Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁପିରେ ଅଖିଲେଶ ବାଣ, ସତ ‘ଯୋଗୀ’ ହୁଅନ୍ତୁ, ମଣିପୁର ପ୍ରସଙ୍ଗରେ କୁହନ୍ତୁ

ଭୁବନେଶ୍ୱର: ମଣିପୁରକୁ ନେଇ ଉତ୍ତରପ୍ରଦେଶରେ ଲଢେଇ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଅଖିଲେଶ ଯାଦବ ବିଧାନସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଗୃହରେ ନିନ୍ଦା ପ୍ରସ୍ତାବ ଆଗତ ପାଇଁ ଦାବି କରିଥିଲେ। ସାରା ଦେଶରେ ଏ…

ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ: ଯାଞ୍ଚ ପାଇଁ ୩ ମହିଳା ଜଜଙ୍କୁ ନେଇ କମିଟି ଗଠନ

ନୂଆଦିଲ୍ଲୀ: ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ଧରଣର ହସ୍ତକ୍ଷେପ  । ମଣିପୁର ହିଂସାକାଣ୍ଡର ଯାଞ୍ଚ କରିବା ପାଇଁ ସୁପ୍ରିମ କୋର୍ଟ ୩ ଜଣ ପୂର୍ବ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଣୋଦିତ ମଣିପୁରରେ ରିଲିଫ, ଥଇଥାନ  ପ୍ରସଙ୍ଗକୁ ନେଇ…

ଭାରତରେ କୋଟିପତିଙ୍କ ସଂଖ୍ୟା ବଢୁଛି

ନୂଆଦିଲ୍ଲୀ: ଭାରତରେ କୋଟିପତିଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ ଡାଟାରୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । କରୋନା ମହାମାରୀ ସମୟରେ ଏହାର ହାର କମିଥିବା ବେଳେ ଏବେ ଏହା ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି । ୨୦୨୨-୨୩ ଆଇଟିଆର ଫାଇଲ…

୧୩୭ ଦିନ ପରେ ସଂସଦକୁ ଫେରିଲେ ରାହୁଲ, ପାଛୋଟି ନେଲେ ‘ଇଣ୍ଡିଆ’ ସଦସ୍ୟ

ନୂଆଦିଲ୍ଲୀ:ସଦସ୍ୟତା ଫେରିପାଇବା ପରେ ରାହୁଲ ଗାନ୍ଧୀ ୧୩୭ ଦିନ ପରେ ଆଜି ସଂସଦକୁ ଫେରିଛନ୍ତି । ରାହୁଲ ଆଜି ସଂସଦକୁ ଫେରିବା ସମୟରେ ବିରୋଧୀଙ୍କ ନୂଆ ମେଣ୍ଟ ଇଣ୍ଡିଆର ସଦସ୍ୟମାନେ ତାଙ୍କୁ ପାଛୋଟି ନେଇଥିଲେ । ସାଂସଦମାନେ ରାହୁଲଙ୍କ ସପକ୍ଷରେ ନାରାବାଜି ବି କରିଥିଲେ । ସଂସଦକୁ ଆସିବା…

ଲୋକସଭା ନିର୍ବାଚନ: ଗୁଜୁରାଟରେ ହେବ ଆପ୍-କଂଗ୍ରେସର ମେଣ୍ଟ, ଆପ୍ ନେତାଙ୍କ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଉଭୟ ବିରୋଧୀ ଏବଂ ଶାସକ ଦଳ ଛୋଟ-ବଡ଼ ଦଳ ସହ ମେଣ୍ଟ କରୁଛନ୍ତି। ଗୁଜୁରାଟରେ ମଧ୍ୟ ଆମ୍ ଆଦମୀ ପାର୍ଟି ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି। ଆମ୍ ଆଦମୀ ପାର୍ଟିର ଶୀର୍ଷ ନେତା ଇସୁଦାନ ଗଢଭୀ କହିଛନ୍ତି…

ଏମିତି ନଦୀ ଯେଉଁଠି ୨୪ ଘଣ୍ଟା ପ୍ରବାହିତ ହୁଏ ଗରମ ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ; ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । ତେବେ  ନଦୀକୁ ନେଇ ସାରା ବିଶ୍ୱରେ ଅନେକ ରହସ୍ୟ ରହିଛି । କେଉଁଠି ବେଳେ ବେଳେ ନଦୀର ପାଣି ରକ୍ତ ଭଳି ଦେଖାଯାଉଛି ତ କେଉଁଠି ଅନବରତ ବନ୍ୟା ହେବା ଭଳି ପାଣି…

ହଲରେ ଆଲିଆ ରଣବୀରଙ୍କ ଯାଦୁ, ନବମ ଦିନରେ କଲା ବମ୍ପର କଲେକ୍ସନ

ମୁମ୍ବାଇ: କରଣ ଜୋହରଙ୍କ ନିର୍ଦ୍ଦେଶିତ ରଣବୀର ଓ ଆଲିଆଙ୍କ ଅଭିନୀତ ରୋମାଣ୍ଟିକ ଡ୍ରାମା ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ବକ୍ସ ଅଫିସରେ ଧମାକା କରୁଛି । ରକି ଏବଂ ରାନୀଙ୍କ ଲଭଷ୍ଟୋରୀ ଫିଲ୍ମ ରିଲିଜ୍ ହେବାର ୯ ଦିନ ବିତିଗଲାଣି । ତଥାପି କମିନି ଫିଲ୍ମର କ୍ରେଜ । ଦ୍ଵିତୀୟ ସପ୍ତାହର…

ବ୍ରିଜ ଉପରୁ ତଳକୁ ଠେଲିଦେଲେ ମା’ଙ୍କ ପ୍ରେମିକ: ଜାଣନ୍ତୁ, ବୁଦ୍ଧି ବଳରେ କେମିତି ଜୀବନ ବଞ୍ଚାଇଲା କୁନିଝିଅ

ଗୁଣ୍ଟୁର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଜଣେ ୧୩ ବର୍ଷର ନାବାଳିକାଙ୍କୁ ତାଙ୍କ  ମା’ଙ୍କ ଲିଭ ଇନ୍ ପାର୍ଟନର  ବ୍ରିଜ ଉପରୁ ତଳକୁ ଠେଲି ଦେଲେ । ହେଲେ କୁନିଝିଅଟିର ସାହସ ଏବଂ ଧୈର୍ଯ୍ୟକୁ ଶତ ସଲାମ । ଝିଅଟି କିପରି ଜୀବନ ବଞ୍ଚାଇଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।  ମୃତ୍ୟୁର କରାଳ…

ଓଜନ ମେସିନ ବାସ୍ତବରେ ଓଜନ ମାପେ ନା ଆଉ କିଛି ?

ଓଡ଼ିଶ ସମ୍ବାଦ ବ୍ୟୁରୋ: ଓଜନ ମେସିନରେ ସମସ୍ତେ ସାଧାରଣତଃ ଓଜନ ମାପିଥାନ୍ତି । ହେଲେ ସତରେ କ’ଣ ଏ ମେସିନ ଓଜନ ମାପିଥାଏ ? ନା ଆଉ କିଛି ?  ବାସ୍ତବରେ, ଓଜନ ମେସିନ୍ ଆପଣଙ୍କ ଓଜନ ମାପ କରେ ନାହିଁ, ଅନ୍ୟ କିଛି ମାପେ । ଏକଥା ଆମେ କହୁନୁ ।  ବିଜ୍ଞାନ କହୁଛି । ଯେତେବେଳେ ତୁମେ ଏହା ଉପରେ…

ଟ୍ରାଫିକ ଯୋଗୁଁ ପ୍ରତିବର୍ଷ ୨୦ ହଜାର କୋଟି କ୍ଷତି ସହୁଛି ବେଙ୍ଗାଲୁରୁ: ଅଧ୍ୟୟନ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ବୈଷୟିକ ଶିଳ୍ପ ଏବଂ ଭିଡ଼ ପାଇଁ ବେଶ୍ ଜଣାଶୁଣା। ଏଠାରେ ଟ୍ରାଫିକ ସମସ୍ୟା ମଧ୍ୟ ବହୁତ ଅଧିକ। ଏହି ଟ୍ରାଫିକ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟରେ କୁହାଯାଇଛି, ଟ୍ରାଫିକ ଜାମ୍ ଯୋଗୁଁ ପ୍ରତିବର୍ଷ ସହରକୁ ପ୍ରାୟ ୨୦…