Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୫ରେ ଆନ୍ଧ୍ରପ୍ରଦେଶରେ ମାଡ ହେବ ବାତ୍ୟା ‘ମିଚାଉଙ୍ଗ’, ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କରିଛି ଆଇଏମଡି । ଆଇଏମଡି ଅନୁଯାୟୀ, ଡିସେମ୍ବର ୫ରେ ବତ୍ୟା ‘ମିଚାଉଙ୍ଗ’ ଆନ୍ଧ୍ରପ୍ରଦେଶର ଉପକୂଳରେ ସ୍ଥଳଭାଗ ଛୁଇଁବ । ଯାହାର ପ୍ରଭାବରେ…

ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ, ଡିସେମ୍ବର ୪ରେ ହେବ କାଉଣ୍ଟିଂ

ନୂଆଦିଲ୍ଲୀ: ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ। ଡିସେମ୍ବର ୩ ପରିବର୍ତ୍ତେ ଡିସେମ୍ବର ୪ରେ ହେବ ମତ ଗଣନା। ଏନେଇ ନିର୍ବାଚନ ଆୟୋଗ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି। ମିଜୋରାମ୍ ବିଧାନସଭାର ଫଳାଫଳ ଅନ୍ୟ ଚାରୋଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନା ସହ ଘୋଷଣା…

IPS ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅହମ୍ମଦାବାଦ: ଆଇପିଏସ୍ ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ଗୁଜରାଟ କ୍ୟାଡରର IPS ଅଧିକାରୀ ଆରଟି ସୁସରାଙ୍କ ପତ୍ନୀ ସାଲୁବେନ। ଗୁଜରାଟର ଅହମଦାବାଦସ୍ଥିତ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ନିକଟରେ ଏକ ବିବାହ ଭୋଜିକୁ ଯାଇ ଫେରିବା ପରେ ସେ ଆତ୍ମହତ୍ୟା…

ଯୁଦ୍ଧଠାରୁ ୧୫ ଗୁଣ ଅଧିକ ଭୟଙ୍କର ପ୍ରଦୂଷଣ: ବିଶ୍ୱ ପ୍ରଦୂଷଣ ବଢାଇବାରେ ଚୀନ ୧ ନମ୍ବର

ନୂଆଦିଲ୍ଲୀ: ଦୁବାଇରେ COP28 ସମିଟ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଦୁବାଇ ଗସ୍ତରେ ଯାଇଛନ୍ତି । ଏହି ସମ୍ମେଳନର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି । ଏଥିରେ କୌଣସି ରାଜନୈତିକ ବା ସାମରିକ ଦିଗକୁ ନେଇ ଆଲୋଚନା ହୋଇ ନ ଥାଏ । ବରଂ…

ମାଲେସିଆ ଯିବାକୁ ଚାହୁଁଛନ୍ତି କି, ତେବେ ନୋଟ କରିରଖନ୍ତୁ ମାଲେସିଆର ଏହି ସୁନ୍ଦର ଡେଷ୍ଟିନେସନକୁ

ନୂଆଦିଲ୍ଲୀ: ଯେବେଠାରୁ ମାଲେସିଆ ଭାରତୀୟଙ୍କ ପାଇଁ ଫ୍ରି ଭିସା ଘୋଷଣା କରିଛି ସେବେଠାରୁ ଲୋକମାନେ ମାଲେସିଆ ଯିବାକୁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି । ଦେଖିବାକୁ ଗଲେ ମାଲେସିଆ ବୁଲାବୁଲି ପାଇଁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥାନ । ଯେଉଁଠାକୁ ଯାଇ ଆପଣ ଏକ ଛୁଟି କଟାଇପାରିବେ । ତେବେ ମାଲେସିଆ…

ଗୋଟିଏ ଘରୁ ବାପା ମା’ ସମେତ ୨ ପିଲାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଥିରୁଅନନ୍ତପୁରମ୍: କେରଳର ଆଲାପୁଜା ରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ଆଜି (ଶୁକ୍ରବାର) ଆଲାପୁଜା ଜିଲ୍ଲାର ଥଲାବଡିରେ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ଚାରି ଜଣ ସଦସ୍ୟଙ୍କ ମୃତଦେହ ମିଳିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିଚୟ…

ଅଞ୍ଜୁଙ୍କ ଭାରତ ଫେରିବାକୁ ନେଇ ଚିନ୍ତାରେ ସୁରକ୍ଷା ଏଜେନ୍ସି : ଚାଲିଛି ତନାଘନା

ନୂଆଦିଲ୍ଲୀ: ୪ ମାସ ଏକ ସପ୍ତାହ ଏବଂ ୧ ଦିନ ପରେ ପାକିସ୍ତାନ ଯାଇଥିବା ଅଞ୍ଜୁ ଭାରତ ଫେରି ଆସିଛନ୍ତି । ଅଞ୍ଜୁ ଚଳିତ ବର୍ଷ ଜୁଲାଇ ୨୧ ତାରିଖରେ ନିଜ ସ୍ୱାମୀ ଏବଂ ପରିବାରକୁନ ଜଣାଇ ଲୁଚି ଲୁଚି  ରାଜସ୍ଥାନର ଭିବାଡି ଦେଇ ପାକସ୍ତାନ ଚାଲି ଯାଇଥିଲେ । ହେଲେ ନଭେମ୍ବର ୨୯ ତାରିଖ ସନ୍ଧ୍ୟାରେ…

ରାଜସ୍ଥାନରେ ଉପରେ ଉପରେ ବିଜେପି-କଂଗ୍ରେସ ଖୁସ୍: ହେଲେ ଭିତିରିଆ ଚାଲିଛି ଅଙ୍କକଷା

ନୁଆଦିଲ୍ଲୀ:ଶେଷ ହୋଇଛି ନିର୍ବାଚନ । ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମରେ କିଏ ଗଢିବ ସରକାର ? ଦିନକ ପରେ ଅର୍ଥାତ ତିନି ତାରିଖରେ ମିଳିବ ଏହାର ଉତ୍ତର । ହେଲେ ତା ପୂର୍ବରୁ ଏକ୍ଜିଟ ପୋଲ ଦୁଇ ପ୍ରମୁଖ ଦଳ ବିଜେପି-କଂଗ୍ରେସ ପାଇଁ ଆଣି ଦେଇଛି ଖୁସି ।…

ଫିରୋଜାବାଦ ହେବ ଚନ୍ଦ୍ରନଗର, ସିଏମଙ୍କ ମଞ୍ଜୁରୀକୁ ଅପେକ୍ଷା

ଲକ୍ଷ୍ନୌ: ନାମ ବଦଳିବା ତାଲିକାରେ ପୁଣି ସାମିଲ ହେଲା ଉତ୍ତରପ୍ରଦେଶର ଫିରୋଜାବାଦ । ପୂର୍ବରୁ ଏହି ରାଜ୍ୟର ପ୍ରୟାଗରାଜ, ଅଯୋଧ୍ୟା, ଅଲୀଗଡ ସହର ନାମ ବଦଳି ସାରିଥିବାବେଳେ ଏଣିକି ଏବେ ଫିରୋଜାବାଦର ନାମ ପରିବର୍ତ୍ତନ କରାଯିବ । ଏନେଇ ନଗର ମିଗମ କାର୍ଯ୍ୟନିର୍ବାହୀ ବୈଠକରେ ଫିରୋଜାବାଦ ସହରର…

ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣି ଜଣେ ଆତଙ୍କବାଦୀ ନିହତ । ଗତକାଲି ବିଳମ୍ବିତ ରାତିରେ ପୁଲୱାମା ଜିଲ୍ଲାର ଆରିହାଲରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଗୁଇନ୍ଦା…