Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Sonia slams Modi govt: “ମୋଦୀ ସରକାରରେ ଗଣତନ୍ତ୍ର ଦୁର୍ବଳ!”, ୧୨ ବର୍ଷର ହିସାବ ଦେଇ ବର୍ଷିଲେ ସୋନିଆ, କହିଲେ…

ନୂଆଦିଲ୍ଲୀ: କଂଗ୍ରେସକୁ ବିଜେପି କିମ୍ବା ଆରଏସ୍‌ଏସ୍‌ଠାରୁ କିଛି ଶିଖିବାର ଆବଶ୍ୟକତା ନାହିଁ। ଏଭଳି କହି ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଗତ ୧୨ ବର୍ଷ ମଧ୍ୟରେ ଦେଶର ଗଣତନ୍ତ୍ର, ସାମ୍ବିଧାନିକ ସଂସ୍ଥା ଏବଂ ଦେଶର ମୌଳିକ ଢାଞ୍ଚାକୁ ବହୁତ…

ରିଲ୍ସ ଭାଇରାଲ ହେବା ପାଇଁ ଅଜବ କାଣ୍ଡ: ବାଳକଙ୍କ ଆଖିରେ ପଟି ବାନ୍ଧି ନିଆଁ ଲଗାଇଲେ ଯୁବକ

କୋଲକାତା: ରିଲ୍ସ କରିବା ନିଶାରେ ବାଳକଙ୍କ ଉପରେ ଅତ୍ୟାଚାର। କୋଲକାତାର ଗରଫା ଅଞ୍ଚଳରେ ସୋସିଆଲ ମିଡିଆ ରିଲ୍ସ (Reel) ବନାଇବା ନାଁରେ ଜଣେ ୧୭ ବର୍ଷର ନାବାଳକଙ୍କୁ ପେଟ୍ରୋଲ ପିଇବାକୁ ବାଧ୍ୟ କରାଯିବା ସହ ନିଆଁ ଲଗାଇ ଦିଆଯାଇଥିବା ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଘଟଣାଟି…

ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନୂଆ ଯୋଜନା, ଛାତ୍ରଛାତ୍ରୀଙ୍କୁ ଲାପଟପ୍ ମିଳିବ ମାଗଣା

ତାମିଲନାଡୁ: କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ୍ ମିଳିବ । ‘ଭେଟ୍ରୀ ଲାପଟପ୍ ଯୋଜନା’ ଅଧିନରେ ପିଲାଙ୍କୁ ମାଗଣା ନୂଆ ଲାପଟପ ପ୍ରଦାନ କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଯୋଶେଫ୍ ବିଜୟ ନିର୍ଦ୍ଦେଶ ଦେଇଛନ୍ତି । ଲାପଟପ୍ କିଣା ଓ ବଂଟାର ପୁରା ଦାୟିତ୍ୱ ସରକାରୀ କମ୍ପାନୀ ଏଲକଟ୍‌କୁ…

ବ୍ୟାଙ୍କର ପତନ ପରେ ଗୃହବନ୍ଦୀ ହେଲେ ରାଷ୍ଟ୍ରପତି 

ନୂଆଦିଲ୍ଲୀ: ପୂର୍ବତନ ପାରାଗୁଏ ରାଷ୍ଟ୍ରପତି ସାଣ୍ଟିଆଗୋ ପେନାଙ୍କୁ ଗୃହବନ୍ଦୀ କରାଯାଇଛି। ସିନେଟ୍ ସହ ଜଡ଼ିତ ଏକ ପ୍ରମୁଖ ବ୍ୟାଙ୍କର ପତନ ପାରେ ଦେଶର ସିନେଟ୍ ତାଙ୍କ ବିରୋଧରେ ମହାଭିଯୋଗ ଆଣି ପଦରୁ ବହିଷ୍କାର କରିଥିଲେ। ଦକ୍ଷିଣ ଆମେରିକାର ସବୁଠାରୁ ସ୍ଥିର ସରକାର ମଧ୍ୟରୁ ଗୋଟିଏର ଅନ୍ତ…

Bengaluru’s House of Horrors: ସ୍ତ୍ରୀ ସହ ୭ସମ୍ପର୍କୀୟଙ୍କୁ ହତ୍ୟା କଲା ସ୍ୱାମୀ, ଝିଅର ଭୂମିକା ନେଇ ତଦନ୍ତ

ବେଙ୍ଗାଳୁରୁ: ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ, ନିଦ ବଟିକା, ଫୁଲ୍ ସାଉଣ୍ଡ ଦେଇ ଟିଭି ଦେଖ।। ଏସବୁ ଶୁଣିଲେ କେଉଁଠି ଉତ୍ସବ କିମ୍ବା ହସଖୁସିର ଦୃଶ୍ୟ ପରି ଲାଗୁଛି । ହେଲେ ଏହା ବେଙ୍ଗାଳୁରୁ ରାଜାଜୀନଗରର ଏକ ଭଡା ଘରେ ଘଟିଥିବା ଲୋମହର୍ଷକ ୭ଟି ହତ୍ୟାକାଣ୍ଡ ସହ ଜଡିତ ଅତ୍ୟନ୍ତ ଭୟଙ୍କର…

Rahul Attacks Modi Govt: ‘E20 ପେଟ୍ରୋଲ ନାଁରେ ୪୨୦? ଲୋକଙ୍କ ଗାଡିରୁ ପେଟ୍ରୋଲ୍ ଚୋରି…’, ମୋଦୀ ସରକାରଙ୍କୁ…

ନୂଆଦିଲ୍ଲୀ: ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ବଦଳରେ ମିଶୁଛି ଅଧିକ ଇଥାନଲ! E20 ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶାଇବାର ନିୟମ ଥିବାବେଳେ ଏହାଠାରୁ ଅଧିକ ଇଥାନଲ ମିଶାଯାଉଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। କର୍ଣ୍ଣାଟକ ସରକାରଙ୍କ…

Deepotsav 2026: ୫୬ ଘାଟରେ ଜଳିବ ୩୦ ଲକ୍ଷ ଦୀପ! ୨୧୦୦ ଡ୍ରୋନ୍‌ରେ ଆକାଶରେ ଜୀବନ୍ତ ହେବ ରାମାୟଣ, ଭବ୍ୟ ଦୀପୋତ୍ସବରେ…

ଅଯୋଧ୍ୟା: ଲକ୍ଷ ଲକ୍ଷ ଦୀପର ଆଲୋକରେ ଝଲସିବ ରାମନଗରୀ ଅଯୋଧ୍ୟା। ଛୋଟ ଦୀପାବଳି ଅବସରରେ ଆଜି ଅଯୋଧ୍ୟାରେ ଆୟୋଜିତ ହେଉଛି ୧୦ମ ଭବ୍ୟ ଦୀପୋତ୍ସବ। ସରଯୂ ନଦୀର ୫୬ଟି ଘାଟରେ ୩୦ ଲକ୍ଷରୁ ଅଧିକ ଦୀପ ଜଳାଯିବ। ୨୧୦୦ ବଟୁକଙ୍କ ଦ୍ୱାରା ମହାଆରତୀ ସହ ୨୧୦୦ ଡ୍ରୋନ୍‌ରେ ଆକାଶରେ ରାମାୟଣର ବିଭିନ୍ନ…

Deleted Voters: ଭୋଟର ତାଲିକାରୁ ନାଁ କଟିଛି କି? ୭ ରାଜ୍ୟର ଭୋଟରଙ୍କୁ ECଙ୍କ ବଡ଼ ଆଶ୍ୱସ୍ତି, ପୁଣି ମିଳିବ ସୁଯୋଗ!

ନୂଆଦିଲ୍ଲୀ: ଭୋଟର ତାଲିକାରୁ କଟିଯାଇଛି ନାଁ, ହାତରୁ ଖସିଯିବ କି ମତଦାନର ଅଧିକାର? ଏଭଳି ଆଶଙ୍କାରେ ଥିବା ଭୋଟରଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛନ୍ତି ନିର୍ବାଚନ ଆୟୋଗ। ୭ଟି ରାଜ୍ୟରେ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରେ ପୁଣି ସାମିଲ ହେବା ପାଇଁ…

ଇରାନର ପରମାଣୁ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ତଥ୍ୟ ଦେଲେ ଆମେରିକା ଦେବ ୨ କୋଟି ଡଲାର

ୱାସିଂଟନ: ଇରାନର ଗୋପନୀୟ ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କିତ ସଠିକ୍ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ଆମେରିକା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ (CENTCOM) ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଇରାନର ପରମାଣୁ ଠିକଣା, ଗୁପ୍ତ…

ଗାଁ ଉପରେ ଆତଙ୍କବାଦୀ ଆକ୍ରମଣ: ୩୩ ଜଣଙ୍କୁ କଲେ ହତ୍ୟା, ଅନେକ ଘର ପୋଡ଼ି ଦେଲେ

ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋର ପୂର୍ବ ଭାଗରେ ଗୁରୁବାର ରାତିରେ 'ଇସଲାମିକ୍ ଷ୍ଟେଟ୍' (IS) ସହ ଜଡ଼ିତ ଆତଙ୍କବାଦୀମାନେ ଏକ ଗାଁ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଅତି କମ୍ ରେ ୩୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ଆତଙ୍କବାଦୀମାନେ ଅନେକ ଘର ଜାଳି ଦେଇଛନ୍ତି ଏବଂ ଲୁଟପାଟ…