Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

କପୁରଥାଲା ଗୁରୁଦ୍ୱାରରେ ଗୁଳିକାଣ୍ଡ: ଜଣେ ପୋଲିସ କର୍ମୀ ମୃତ, ୩ ଗୁରୁତର

କପୁରଥାଲା: ପଞ୍ଜାବର କପୁରଥାଲା ଗୁରୁଦ୍ୱାରରେ ସକାଳୁ ସକାଳୁ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି । ଏକାଧିକ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ସକାଳ ସାଢେ ୭ଟାରେ ଘଟିଥିବା କୁହଯାଉଛି । ଗୁରୁଦ୍ୱାରରେ ନିହଙ୍ଗ ଶିଖ ପକ୍ଷରୁ…

ମିଛ ବିଜ୍ଞାପନ ଦେଇନି,ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁ ଦଣ୍ଡ ପାଇଁ ପ୍ରସ୍ତୁତ: ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଉତ୍ତର…

ନୂଆଦିଲ୍ଲୀ: ପତଞ୍ଜଳି କମ୍ପାନୀର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଉତ୍ତର ରଖିଛନ୍ତି ନିଜେ ବାବା ରାମଦେବ। ସେ କହିଛନ୍ତି, ଔଷଧକୁ ନେଇ ସେ କୌଣସି ମିଛ ବିଜ୍ଞାପନ ବା ମିଛ ପ୍ରଚାର କରୁନାହାଁନ୍ତି । ଯଦି ତାଙ୍କର ଔଷଧରେ ତ୍ରୁଟି ପ୍ରମାଣିତ ହେବ ତେବେ ସୁପ୍ରମକୋର୍ଟ ତାଙ୍କ…

ଜିତିବ ଜୀବନ-ଅନ୍ତ ହେବ ଅପେକ୍ଷା.. ଆଉ କେଇ ଘଣ୍ଟା ପରେ ବାହାରକୁ ଆସିବେ ଟନେଲରେ ଫସିଥିବା ଶ୍ରମିକ

ଉତ୍ତରକାଶୀ:ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ୧୨ ଦିନ ପରେ ବାହାରକୁ ବାହାରିବେ ଟନେଲରେ ଫସି ରହିଥିବା ଶ୍ରମିକ । ସେମାନଙ୍କୁ ବାହାର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଏପଟେ ପରିବାର ଲୋକେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଉତ୍ତରାଖଣ୍ଡ ଟନେଲରେ ଫସିଥିବା ସିଲକ୍ୟାରା…

କାନାଡା ନାଗରିକଙ୍କ ପାଇଁ ପୁନଃ ଇ-ଭିସା ସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: କାନାଡା ଓ ଭାରତ ମଧ୍ୟରେ ସୁଧୁରୁଛି ସ୍ଥିତି । ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ପୁଣି ଆରମ୍ଭ କରିଛନ୍ତି । ଏହି ସେବା ପ୍ରାୟ ଦୁଇ ମାସ ଧରି ବନ୍ଦ ରହିଥିଲା । ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ ସେପ୍ଟେମ୍ବର ୨୧ରେ ଭାରତ ସରକାର…

୨୬ ବର୍ଷୀୟ ଭାରତୀୟ ମହିଳାଙ୍କ ପାଟିରେ ୩୮ଟି ଦାନ୍ତ; ହାତେଇଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ ଟାଇଟଲ୍

ନୂଆଦିଲ୍ଲୀ: ସାଧାରଣତଃ ଜଣେ ବ୍ୟକ୍ତିଙ୍କର ପାଟିରେ ୩୨ଟି ଦାନ୍ତ ଥାଏ। କିନ୍ତୁ ଆପଣ କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ୩୨ ନୁହେଁ ଜଣେ ମହିଳାଙ୍କର ୩୮ଟି ଦାନ୍ତ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସାଧାରଣ ଦାନ୍ତ…

ବିଦ୍ୟାଳୟରେ ପିଲା ପଢିବେ ରାମାୟଣ, ମହାଭାରତ!

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ର ଏକ ଉଚ୍ଚ ସ୍ତରୀୟ କମିଟି ରାମାୟଣ ଏବଂ ମହାଭାରତକୁ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଶିକ୍ଷା ଦେବାକୁ ପରାମର୍ଶ ଦେଇଛି। ଏହା ମଧ୍ୟ ପ୍ରସ୍ତାବ ଦିଆଯାଇଛି ଯେ ଶ୍ରେଣୀଗୃହର କାନ୍ଥରେ ସମ୍ବିଧାନର…

ରାହୁଲଙ୍କ ‘ପନୌତି’ ମନ୍ତବ୍ୟ ଏବଂ ୟଙ୍ଗ ଇଣ୍ଡିଆର ସମ୍ପତ୍ତି ଜବତକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ: ଭାରତ କ୍ରିକେଟ ବିଶ୍ବକପ ହାରିବା ପଛରେ ପ୍ରଧାନମନ୍ତ୍ରୀ ଦାୟୀ ବୋଲି ପରୋକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଏକ ଜନସଭାରେ ମୋଦୀଙ୍କୁ 'ପନୌତି' କହି ସମାଲୋଚନା କରିବା ପରେ ଏହାକୁ ନେଇ ବିଜେପି ମଧ୍ୟ କଡା ଜବାବ ଦେଇଛି। ହେଲେ ଏହାପରେ ପରେ ପ୍ରବର୍ତ୍ତନ…

ଏଲୋପାଥି ଔଷଧକୁ ବଦନାମ କରି ପତଞ୍ଜଳି ବିଜ୍ଞାପନ କରୁଛି, ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଲୋପାଥି ଔଷଧକୁ ଟାର୍ଗେଟ କରି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ ନକରିବା ପାଇଁ ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ ମଙ୍ଗଳବାର କଡ଼ା ଚେତାବନୀ ଦେଇଛନ୍ତି। ଅଦାଲତ କମ୍ପାନୀକୁ ଏଭଳି ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚେତାବନୀ ଦେଇ କହିଛନ୍ତି ଯେ…

ଉତ୍ତରକାଶୀ ଟନେଲରେ ଶ୍ରମିକଙ୍କ ୧୧ ଦିନ: ଗତକାଲି ରାତ୍ରିଭୋଜନରେ ଖାଇଥିଲେ ପଲାଉ-ପନୀର, ଉଦ୍ଧାର ପାଇଁ ଆହୁରି ୩୦…

ଉତ୍ତରକାଶୀ:୧୧ ଦିନ ଧରି ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାର ଆଶା ଉଜ୍ଜ୍ୱଳ ହେଉଛି । ଗତକାଲି ସୁଡଙ୍ଗ ଭିତରର ପ୍ରଥମ ଭିଜୁଆଲ ସାମ୍ନାକୁ ଆସିଥିଲା । ସମସ୍ତ ଶ୍ରମିକ ସୁସ୍ଥ ଥିବା ଦେଖିବାକୁ ମିଳିଥିଲା । ୯ ଦିନ ପରେ ପାଇପ ଯୋଗେ ସେମାନଙ୍କୁ ରନ୍ଧାଖାଦ୍ୟ ପଠା…