Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଉଦ୍ଧାର କାର୍ଯ୍ୟର ସଫଳତା ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ ବିଦେଶୀ ବିଶେଷଜ୍ଞ

ଉତ୍ତରକାଶୀ: ୧୭ ଦିନ ବିତିଗଲାଣି । ତଥାପି ମିଳୁନଥିଲା ସଫଳତା ।  ଯେମିତି ବିଜ୍ଞାନ ଏଠି ବିଫଳ ହୋଇ ପଡିଥିଲା ! ପ୍ରକୃତି ପାଖରେ ଯେମିତି ହାର ମାନି ଯାଇଥିଲା ଯନ୍ତ୍ର । ସୂର୍ଯ୍ୟ, ଚନ୍ଦ୍ରରେ ପହଞ୍ଚି ପାରୁଛି..ହେଲେ ୫୦ମିଟର ମାଟିତଳେ ପହଞ୍ଚି ପାରୁନି ମଣିଷ ! ଏହା ପ୍ରକୃତିର ଚାଲେଞ୍ଜ…

ଉର୍ଦ୍ଦୁ ଏବଂ ମୁସଲିମ ବହୁଳ ଅଞ୍ଚଳ ସ୍କୁଲରେ ଏଣିକି ଶୁକ୍ରବାର ହେବ ସାପ୍ତାହିକ ଛୁଟି

ପାଟନା: ବିହାର ଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଯାହା ଶୀତଦିନଆ ରାଜନୀତିକୁ ଉଷୁମ କରିଦେଇଛି । ଏହି ନିଷ୍ପତ୍ତିକୁ ନେଇ ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ସରକାର ଏପରି ଏକ ନିଷ୍ପତ୍ତି କାହିଁକି ନେଇଛନ୍ତି ଏବଂ ଏହା ପଛରେ କ’ଣ କାରଣ ରହିଛି ଏ ନେଇ ପ୍ରଶ୍ନ…

ବିଗତ ଶତାବ୍ଦୀର ମହାପୁରୁଷ ମହାତ୍ମା ଗାନ୍ଧୀ, ଚଳିତ ଶତାବ୍ଦୀର ଯୁଗପୁରୁଷ ନରେନ୍ଦ୍ର ମୋଦି-ଉପରାଷ୍ଟ୍ରପତି

ମୁମ୍ବାଇ:ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୋମବାର ମହାତ୍ମା ଗାନ୍ଧୀଙ୍କୁ ବିଗତ ଶତାବ୍ଦୀର ମହାପୁରୁଷ ବୋଲି କହିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚଳିତ ଶତାବ୍ଦୀର ଯୁଗପୁରୁଷର ମାନ୍ୟତା ଦେଇଛନ୍ତି । ଧନଖଡ କହିଛନ୍ତି, ‘ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ଏବଂ ଅହିଂସା ମାଧ୍ୟମରେ ଆମକୁ…

ଗୌତମ ସିଂହାନିଆଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ ନବାଜ: କହିଲେ, ଭୋକ ଉପାସରେ ତିରୁପତି ସିଡି…

ନୂଆଦିଲ୍ଲୀ: ପାରବାରିକ ବିବାଦକୁ ନେଇ ଏବେ ଚର୍ଚ୍ଚାରେ ରେମଣ୍ଡ ଗ୍ରୁପର ଡାଇରେକ୍ଟର ଗୌତମ ସିଂହାନିଆ  । ଖୁବ ଶୀଘ୍ର ଗୌତମ ସିଂହାନିଆ ଓ ପତ୍ନୀ ନବାଜ ମୋଦିଙ୍କ ବିବାହ ବିଚ୍ଛେଦ ହେବ  । ଏ ନେଇ ଗୌତମ ସିଂହାନିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ସାରିଛନ୍ତି । ଏପଟେ ଗୌତମ…

ପାକିସ୍ତାନ, ନିଉ ଗିନି ଓ ସିଜାଙ୍ଗରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଆଜି ୩ଟି ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ । ପାକିସ୍ତାନ, ନିଉ ଗିନି ଓ ସିଜାଙ୍ଗରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ପାକିସ୍ତାନରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ଥିଲା ୪.୨ । ଭୋର୍ ୩ଟା ୩୮ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ଏହାର କିଛି ସମୟ ପୂର୍ବରୁ ଭୋର୍ ୩ଟା ୧୬…

ବିମାନରେ ସିଟରୁ କୁଶନ ଗାଏବ, ମହିଳା ଯାତ୍ରୀ ହଟହଟା

ନୂଆଦିଲ୍ଲୀ: ବିମାନର ସିଟ୍‌ରୁ କୁଶନ ଗାଏବ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ନିକଟରେ ଇଣ୍ଡିଗୋ ବିମାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛିି । ଯାହାକୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରବିବାର ପୁଣେରୁ ନାଗପୁର ଅଭିମୁଖେ ଇଣ୍ଡିଗୋ ବିମାନ…

ଶାହାଙ୍କୁ ଭେଟିଲେ ସାମି, କ୍ରିକେଟ ଛାଡ଼ି ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା

ମୁମ୍ବାଇ : କ୍ରିକେଟ ଛାଡ଼ି ରାଜନୀତିରେ ଯୋଗ ଦେବେ ବୋଲର ମହମ୍ମଦ ସାମି । ନିକଟରେ ସେ ଦିଲ୍ଲୀର ଏକ ଉତ୍ସବରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଭାଜପାର ବରିଷ୍ଠ ନେତାଙ୍କ ସହ କିଛି ଫଟୋକୁ ନିଜେ ସୋସିଆଲ ମିଡ଼ିଆରେ ସେୟାର…

୧୬ ଦିନ ହେଲା ଟନେଲ ଭିତରେ କେମିତି ଅଛନ୍ତି ଶ୍ରମିକ, ଜାଣନ୍ତୁ

ନୂଆଦିଲ୍ଲୀ: ଉତ୍ତରକାଶୀର ଟନେଲ ତଳେ ଦୀର୍ଘ ୧୬ ଦିନ ହେଲା ଫସିଥିବା ୪୧ ଶ୍ରମିକ ମରଣ ସହ ସଂଘର୍ଷ କରୁଛନ୍ତି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚିି ପାରୁନି ରେସ୍କ୍ୟୁ ଟିମ । ରେସ୍କ୍ୟୁ ଅପରେସନ୍‌ରେ ଉପୁଜିଛି ବାଧା ।…

୪୦ ଲକ୍ଷର ମଇଁଷି ସୁଲତାନ; ଖାଉଛି ୬୦ ହଜାର ଟଙ୍କାର ଖାଦ୍ୟ, ମାଲିକକୁ କରୁଛି ଲାଲେ ଲାଲ

ପାଟନା: ସାଧାରଣତଃ ଗାଈ, ମଇଁଷିଙ୍କୁ ଲୋକମାନେ ଘରେ ରଖିଥାନ୍ତି। ଏମାନଙ୍କ ଦୁଗ୍ଧରୁ ଦହି, ଛେନା ଓ ଘିଅ ତିଆରି କରି ଟଙ୍କା ରୋଜଗାର କରିଥାନ୍ତି ଗୋପାଳକ। ଆଜି ଆମେ ବିହାରର ଏକ ମଇଁଷି ବିଷୟରେ କହିବାକୁ ଯାଉଛୁ, ଯିଏକି ତା ମାଲିକକୁ ହଜାର ହଜାର ଟଙ୍କାର ରୋଜଗାର ଯୋଗାଇ ଦେଇ ମାଲାମାଲ କରିଛି।…

୪୨ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡ଼ିଶା ପାଭିଲିୟନ୍ କୁ ସ୍ଵର୍ଣ୍ଣ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଲିଛି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ଵାରା ୪୨ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା । ଏଥିରେ ଅଂଶଗ୍ରହଣକାରୀ ରାଜ୍ୟମାନଙ୍କର ପାଭିଲିୟନ ମଧ୍ୟରୁ ଶ୍ରେଷ୍ଠ ପାଭିଲିୟନ ଭାବେ ଓଡିଶା ପାଭିଲିୟନକୁ ସ୍ଵର୍ଣ୍ଣ ପୁରସ୍କାରରେ ପୁରସ୍କୃତ କରାଯାଇଛି ।…