Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଉ ଅଭିନୟ କରିବେନି ରଣବୀର! ଫିଲ୍ମ ନିର୍ଦ୍ଦେଶନା ଦେବାର ସ୍ୱପ୍ନ କରିବେ ପୂରଣ

ମୁମ୍ବାଇ: ଅଭିନେତା ଭାବରେ ରଣବୀର କପୁରଙ୍କର ଏହା ହେଉଛି ଶେଷ ଦଶନ୍ଧିା ଏବେ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେବାକୁ ଇଚ୍ଛୁକ ଥିବା କହିଛନ୍ତି ନିଜେ କପୁର ସନ୍ । ରଣବୀରଙ୍କ ହାତରେ ଅନେକ ଫିଲ୍ମର ଅଫର ରହିଛି କିନ୍ତୁ ଆଗକୁ ନିଜ କ୍ୟାରିଅରରେ ସେ କଣ କରିବେ ସେନେଇ ମନ ସ୍ଥିର…

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ପିଏମ୍ ମୋଦୀ; ନକ୍ସଲ ମୁକ୍ତ ବସ୍ତରରେ ଉତ୍ସବର ମାହୋଲ

ଏଥର ଦୀପାବଳି ଛତିଶଗଡ଼ର ବସ୍ତର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହିତ ପାଳନ କରିବେ ପ୍ରଧାନମନ୍ତ୍ରୀ । ଏକବର୍ଷ ପୂର୍ବେ ଯେଉଁ ଅଞ୍ଚଳ ମାଓବାଦୀଙ୍କ ଦ୍ୱରା ପ୍ରଭାବିତ ଥିଲା, ଆଜି ସେଠାରେ ବିକାଶର ବାତାବରଣ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ,…

Earthquake Hits Central Japan: ପୁଣି ଭୂମିକମ୍ପରେ ଥରିଲା ଜାପାନ;୨୨ ଆହତ

ନୂଆଦିଲ୍ଲୀ: ପୁଣିଥରେ ଭୂମିକମ୍ପରେ ଥରି ଉଠିଲା ଜାପାନ। ରବିବାର ଭୋର ସମୟରେ ଜାପାନରେ ୫.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ,ଏହି ଭୂକମ୍ପ ଯୋଗୁଁ ଅତି କମରେ ୨୨ଜଣ ଆହତ ହୋଇଛନ୍ତି । ଜାପାନ ପାଣିପାଗ ଏଜେନ୍ସି ରିକ୍ଟର ସ୍କେଲରେ ଏହି…

୧୦୦ ବର୍ଷରେ ଲାଲକୃଷ୍ଣ ଆଡଭାନୀ, ଏଭଳି ଥିଲା ରାଜନୈତିକ ଯାତ୍ରା…

ନୂଆଦିଲ୍ଲୀ: ନଭେମ୍ବର ୮ ତାରିଖରେ ଲାଲକୃଷ୍ଣ ଆଡଭାନୀ ତାଙ୍କ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରୁଛନ୍ତି। ପ୍ରଭୁ ଶ୍ରୀରାମ ଏବଂ ଆଲୋକର ଏହି ପର୍ବ ଦୀପାବଳି ସହିତ ଆଡଭାନୀଙ୍କ ଜୀବନର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟର ସଂଯୋଗ ଏହି ଅବସରକୁ ଆହୁରି ସ୍ମରଣୀୟ କରିଥାଏ। ଆଡଭାନୀ ନଭେମ୍ବର…

ଆଲୋକର ପର୍ବ ଦୀପାବଳି ପାଳୁଛି ସାରା ଦେଶ; ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ସାରା ଦେଶରେ ଆଲୋକର ପର୍ବ ଦୀପାବଳି ରବିବାର ଦିନ ପାରମ୍ପରିକ ଉତ୍ସାହ ସହ ପାଳନ କରାଯାଉଛି। ଏହି ଅବସରରେ ଅନେକ ପ୍ରମୁଖ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, କାର୍ତ୍ତିକର ଅମାବାସ୍ୟା ତିଥିରେ ଏହି ପର୍ବ ପାଳନ କରାଯାଏ। ରାଷ୍ଟ୍ରପତି…

ଭୂମିକମ୍ପରେ ଥରିଲା ଜମ୍ମୁ କାଶ୍ମୀର

ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ମପାଯାଇଛି। ଆଜି ସକାଳ ୫:୨୩:୧୯ରେ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ବାରାମୁଲ୍ଲାରେ…

ଅଖିଳେଶ ଯାଦବଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଟାର୍ଗେଟ: ରାମଭକ୍ତଙ୍କୁ କ୍ଷମା ମାଗ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରସ୍ତାବିତ ଅଯୋଧ୍ୟା ଗସ୍ତ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅଯୋଧ୍ୟାର ରାମକଥା ପାର୍କରେ ଆୟୋଜିତ ଦଶମ ଦୀପୋତ୍ସବ କାର୍ଯ୍ୟକ୍ରମରେ ସନ୍ଥମାନଙ୍କୁ ସମ୍ବୋଧିତ କରି…

Shooting in Polish city:ସହରରେ ଆଖିବୁଜା ଗୁଳିମାଡ଼; ୫ ମୃତ, ୧୨ରୁ ଅଧିକ ଆହତ

ନୂଆଦିଲ୍ଲୀ:ଶନିବାର ଅପରାହ୍ନରେ ପୋଲାଣ୍ଡର କ୍ରାକୋ ସହରରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ସହରର ମୁଖ୍ୟ ବଜାର ଅଞ୍ଚଳ ନିକଟରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିଚାଳନା କରିବା ଦ୍ବାରା ୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୋଲିସର ସୂଚନା ଅନୁଯାୟୀ,…

୩୦ ଲକ୍ଷ ଦୀପରେ ଝଲସିଲା ରାମ ନଗରୀ

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ପାଳନ ହେଉଛି ଦଶମ ‘ଦୀପୋତ୍ସବ’। ଶନିବାର ସନ୍ଧ୍ୟା ସୁଦ୍ଧା, ସରୟୁ ନଦୀ କୂଳରେ ଥିବା ‘ରାମ କି ପୈଡ଼ି’ର ୫୬ଟି ଘାଟକୁ ଲକ୍ଷ ଲକ୍ଷ ଦୀପରରେ ଆଲୋକିତ କରାଯାଇଥିଲା। ଏଥିର ୩୦ ଲକ୍ଷ ମାଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏହା ସହିତ ନୂତନ ବିଶ୍ୱ ରେକର୍ଡ଼ ହୋଇଛି। ବିଭିନ୍ନ…