍ଷା ସମୀକରଣର ସୂତ୍ରପାତ ହେବାକୁ ଯାଉଛି, ଯାହା ନୂଆଦିଲ୍ଲୀ ପାଇଁ ଏକ ବଡ଼ ସୁରକ୍ଷା ଚିନ୍ତା ପାଲଟିଛି। ପାକିସ୍ତାନ, ତୁର୍କୀ ଏବଂ ସାଉଦି ଆରବକୁ ନେଇ ଗଠନ ହେବାକୁ ଥିବା ସାମରିକ ମେଣ୍ଟ ବା 'ଇସଲାମିକ୍ ନାଟୋ'ରେ ସାମିଲ…

H1N1 ଆଲର୍ଟ: ରାଜଧାନୀରେ ୬ ଗୁଣା ବଢ଼ିଲା ସଂକ୍ରମଣ ମାମଲା, ଅକ୍ସିଜେନ ସ୍ତର ହ୍ରାସକୁ ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବର୍ତ୍ତମାନ H1N1 ବା ସ୍ୱାଇନ୍ ଫ୍ଲୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରମାନେ ସାଧାରଣ ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛନ୍ତି। ବିଶେଷ କରି…

ରାହୁଲ ଗାନ୍ଧୀ ‘ବ୍ୟାଟ ମ୍ୟାନ’; କଂଗ୍ରେସ ମୁଖ୍ୟାଳୟ ବାହାରେ ଲାଗିଥିବା ପୋଷ୍ଟରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଲାଗିଥିବା ପୋଷ୍ଟରଗୁଡ଼ିକ ରାଜନୈତିକ ମହଲ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପୋଷ୍ଟରରେ ଲୋକସଭାରେ ବିରୋଧୀ ଦଳ ନେତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ "ପ୍ରକୃତ ଜୀବନର ବ୍ୟାଟ ମ୍ୟାନ" ଭାବରେ ଦର୍ଶାଯାଇଛି।…

ରାକ୍ଷୀ ପୂର୍ଣ୍ଣିମାରେ ଲାଗୁଛି ବର୍ଷର ଶେଷ ଆଂଶିକ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଭାଇକୁ କେତେବେଳେ ଖୁଆଇବେ ମିଠା

ନୂଆଦିଲ୍ଲୀ: ଭାଇ ଓ ଭଉଣୀ ମଧ୍ୟରେ ଥିବା ଅତୁଟ ସ୍ନେହ, ପ୍ରେମ ଏବଂ ବିଶ୍ୱାସର ପବିତ୍ର ପ୍ରତୀକ ହେଉଛି ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଏହି ମହାନ ପର୍ବକୁ ସମଗ୍ର ଦେଶରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ତେବେ ଆସନ୍ତା ୨୦୨୬…

ଧଳା ଛାଡି ରଙ୍ଗୀନ ଟି-ସାର୍ଟ ପିନ୍ଧୁଛନ୍ତି ରାହୁଲ: କୋଟାରେ ନୀଳ, ଡେରାଡୁନରେ ଗୋଲାପୀ ଓ ପୁଣେରେ ପିନ୍ଧିଲେ ହଳଦିଆ

ନୂଆଦିଲ୍ଲୀ: 'ଭାରତ ଯୋଡୋ ଯାତ୍ରା' ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଧଳା ରଙ୍ଗର ଟି-ସାର୍ଟ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରବଳ ଶୀତ ତଥା ପ୍ରତିକୂଳ ପାଗରେ ମଧ୍ୟ ସେ କେବଳ ଗୋଟିଏ ଧଳା ଟି-ସାର୍ଟ ପିନ୍ଧି ଦୀର୍ଘ ପଦଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା ।…

ସଂରକ୍ଷଣ ବିବାଦ ମଧ୍ୟରେ ରାମଦେବଙ୍କ ପ୍ରତିକ୍ରିୟା: ବ୍ରାହ୍ମଣଙ୍କ ଅପମାନକୁ କହିଲେ ଅସାମ୍ବିଧାନିକ

ହରିଦ୍ୱାର: ଦେଶରେ ସଂରକ୍ଷଣ ନୀତିକୁ ନେଇ ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଯୋଗଗୁରୁ ବାବା ରାମଦେବ ଏକ ବଡ଼ ବୟାନ ଦେଇଛନ୍ତି । ରବିବାର ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ,…

୨୦୨୬-୨୭ ହୋଇପାରେ ଶତାବ୍ଦୀର ସବୁଠାରୁ ଉତ୍ତପ୍ତ ବର୍ଷ: ମାଡ଼ି ଆସୁଛି ଭୟଙ୍କର ‘ମହା-ଏଲ୍-ନିନୋ’

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦର ଘଣ୍ଟି ବଜାଇଛନ୍ତି ପାଣିପାଗ ବିଜ୍ଞାନୀ । ପ୍ରଶାନ୍ତ ମହାସାଗରରେ ଏକ ଅତି ଶକ୍ତିଶାଳୀ 'ଏଲ୍-ନିନୋ' ସୃଷ୍ଟି ହେଉଥିବା ବେଳେ, ଏହା ୧୯ଶ ଶତାବ୍ଦୀ ପରେ ସବୁଠାରୁ ଭୟଙ୍କର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ବିଶ୍ୱର…

ମାନିଲେ ସରକାର; ୬୧୧ଟି ସରକାରୀ ସ୍କୁଲରେ କୋଠା ଓ ୨ ହଜାର ସ୍କୁଲରେ ଶୌଚାଳୟ ନାହିଁ

ଜୟପୁର: ସରକାରୀ ସ୍କୁଲରେ ମୌଳିକ ସୁବିଧା ସମ୍ପର୍କରେ ରାଜସ୍ଥାନ ବିଧାନସଭାରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜସ୍ଥାନ ସରକାର ସ୍ୱୀକାର କରିଛନ୍ତି ଯେ ରାଜ୍ୟର ୬୧୧ ସରକାରୀ ସ୍କୁଲର ନିଜସ୍ୱ କୋଠା ନାହିଁ। ବହୁ ସଂଖ୍ୟକ ସ୍କୁଲରେ ପିଲାମାନଙ୍କ ପାଇଁ ଶୌଚାଳୟ ଏବଂ ପାନୀୟ ଜଳ ଭଳି…