Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପରୀକ୍ଷାରେ ତ୍ରୁଟିକୁ ବରଦାସ୍ତ କଲାନି ଏନଟିଏ, ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ: ସର୍ବଭାରତୀୟ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ପ୍ରବେଶିକା ପରୀକ୍ଷା ପରିଚାଳନାରେ ଦେଖାଦେଇଥିବା ଅବହେଳାକୁ ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜସ୍ଥାନର ଜୟପୁର ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ ଘଟିଥିବା ବିଭ୍ରାଟ ପାଇଁ ପରୀକ୍ଷା ପରିଚାଳନା…

ଛାତ ଉପରେ ଥିବା ପୁରୁଣା ଡିସ୍‌ ଛତା ଆସିବ କାମରେ! ମାଗଣା ଚ୍ୟାନେଲ୍ ଦେଖିବା ପାଇଁ ଏମିତି କରନ୍ତୁ ବ୍ୟବହାର

ଘରେ ଲାଗିଥିବା ପୁରୁଣା ବା ଅଦରକାରୀ ଡିସକୁ କାଢ଼ି ଫୋପାଡି ଦେଉଛନ୍ତି କି? ତେବେ ଟିକେ ଅଟକି ଯାଆନ୍ତୁ। ଆପଣ ଚାହିଁଲେ ଏହି ଡିସ୍‌କୁ ଟିଭି ଆଣ୍ଟିନା ଭାବରେ ବ୍ୟବହାର କରି ମାଗଣାରେ କିଛି ଚ୍ୟାନେଲ୍ ଦେଖିପାରିବେ। ଆସନ୍ତୁ ଜାଣିବା ଏହାର ପ୍ରକୃତ ଟେକ୍ନୋଲୋଜି ଏବଂ ଏହାକୁ ସେଟ୍ କରିବାର…

ଯୁବପିଢ଼ିଙ୍କୁ ରାହୁଲଙ୍କ ଆହ୍ୱାନ: ଛାତ୍ରଛାତ୍ରୀଙ୍କ ସମାନ ସୁଯୋଗ ହିଁ ଗଢ଼ିବ ନୂଆ ଭାରତ

ପୁଣେ: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ଏକ ଛାତ୍ର ସମାବେଶରେ ଯୋଗ ଦେଇ ନାରୀ ଶକ୍ତିର ମହତ୍ତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଛନ୍ତି। 'ଛାତ୍ରୋଁ କି ଗୁଞ୍ଜ' ନାମକ ଏହି ବିଶେଷ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ ଦୃଢ଼ୋକ୍ତି…

ଉତ୍ତର-ପୂର୍ବାଞ୍ଚଳର ‘ଲାଇଫ୍ ଲାଇନ୍’ ଉପରେ କେନ୍ଦ୍ର ସରକାରଙ୍କ ଫୋକସ୍, ସୀମା ସୁରକ୍ଷା ନେଇ…

ନୂଆଦିଲ୍ଲୀ: ଭାରତର ସୁରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ସିଲିଗୁଡ଼ି କରିଡର (ଯାହାକୁ 'ଚିକେନ୍ ନେକ୍' ମଧ୍ୟ କୁହାଯାଏ) ର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହି…

ଯୋଗୀ, ଅଖିଳେଶଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍; ଜାଣନ୍ତୁ କେତେ ଦାମ୍…

ନୂଆଦିଲ୍ଲୀ: ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶରେ ରାଜନୀତି ସରଗରମ ହୋଇପଡ଼ିଛି। ଏହାରି ମଧ୍ୟରେ ରାଜ୍ୟର ପ୍ରମୁଖ ନେତାମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପର ଅଂଶ ସ୍ୱରୂପ ୫୨ ଜଣ ବରିଷ୍ଠ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଯୋଗାଇ…

EAM Jaishankar to meet Lavrov in Moscow:ଜୟଶଙ୍କରଙ୍କ ୨ଦିନିଆ ମସ୍କୋ ଗସ୍ତ;ପ୍ରତିପକ୍ଷ ଲାଭରୋଭଙ୍କୁ ଭେଟିବେ;ଏହି…

ନୂଆଦିଲ୍ଲୀ:ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଗଷ୍ଟ ୨୩ ଏବଂ ୨୪ ତାରିଖରେ ଋଷିଆ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ IRIGC-TEC ର ୨୭ତମ ଅଧିବେଶନର ସହ-ଅଧ୍ୟକ୍ଷତା କରିବେ ଏବଂ ଋଷିଆର ନିଜ ସମକକ୍ଷ ସର୍ଗେଇ ଲାଭରୋଭଙ୍କ ସହ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।…

ଆକାଶରେ ଉଡ଼ୁଥିବା ବେଳେ ବଢ଼ୁଛି କର୍କଟ ରୋଗର ଆଶଙ୍କା, ପାଇଲଟ୍‌ମାନଙ୍କୁ ସର୍ବାଧିକ ବିପଦ!

ନୂଆଦିଲ୍ଲୀ: ଆକାଶରେ ହଜାର ହଜାର ଘଣ୍ଟା ଅତିବାହିତ କରୁଥିବା ପାଇଲଟ୍ ଏବଂ ଫ୍ଲାଇଟ୍ ଆଟେଣ୍ଡାଣ୍ଟ (ଏୟାର୍ ହୋଷ୍ଟେସ୍) ମାନଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ହାର୍ଭାର୍ଡ ମେଡିକାଲ ସ୍କୁଲର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ୫୦୦ରୁ ଅଧିକ ବିଭିନ୍ନ ପେସାର ଲୋକଙ୍କ ତୁଳନାରେ…

ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପ୍ରସଙ୍ଗ: ପାକିସ୍ତାନ ମନ୍ତ୍ରୀ ଅହସାନ ଇକବାଲଙ୍କ ବଡ଼ ବୟାନ

ନୂଆଦିଲ୍ଲୀ/ଇସଲାମାବାଦ: ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ନୋଟିସ୍ ଦିଆଯିବା ପରେ ପଡ଼ୋଶୀ ଦେଶରେ ହଟଚମଟ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ପାକିସ୍ତାନର ଯୋଜନା ମନ୍ତ୍ରୀ ଅହସାନ ଇକବାଲ ଏକ ବଡ଼ ବୟାନ ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ…

Pahalgam Terror Attack: ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦକୁ ସମନ କରିବ NIA

ନୂଆଦିଲ୍ଲୀ: ଲସ୍କର-ଏ-ତୈବା (LeT) ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ମହମ୍ମଦ ସୟିଦକୁ ସମନ କରିବ NIA। ୨୦୨୫ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ଭାରତ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଛି। ଏକ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଜାରି ହୋଇଥିବା ଜାମିନବିହୀନ ୱାରେଣ୍ଟ ପରେ…

ପଶ୍ଚିମବଙ୍ଗରେ TMC ବିଭାଜନ ପରେ ନୂଆ ସଙ୍କଟ, ବହୁଜନ NCPI ଉପରେ ବିଦ୍ରୋହୀ ସାଂସଦଙ୍କ ନଜର

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସରେ ଦେଖାଦେଇଥିବା ବିଦ୍ରୋହ ଏବେ ଏକ ନୂଆ ମୋଡ଼ ନେଇଛି। ଦଳର ୨୦ ଜଣ ଲୋକସଭା ସାଂସଦ କାକୋଲି ଘୋଷ ଦସ୍ତିଦାରଙ୍କ ନେତୃତ୍ୱରେ ଏକ ନୂଆ ଗୋଷ୍ଠୀ ଗଠନ କରିବା ସହ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (NCPI)…